ଅନୁଗୋଳ: ଆଜି ସକାଳ ସମୟରେ ତାଳଚେର ବ୍ଲକ୍ ଅନ୍ତର୍ଗତ ତାଳବେଡ଼ା ଗ୍ରାମର ତ୍ରିନାଥ କ୍ଲବ ନିକଟରେ ଥିବା ଏକ ପରିତ୍ୟକ୍ତ କୂଅ ରେ ଗୋଟିଏ ଜଙ୍ଗଲି ବାରାହା ଫସି ରହିଥିଲା, ଗ୍ରାମର ଲୋକମାନେ ଶୌଚ ପାଇଁ ଯାଇଥିବା ବେଳେ ବାରାହା ଟିକୁ ଦେଖିବାକୁ ପାଇଥିଲେ। ତେବେ ଗ୍ରାମବାସୀ ମାନେ ଅଗ୍ନିଶମ ବିଭାଗ ଓ ପୋଲିସ୍ କୁ ଖବର ଦେବା ପରେ, ଘଟଣା ସ୍ଥଳରେ ଅଗ୍ନିଶମ ବିଭାଗ, ପୋଲିସ୍ ଓ ବନ ବିଭାଗ ଙ୍କ ଉପସ୍ଥିତି ରେ ବାରାହା ଟିକୁ ଉଦ୍ଧାର କରାଯାଇଛି। ଘଟଣା ସ୍ଥଳରେ ବାରାହା କୁ ଦେଖିବାକୁ ଲୋକମାନଙ୍କ ଭିଡ଼ ଜମିଥିବା ଦେଖିବାକୁ ମିଳିଥିଲା।
Related Posts
Angul News:ଅନୁଗୋଳ ଜିଲ୍ଲା ଧାନ କିଣା ପାଇଁ BJP କୃଷକ ମୋର୍ଚା ତରଫରୁ ଅଭିଯାନ କର୍ମଶାଳା
Angul News:ଅନୁଗୁଳ ଜିଲ୍ଲା ରେ ଖରିଫ୍ ଧାନ ସଂଗ୍ରହ କିଣା କାରବାର ଜାନୁଆରୀ ୫ ତାରିଖ ଠାରୁ ଆରମ୍ଭ ହେବାକୁ ଜିଲ୍ଲା ପ୍ରଶାସନ ନିଷ୍ପତ୍ତି ନେଇଛି। ଧାନମଣ୍ଡୀ…
Focuss Exclusive: ସାତକୋଶିଆରେ ଉତ୍ପାତିଆ ନରହନ୍ତା ଦନ୍ତା : ସ୍ଥାନୀୟ ଲୋକଙ୍କ ବିରୋଧ
ଅନୁଗୋଳ: ଅନୁଗୋଳ ଜିଲ୍ଲା ବନ୍ତଳା ଅଞ୍ଚଳରେ ଆତଙ୍କ ଖେଳାଇଥିବା ଦନ୍ତା ହାତୀ ଗତକାଲି ୩ ତାରିଖ ରାତି 10 ରେ ଠାକୁରମୁଣ୍ଡା ବ୍ଲକ ସାତକୋଶିଆ ରେଞ୍ଜ ଅଫିସରେ…
Jindal Steel Premier League 2024-25 Concludes with Thrilling Matches and Outstanding Performances
Angul: The Jindal Steel Premier League 2024-25 has concluded successfully after several weeks of exciting matches that showcased the best…
