ଆମ୍ବପାଳ ଗ୍ରାମକୁ ସମ୍ପୂର୍ଣ ଅଧିଗ୍ରହଣ କରିବାକୁ ପ୍ରାକ୍ତନ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଙ୍କ ନିକଟରେ ଦାବୀ

ଅନୁଗୋଳ: ଅନୁଗୋଳ ଜିଲ୍ଲା ଆମ୍ବପାଳ ଗ୍ରାମ ର କିଛି ଅଂଶ ଏମସିଏଲ ଦ୍ୱାରା ଅଧିଗୃହିତ ହୋଇଛି | ପୁନଶ୍ଚ ଏବେ ରେଳ ଲାଇନ ପାଇଁ ଜମି ଅଧିଗ୍ରହଣ…

ପୋଷଣ, ସ୍ୱଚ୍ଛତା ଓ ନିଶାମୁକ୍ତ ସମାଜ ଗଠନ ଅଭିଯାନକୁ ଜନଆନ୍ଦୋଳନରେ ପରିଣତ କରିବା- ଧର୍ମେନ୍ଦ୍ର ପ୍ରଧାନ

ଅନୁଗୋଳ: ମାନ୍ୟବର ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଆହ୍ୱାନରେ ସାରା ଦେଶରେ ପାଳିତ ହେଉଥିବା ‘ପୋଷଣ ମାସ’ ଓ ‘ସେବା ସଙ୍କଳ୍ପ ଅଭିଯାନ’ ଅନ୍ତର୍ଗତ ଅନୁଗୋଳ ଜିଲ୍ଲା…

ଆସନ୍ତା ୩୧ ତାରିଖରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଅନୁଗୁଳ ଜିଲ୍ଲା ଗସ୍ତ

ଅନୁଗୋଳ: କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କର ଅନୁଗୁଳ ଜିଲ୍ଲା ଗସ୍ତ କାର୍ଯ୍ୟକ୍ରମ ରହିଛି । ମାର୍ଚ୍ଚ ୩୦ ତାରିଖ ମଧ୍ୟରାତ୍ରୀରେ ତାଳଚେର ଦିନଦୟାଲ ନଗରରେ ପହଂଚି ରାତ୍ରୀ ଯାପନ…

ଜାତୀୟ ଜଳମାର୍ଗ 5 କାର୍ଯ୍ୟର ଅଗ୍ରଗତି ପ୍ରସଙ୍ଗ ଲୋକସଭା ରେ ଉଠାଇଲେ ସାଂସଦ ରୁଦ୍ର ପାଣି

ତାଳଚେର /ଅନୁଗୁଳ: ଲୋକସଭା ରେ ବୁଧବାର ଦିନ ଜାତୀୟ ଜଳମାର୍ଗ କାର୍ଯ୍ୟ ର ଅଗ୍ରଗତି ବିଷୟ ଉଥାପନ କରିଛନ୍ତି ଢେଙ୍କାନାଳ ସାଂସଦ ରୁଦ୍ର ନାରାୟଣ ପାଣି |…

ଡ଼ା ଦେବେନ୍ଦ୍ର ପ୍ରଧାନ ଙ୍କ ସହଧମିଣୀ ଙ୍କୁ ଡାକ୍ତର ବାବୁ ପୁସ୍ତକ ପ୍ରଦାନ କଲେ ଏହାର ରଚୟିତା କାଳନ୍ଦି ସାମଲ

ତାଳଚେର: ଓଡିଶା ବିଜେପି ର ପ୍ରାଣ ପ୍ରତିଷ୍ଠାତା ତଥା ପ୍ରାକ୍ତନ ବିଜେପି ର ରାଜ୍ୟ ସଭାପତି ତଥା ପ୍ରାକ୍ତନ କେନ୍ଦ୍ରମନ୍ତ୍ରୀ ସ୍ବର୍ଗତ ଡ଼ା ଦେବେନ୍ଦ୍ର ପ୍ରଧାନଙ୍କର ପ୍ରଥମ…

ଦୁଇଦିନିଆ ଅନୁଗୋଳ ଗସ୍ତରେ କେନ୍ଦ୍ରମନ୍ତ୍ରୀ

ଅନୁଗୁଳ /ତାଳଚେର : କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଙ୍କର ଫେବୃଆରୀ 27,28 ଦୁଇ ଦିନିଆ ଅନୁଗୁଳ ଜିଲ୍ଲା ଗସ୍ତ କାର୍ଯ୍ୟକ୍ରମ ରହିଛି |ଫେବୃଆରୀ 27 ତାରିଖ ଦିନ…

ସିଆଇଆଇ ସମ୍ବଲପୁର ଇନିସିଏଟିଭ’ର ଶୁଭାରମ୍ଭ କଲେ କେନ୍ଦ୍ରମନ୍ତ୍ରୀ

ସମ୍ବଲପୁର/ହୀରାକୁଦ: କୋଇଲା, ଉର୍ଜା, ଶିକ୍ଷାନୁଷ୍ଠାନ ଏବଂ ସମୃଦ୍ଧ ଟେକ୍ସଟାଇଲ ପରମ୍ପରାର ସମନ୍ୱୟରେ ସମ୍ବଲପୁର ନୂତନ ଭାରତର ବିକାଶ ଯାତ୍ରାରେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବା ସହ…

ଜନଗଣନା ଅଧିକାରୀଙ୍କ ସମୀକ୍ଷା ଓ ତାଲିମ କାର୍ଯ୍ୟକ୍ରମ ଅନୁଷ୍ଠିତ

ଅନୁଗୋଳ: ଆଜି ସ୍ଥାନୀୟ ଜିଲ୍ଲା ସମ୍ମିଳନୀ କକ୍ଷଠାରେ ୨୦୨୭ ଜନଗଣନା ନିମନ୍ତେ ଜିଲ୍ଲାସ୍ତରୀୟ ଜନଗଣନା ଅଧିକାରୀଙ୍କ ସମୀକ୍ଷା ଓ ତାଲିମ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଅତିରିକ୍ତ ଜିଲ୍ଲାପାଳ…

କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଅନୁଗୁଳ ଜିଲ୍ଲା ଗସ୍ତ

ଅନୁଗୋଳ: କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଫେବୃଆରୀ ୮ ତାରିଖ ଦିନ ଅନୁଗୁଳ ଜିଲ୍ଲା ଗସ୍ତ କରି ବିଭିନ୍ନ କାର୍ଯ୍ୟକ୍ରମ ରେ ଯୋଗଦେବେ। ହେଲିକାପ୍ଟର ଯୋଗେଁ ଦିନ 10ଟାରେ…

୨୦୩୬ ସୁଦ୍ଧା ଓଡ଼ିଶାର ଶିକ୍ଷା କ୍ଷେତ୍ରରେ ବୈପ୍ଳବିକ ପରିବର୍ତ୍ତନ ଆଣିବା ଲକ୍ଷ୍ୟ – ଧର୍ମେନ୍ଦ୍ର ପ୍ରଧାନ

ନୂଆଦିଲ୍ଲୀ/ଭୁବନେଶ୍ୱର: ଓଡ଼ିଶାରେ ଶିକ୍ଷା କ୍ଷେତ୍ରର ବିକାଶ ଏବଂ ଜାତୀୟ ଶିକ୍ଷା ନୀତିର ସଫଳ ରୂପାୟନ ନେଇ ଗୁରୁବାର କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏବଂ…

ବଡ଼ ଜୋରଡା ଶିଶୁମନ୍ଦିର ରେ ସପ୍ତଶକ୍ତି ସଙ୍ଗମ କାର୍ଯ୍ୟକ୍ରମ: କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ମା’ ସମ୍ବର୍ଦ୍ଧିତ

ଅନୁଗୋଳ: ବିଦ୍ୟାଭାରତୀ , ଅଖିଳ ଭାରତୀୟ ଶିକ୍ଷା ସଂସ୍ଥାନ ଙ୍କ ଯୋଜନା ଅନୁଯାୟୀ ଆମ୍ଭ ବିଦ୍ୟାଳୟରେ ୨ୟ ପଯ୍ୟାୟ” ସପ୍ତଶକ୍ତି ସଙ୍ଗମ କାର୍ଯ୍ୟକ୍ରମ” ଅନୁଷ୍ଠିତ ହୋଇଯାଇଛି ।…

କାଳନ୍ଦି ସାମଲ ସମ୍ବଲପୁର ଜିଲ୍ଲା ବିଜେପିର ନୂତନ ପ୍ରଭାରୀ, ବିଭିନ୍ନ ମହଲରୁ ସ୍ୱାଗତ

ତାଳଚେର: ଅନୁଗୁଳ ଜିଲ୍ଲାର ବରିଷ୍ଠ ବିଜେପି ନେତା ତଥା ବିଜେପି ର ରାଜ୍ୟ ସମ୍ପାଦକ କାଳନ୍ଦି ସାମଲ ଙ୍କୁ ସମ୍ବଲପୁର ଜିଲ୍ଲା ବିଜେପି ର ସାଙ୍ଗଠନିକ ପ୍ରଭାରୀ…

ସ୍ୱାଧୀନତା ଆନ୍ଦୋଳନରେ ସହିଦ ଓ ବିଶିଷ୍ଟ ବ୍ୟକ୍ତି ଙ୍କ ନାମରେ ଡାକ ଟିକଟ ପ୍ରଚଳନ ପାଇଁ ପାର୍ଲିଆମେଣ୍ଟ ରେ ଢେଙ୍କାନାଳ ସାଂସଦଙ୍କ ଦାବୀ

ଅନୁଗୁଳ: ଢେଙ୍କାନାଳ ସାଂସଦ ରୁଦ୍ର ନାରାୟଣ ପାଣି ଆଜି ଗୁରୁବାର ପାର୍ଲିଆମେଣ୍ଟ ରେ ସ୍ୱାଧୀନତା ସଂଗ୍ରାମରେ ସହିଦ ମାନଙ୍କ ନାମରେ ସ୍ମାରକୀ ଡାକ ଟିକଟ ପ୍ରଚଳନ ପାଇଁ…

ବିଜେପି ରାଜ୍ୟ ସମ୍ପାଦକ କାଳନ୍ଦି ସାମଲଙ୍କୁ ସମ୍ବର୍ଦ୍ଧନା

ତାଳଚେର : ବିଜେପି ରାଜ୍ୟ ପଦାଧିକାରୀ ଘୋଷଣା ହୋଇଛି। ବରିଷ୍ଠ ବିଜେପି ନେତା ତଥା ତାଳଚେର ବିଧାନସଭା ନେତା କାଳନ୍ଦି ସାମଲଙ୍କୁ ତୃତୀୟ ଥର ରାଜ୍ୟ ସମ୍ପାଦକ…