Spread the love

ଢେଙ୍କାନାଳ(ସୁବ୍ରତ ପଟ୍ଟନାୟନ): ଢ଼େଙ୍କାନାଳ ସଦର ଥାନ ଇନ୍ଦିପୁର ଗ୍ରାମ ପୋଖରୀ ରେ ଭାସୁଛି ତିନି ନବଜାତ ଙ୍କ ମୃତ ଦେହ।କୌଣସି ନର୍ସିଂ ହୋମ କିମ୍ବା ହସ୍ପିଟାଲ ଫିଙ୍ଗିଥିବା ସନ୍ଦେହ କରାଯାଉଛି। ରାତିରେ କେହି ଏଭଳି କାଣ୍ଡ କରିଥିବାର ଅନୁମାନ କରାଯାଉଛି।ଆଜି ସକାଳୁ ଲୋକ ମାନେ ପୋଖରୀରେ ଏଭଳି ତିନୋଟି ଶବ ଭାସୁଥିବା ର ଦେଖିବାକୁ ପାଇଥିଲେ।ଗତକାଲି ଭ୍ରୁଣ ହତ୍ୟା ଘଟଣାରେ ଜଗନ୍ନାଥ ହସ୍ପିଟାଲ ର ମାଲିକ ମାଲିକାଣୀ ଓ ଜଣେ ଡାକ୍ତର ଙ୍କୁ sdjm କୋର୍ଟ ତିନି ବର୍ଷ ଜେଲ ଦଣ୍ଡାଦେଶ ଶୁଣାଇଛନ୍ତି।ହୁଏତ କୌଣସି ହସ୍ପିଟାଲ କିମ୍ବା ନରସିଂହ ହୋମ ଏହି ଭୟରେ ଏଭଳି କାଣ୍ଡ କରିଥାଇ ପାରନ୍ତି ବୋଲି ସନ୍ଦେହ କରାଯାଉଛି।

Leave a Reply

Your email address will not be published. Required fields are marked *