ଓଡିଶାAngul News: ବେଡ଼ରୁମରୁ ବିରାଟକାୟ ଅହିରାଜ ଉଦ୍ଧାର The Focuss NewsJune 2, 2025June 2, 2025 Advertisement ଅନୁଗୋଳ: ଟିକରପଡାର ହାତିବରୀ ଅଂଚଳର ପ୍ରମୋଦ ଗଡ଼ତିଆଙ୍କ ବେଡ଼ ରୁମ ରୁ ଶନିବାର ରାତି ପ୍ରାୟ ଆଠଟା ସମୟରେ ଏହି ୯ ଫୁଟିଆ ଅହିରାଜ ସାପ କୁ ଉଦ୍ଧାର କରି ଫରେଷ୍ଟର ରଞ୍ଜନ ଦେହୁରୀ ଓ ଫରେଷ୍ଟ ଗାର୍ଡ ସୁବ୍ରତ ପଣ୍ଡା ଙ୍କ ଉପସ୍ଥିତି ରେ ନିକଟସ୍ଥ ଜଙ୍ଗଲ ରେ ଛାଡିଛନ୍ତି ସର୍ପ ମିତ୍ର ଆଦିତ୍ୟ ବେହେରା।Advertisement
Angul News: ଜିନ୍ଦଲ ଫାଉଣ୍ଡେସନ ଦ୍ୱାରା ପାଲଲହଡ଼ାରେ ‘କିଶୋରୀ ଏକ୍ସପ୍ରେସ’ ଲୋକାର୍ପିତAdvertisement Angul News: ଜିନ୍ଦଲ ଷ୍ଟିଲ ଆଣ୍ଡ ପାୱାରର ଅଭିନ୍ନ ଅଙ୍ଗ ଜିନ୍ଦଲ ଫାଉଣ୍ଡେସନ ପକ୍ଷରୁ ୧୮ ତାରିଖରେ ଅନୁଗୁଳ ଜିଲ୍ଳା ପାଲଲହଡ଼ାରେ ଏହାର ଲୋକାଭିମୂଖୀ ପ୍ରକଳ୍ପ…
ଶହୀଦଙ୍କ ଉଦ୍ଦେଶ୍ୟରେ କ୍ୟାଣ୍ଡେଲ ଶୋଭାଯାତ୍ରାAdvertisement ଅନୁଗୋଳ: ତାମିଲନାଡ଼ୁର ନୀଳଗିରି ହୋଇଥିବା ବାୟୁସେନାର ବିମାନ ଦୁର୍ଘଟଣାରେ ଶହୀଦ ରାଣା ପ୍ରତାପ ଦାସଙ୍କ ଉଦେଶ୍ୟ ରେ କ୍ୟାଣ୍ଡେଲ ଶୋଭାଯାତ୍ରା ।ଅନୁଗୁଳ ସ୍ୱୟଂ ଶାସିତ ମହାବିଦ୍ୟାଳୟ…
ପୂର୍ବତଟ ରେଳପଥ ପକ୍ଷରୁ ଚଳିତ ବର୍ଷ ରଥ ଯାତ୍ରା ପାଇଁ ୩୧୫ ସ୍ୱତନ୍ତ୍ର ଟ୍ରେନ୍Advertisement ଭୁବନେଶ୍ୱର: ରେଳ ମନ୍ତ୍ରଣାଳୟ ୬ ଜୁଲାଇରୁ ୧୯ ଜୁଲାଇ ୨୦୨୪ ପର୍ଯ୍ୟନ୍ତ ତୀର୍ଥଯାତ୍ରୀମାନଙ୍କ ସୁବିଧାଜନକ ଯାତ୍ରା ପାଇଁ ପ୍ରଭୁ ଜଗନ୍ନାଥ ରଥ ଯାତ୍ରା ସମୟରେ ପୁରୀକୁ…