Spread the love

ରାଇରଙ୍ଗପୁର (ଶ୍ୟାମଳେନ୍ଦୁ ପରିଡ଼ା): ରାଇରଂଗପୁର ସହର ଅଧିନସ୍ଥ ଇଚିଣ୍ଡା ରେ ବାସ କରୁଥିବା ଅମାୟିକ ବ୍ୟକ୍ତି ପ୍ରଭାକର ଦାସ ଙ୍କର ଏକାଅଶି ବୟସରେ ପରଲୋକ ହୋଇଯାଇଛି ।ସେ ଜଣେ ଭଦ୍ର ଓ ନମ୍ର ସ୍ବଭାବର ବ୍ୟକ୍ତି ଥିଲେ ାକୌଣସି କାରଣ ବସତଃ ଦେହ ଅସୁସ୍ଥ ହେବାରୁ ତାଙ୍କ ମୃତ୍ୟୁ ହୋଇଥିଲା ାତାଙ୍କର ମର ଶରୀର ଦେଖିବାପାଇଁ ରାଇରଙ୍ଗପୁର ର ମାନ୍ୟଗନ ବ୍ୟକ୍ତି ମାନେ ପହଂଚି ତାଙ୍କ ମର ଶରୀର କୁ ପୁଷ୍ପ ମାଲ୍ଲ ଦେଇ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ। ସେ ଜଣେ କର୍ତ୍ତବ୍ୟ ପରାୟଣ ଓ ଦାୟିତ୍ବବୋଧ ପାଇଁ ସମସ୍ତଙ୍କର ପ୍ରିୟଭାଜନ ହୋଇପାରିଥିଲେ ାସେ ଯେଉଁ ଲୋକମାନଙ୍କୁ ଦିଗ୍ ଦର୍ଶନ ଦେଇଯାଇଛନ୍ତି ,ରାଇରଂଗପୁର ଲୋକେ ତାହା ମନେ ପକାଉଛନ୍ତି। ସେ ଜଣେ ରାଇରଙ୍ଗପୁର ଉପଖଣ୍ଡ ଚିକିତ୍ସାଳୟର କ୍ରର୍ମତ୍ତା ରୂପେ କାମ କରି ରୋଗୀ ଠାରୁ ଅଫିସର ପ୍ରଜନ୍ତ ସମସ୍ତେ ଙ୍କ ସଙ୍ଗେ ମିଳିମିଶି କାମ ତୁଲାଇଥିଲେ। ତାଙ୍କ ଭଳି ସାହାଯ୍ୟ କାରି ଲୋକ ଇଚିଣ୍ଡାରେ ଆଉ ଦେଖିବାକୁ ମିଳିବ ନାହିଁ।

Leave a reply

  • Default Comments (0)
  • Facebook Comments

Your email address will not be published. Required fields are marked *