Blog

ବନ୍ତଳା ଅଞ୍ଚଳରୁ ଦୁର୍ବୁତ୍ତ ଉଭାନ୍, ପୋଲିସର ଛାନଭିନ, ଜଣେ ଅଟକ, ତିନି ବାଇକ୍ ଜବତ

ଅନୁଗୋଳ/ବନ୍ତଳା: ଅନୁଗୋଳ ବ୍ଳକ୍ ବନ୍ତଳା ଥାନା ଅନ୍ତର୍ଗତ ପୋକତୁଙ୍ଗା ଗ୍ରାମବାସୀ କଳାପାଟ ଠାକୁରାଣୀଙ୍କ ନିକଟରେ ଗାଁର ସୁରକ୍ଷା ପାଇଁ ଠେଙ୍ଗା ପୂଜା କରିଛନ୍ତି। ଶତାଧିକ ଠେଙ୍ଗା ନେଇ…

ଢେଙ୍କାନାଳ: ଓଡ଼ାପଡ଼ା ତହସିଲଦାର ମନୋଜ କୁମାର ମାଝୀ ନିଲମ୍ବିତ

ଢେଙ୍କାନାଳ, ୧୮/୧୦: ଢେଙ୍କାନାଳ ଜିଲ୍ଲାର ଓଡ଼ାପଡ଼ା ତହସିଲଦାର ମନୋଜ କୁମାର ମାଝୀଙ୍କୁ ନିଲମ୍ବନ କରିଛନ୍ତି ଓଡ଼ିଶା ସରକାର। ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ପକ୍ଷରୁ ଅକ୍ଟୋବର…

ସମ୍ବଲପୁର-କଟକ ଏନଏଚ୫୫ର ୬-ଲେନ୍ ସମ୍ପ୍ରସାରଣ ଓ ୪ଟି ଅଣ୍ଡରପାସ ସହ ସମ୍ବଲପୁରରେ ଫ୍ଲାଇଓଭର ନିର୍ମାଣ ପାଇଁ ଅନୁରୋଧ କଲେ ଧର୍ମେନ୍ଦ୍ର ପ୍ରଧାନ

ଅନୁଗୋଳ: ସମ୍ବଲପୁର ସଂସଦୀୟ କ୍ଷେତ୍ର ଏବଂ ଆଖପାଖ ଅଞ୍ଚଳର ଜାତୀୟ ରାଜପଥ ଭିତ୍ତିଭୂମିର ବିକାଶ, ଯାତାୟାତକୁ ସୁଗମ କରିବା ତଥା ସଡ଼କ ସୁରକ୍ଷାକୁ ଦୃଷ୍ଟିରେ ରଖି ସମ୍ବଲପୁର…

ଆମ୍ବପାଳ ଗ୍ରାମକୁ ସମ୍ପୂର୍ଣ ଅଧିଗ୍ରହଣ କରିବାକୁ ପ୍ରାକ୍ତନ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଙ୍କ ନିକଟରେ ଦାବୀ

ଅନୁଗୋଳ: ଅନୁଗୋଳ ଜିଲ୍ଲା ଆମ୍ବପାଳ ଗ୍ରାମ ର କିଛି ଅଂଶ ଏମସିଏଲ ଦ୍ୱାରା ଅଧିଗୃହିତ ହୋଇଛି | ପୁନଶ୍ଚ ଏବେ ରେଳ ଲାଇନ ପାଇଁ ଜମି ଅଧିଗ୍ରହଣ…

ପୋଷଣ, ସ୍ୱଚ୍ଛତା ଓ ନିଶାମୁକ୍ତ ସମାଜ ଗଠନ ଅଭିଯାନକୁ ଜନଆନ୍ଦୋଳନରେ ପରିଣତ କରିବା- ଧର୍ମେନ୍ଦ୍ର ପ୍ରଧାନ

ଅନୁଗୋଳ: ମାନ୍ୟବର ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଆହ୍ୱାନରେ ସାରା ଦେଶରେ ପାଳିତ ହେଉଥିବା ‘ପୋଷଣ ମାସ’ ଓ ‘ସେବା ସଙ୍କଳ୍ପ ଅଭିଯାନ’ ଅନ୍ତର୍ଗତ ଅନୁଗୋଳ ଜିଲ୍ଲା…

ଅନୁଗୋଳରେ ଚାଞ୍ଚଲ୍ୟ, ପୂର୍ବତନ ପୋଲିସ ଅଧିକାରୀଙ୍କ ଘରୁ ସେକ୍ସ ରାକେଟ ଠାବ

ଅନୁଗୋଳ: ଅନୁଗୋଳ ସହରରେ ସେକ୍ସ ରାକେଟ ଠାବ। ପୂର୍ବତନ ପୋଲିସ ଅଧିକାରୀ ଙ୍କ ଘରେ ସେକ୍ସ ରାକେଟ ଠାବ। ଦୁଇ ଗ୍ରାହକ, ଦୁଇ ଦେହଜୀବୀ ଙ୍କ ସମେତ…

ଅସମ୍ପୂର୍ଣ୍ଣ ପୋଲ ପାଇଁ ଶବ ସତ୍କାରରେ ବାଧା, ଦଉଡି ବାନ୍ଧି ପ୍ରଖର ସ୍ରୋତ ପାର କଲେ ଗ୍ରାମବାସୀ

Angul News: ବଅଁରପାଳ: ଅନୁଗୋଳ ଜିଲ୍ଲା ବଅଁରପାଳ ବ୍ଲକ ଅନ୍ତର୍ଗତ ନୂଆହତା ଗ୍ରାମରୁ ଏକ ହୃଦୟବିଦାରକ ଘଟଣା ସାମ୍ନାକୁ ଆସିଛି। ନୂଆହତାପଞ୍ଚାୟତର ବାଲିସାହି ହରିଜନ ବସ୍ତିର ବାସିନ୍ଦା…

ଅମୃତ ଭାରତ ଷ୍ଟେସନ ଯୋଜନା ଅଧୀନରେ ପୁନନିର୍ମିତ ତାଳଚେର ରେଳ ଷ୍ଟେସନର ଶୁଭଉଦ୍‌ଘାଟନ କଲେ ପ୍ରଧାନମନ୍ତ୍ରୀ

ଭୁବନେଶ୍ୱର: ମାନ୍ୟବର ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଅମୃତ ଭାରତ ଷ୍ଟେସନ ଯୋଜନା ଅଧୀନରେ ପୁନନିର୍ମିତ ତାଳଚେର ରେଳ ଷ୍ଟେସନକୁ ଉଦ୍‌ଘାଟନ କରିଛନ୍ତି। ଦେଶବ୍ୟାପୀ ୭୫ଟି…

ଲୁହାମୁଣ୍ଡାରେ ଭୟାବହ ସଡ଼କ ଦୁର୍ଘଟଣା

ଅନୁଗୋଳ: ଅନୁଗୋଳ ଜିଲ୍ଲା ହଣ୍ଡପା ଥାନା ଅନ୍ତର୍ଗତ ବଇଣ୍ଡା ଅଞ୍ଚଳର ଲୁହାମୁଣ୍ଡା ନିକଟରେ ଘଟିଛି ଏକ ଭୟାବହ ସଡ଼କ ଦୁର୍ଘଟଣା। ଭୁବନେଶ୍ୱରରୁ ଝାରସୁଗୁଡ଼ା ଯାଉଥିବା ଦିଲଖୁସ୍ ବସ୍…

Focuss Exclusive: ସାତକୋଶିଆରେ ଉତ୍ପାତିଆ ନରହନ୍ତା ଦନ୍ତା : ସ୍ଥାନୀୟ ଲୋକଙ୍କ ବିରୋଧ

ଅନୁଗୋଳ: ଅନୁଗୋଳ ଜିଲ୍ଲା ବନ୍ତଳା ଅଞ୍ଚଳରେ ଆତଙ୍କ ଖେଳାଇଥିବା ଦନ୍ତା ହାତୀ ଗତକାଲି ୩ ତାରିଖ ରାତି 10 ରେ ଠାକୁରମୁଣ୍ଡା ବ୍ଲକ ସାତକୋଶିଆ ରେଞ୍ଜ ଅଫିସରେ…

ସ୍ୱାସ୍ଥ୍ୟସେବା ସମସ୍ୟାର ସମାଧାନ ଦାବିରେ ଆନେ୍ଦାଳନ ଚେତାବନୀ

ଅନୁଗୁଳ: ଶିଳ୍ପ ସମୃଦ୍ଧ ଅନୁଗୁଳ ଜିଲ୍ଲାର ସ୍ୱାସ୍ଥ୍ୟ ସମସ୍ୟା ସମାଧାନ ଦାବିରେ ବିଭିନ୍ନ ସମୟରେ ଦାବି ଉପସ୍ଥାପନ କରିଆସୁଥିବା ଅନୁଗୁଳ ଜିଲ୍ଲା ଜନଜୀବନ ସୁରକ୍ଷା କମିଟିର ଏକ…

ନିଜ ଗାଁ ନାଲମରେ ପ୍ରଧାନମନ୍ତ୍ରୀଙ୍କ ‘ମନ୍ କୀ ବାତ୍’ ଶୁଣିଲେ କେନ୍ଦ୍ରମନ୍ତ୍ରୀ

ତାଳଚେର: କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନ ଆଜି ଅନୁଗୋଳ ଜିଲ୍ଲା ତାଳଚେର କଣିହାଁ ବ୍ଲକ ସ୍ଥିତ ନିଜ ପୈତୃକ ଗ୍ରାମ ନାଲମ ଗସ୍ତ କରି…

ପୋଲିସର ସେବା ମନୋଭାବ ଜନତାଙ୍କ ଭରସା ବଢ଼ାଇବ – ଧର୍ମେନ୍ଦ୍ର ପ୍ରଧାନ

ଅନୁଗୋଳ: କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନ ଶନିବାର ଅନୁଗୋଳ ଜିଲ୍ଲା ପୋଲିସ ପ୍ରଶାସନ ପକ୍ଷରୁ ଆୟୋଜିତ ‘ବଣ୍ଟନ ମେଳା’ କାର୍ଯ୍ୟକ୍ରମରେ ଯୋଗଦେଇ ଜନସାଧାରଣଙ୍କ ସେବା…

Angul News: ଅନୁଗୋଳ ଓକିଲ ସଂଘର ନୂତନ କର୍ମକର୍ତ୍ତାଙ୍କ ଶପଥ ଗ୍ରହଣ

Angul News: ଅନୁଗୋଳ: ଅନୁଗୋଳ ଓକିଲ ସଂଘର ନିର୍ବାଚନରେ ବିଜୟୀ ହୋଇଥିବା ନୂତନ କର୍ମକର୍ତ୍ତାଙ୍କ ଶପଥ ଗ୍ରହଣ ଉତ୍ସବ ଆଜି ଅପରାହ୍ନରେ କୋର୍ଟ ପରିସରରେ ଥିବା ଓକିଲ…

ଆସନ୍ତା ୩୧ ତାରିଖରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଅନୁଗୁଳ ଜିଲ୍ଲା ଗସ୍ତ

ଅନୁଗୋଳ: କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କର ଅନୁଗୁଳ ଜିଲ୍ଲା ଗସ୍ତ କାର୍ଯ୍ୟକ୍ରମ ରହିଛି । ମାର୍ଚ୍ଚ ୩୦ ତାରିଖ ମଧ୍ୟରାତ୍ରୀରେ ତାଳଚେର ଦିନଦୟାଲ ନଗରରେ ପହଂଚି ରାତ୍ରୀ ଯାପନ…