ପ୍ରଧାନମନ୍ତ୍ରୀଙ୍କ 115ତମ ମନ କୀ ବାତ ଶୁଣିଲେ ବିଜେପି ନେତା

Angul News: ଅନୁଗୁଳ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଙ୍କର ମନ କୀ ବାତ କାର୍ଯ୍ୟକ୍ରମ ଅନୁଗୁଳ ଜିଲ୍ଲା ର ଶତାଧିକ ସ୍ଥାନରେ ବିଜେପି କାର୍ଯ୍ୟକର୍ତା ମାନେ ଏକତ୍ରିତ ହୋଇ ଶୁଣିଛନ୍ତି |ଅନୁଗୁଳ ରନ୍ତଲେଇ ସରସ୍ଵତୀ ବିଦ୍ୟାମନ୍ଦିରରେ ବିଜେପି ରାଜ୍ୟ ଉପ ସଭାପତି ଗୋଲକ ମହାପାତ୍ର ଉପସ୍ଥିତ ରହି ଜିଲ୍ଲା ସଭାପତି ଦିଲେଶ୍ଵର ପ୍ରଧାନ,ଛେଣ୍ଡିପଦା ବିଧାୟକ ଅଗସ୍ତି ବେହେରା, ଅନୁଗୁଳ ବିଧାୟକ ପ୍ରତାପ ଚନ୍ଦ୍ର ପ୍ରଧାନ,ପ୍ରାକ୍ତନ ବିଧାୟକ ରମେଶ ସାଏ, ଦିଲ୍ଲୀପ ପ୍ରଧାନ, ମହେଶ ଧଳ, ସୁଦିପ ଗଡ଼ନାୟକ, ବିଶ୍ୱଜିତ ମିଶ୍ର ,ଭକ୍ତି ଦାଶ, ମୀରା ଗଡ଼ନାୟକ, ଅଜିତ ପ୍ରଧାନ, ଜୀବନାନନ୍ଦ ସାହୁ ସରସ୍ଵତୀ ଶିଶୁ ବିଦ୍ୟାମନ୍ଦିର ଶିକ୍ଷକ,ଶିକ୍ଷୟତ୍ରୀ, ଛାତ୍ର, ଛାତ୍ରୀ ମାନଙ୍କ ସହ ପ୍ରଧାନମନ୍ତ୍ରୀଙ୍କ ମନ କୀ ବାତ ଶୁଣିଥିଲେ| ଏ ଅବସରରେ “ମା” ପାଇଁ ଗଛ ଟିଏ କାର୍ଯ୍ୟକ୍ରମରେ ଯୋଗଦେଇ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ରେ ସମସ୍ତ କାର୍ଯ୍ୟକର୍ତା ମାନେ ସାମିଲ ହୋଇଥିଲେ |

Leave a Reply

Your email address will not be published. Required fields are marked *