ଅନୁଗୋଳ: ଆଜି ସକାଳ ସମୟରେ ତାଳଚେର ବ୍ଲକ୍ ଅନ୍ତର୍ଗତ ତାଳବେଡ଼ା ଗ୍ରାମର ତ୍ରିନାଥ କ୍ଲବ ନିକଟରେ ଥିବା ଏକ ପରିତ୍ୟକ୍ତ କୂଅ ରେ ଗୋଟିଏ ଜଙ୍ଗଲି ବାରାହା ଫସି ରହିଥିଲା, ଗ୍ରାମର ଲୋକମାନେ ଶୌଚ ପାଇଁ ଯାଇଥିବା ବେଳେ ବାରାହା ଟିକୁ ଦେଖିବାକୁ ପାଇଥିଲେ। ତେବେ ଗ୍ରାମବାସୀ ମାନେ ଅଗ୍ନିଶମ ବିଭାଗ ଓ ପୋଲିସ୍ କୁ ଖବର ଦେବା ପରେ, ଘଟଣା ସ୍ଥଳରେ ଅଗ୍ନିଶମ ବିଭାଗ, ପୋଲିସ୍ ଓ ବନ ବିଭାଗ ଙ୍କ ଉପସ୍ଥିତି ରେ ବାରାହା ଟିକୁ ଉଦ୍ଧାର କରାଯାଇଛି। ଘଟଣା ସ୍ଥଳରେ ବାରାହା କୁ ଦେଖିବାକୁ ଲୋକମାନଙ୍କ ଭିଡ଼ ଜମିଥିବା ଦେଖିବାକୁ ମିଳିଥିଲା।
Related Posts
ଅନୁଗୁଳ:ଜୀବନ ବିଦ୍ୟାଳୟକୁ ବଞ୍ଚାଇବ କିଏ? ସ୍କିଲ୍ ଇଣ୍ଡିଆ ସ୍ବପ୍ନ ଥିଲା ସ୍କୁଲ୍ର ମେରୁଦଣ୍ଡ
ଅନୁଗୁଳ: ଆଜି କେନ୍ଦ୍ର ସରକାର ଯେଉଁ ସ୍କିଲ୍ ଇଣ୍ଡିଆ, ଆତ୍ମ ନିର୍ଭର ଭାରତର ସ୍ବପ୍ନ ଏବଂ ଲକ୍ଷ୍ୟ ନେଇ ଆଗଭର ଅଛନ୍ତି, କେଇ ଦଶନ୍ଧି ତଳେ ଅନୁଗୁଳ…
OIL Price Hike: ଅହେତୁକ ତୈଳଦରକୁ ପ୍ରତିବାଦ କରି ଅନୁଗୋଳରେ ବିଜେଡ଼ିର ଅଭିନବ ପ୍ରତିବାଦ
ଅହେତୁକ ତୈଳ ସହ ଆନୁସାଙ୍ଗିକ ସାମଗ୍ରୀର ଅହେତୁକ ଦର ବୃଦ୍ଧି ପ୍ରତିବାଦରେ ଅନୁଗୋଳ ବିଜୁ ମହିଳା ଜନତା ଦଳ ପକ୍ଷରୁ ଅଭିନବ ପ୍ରତିବାଦ । ଶଗଡ଼ରେ ବସି…
ଅନୁଗୁଳ କାର୍ଯ୍ୟକାରୀ ଚକବନ୍ଦୀ ଉଚ୍ଛେଦ ନହେବା, ସରକାରଙ୍କୁ କଡା ଚେତାବନୀ
ଅନୁଗୁଳ: ଅନୁଗୁଳ ଜିଲ୍ଲାର ୯୨ଟି ରାଜସ୍ୱ ଗ୍ରାମର ଚକବନ୍ଦୀ ରେକର୍ଡ ଉଚ୍ଛେଦ, ଶାବକ ଦଖଲ ଅନୁଯାୟୀ ପଟ୍ଟା ପ୍ରଦାନ ଏବଂ ଚକପଟ୍ଟା ଉଚ୍ଛେଦ ପର୍ଯ୍ୟନ୍ତ ଜମି କିଣାବିକା…
