Tag: today odisha news

Dharmendra Pradhan: ଡିସେମ୍ବର ୩ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ତାଳଚେର ଗସ୍ତ,ବିଜେପି ର ବ୍ୟାପକ ପ୍ରସ୍ତୁତି

Angul News: ତାଳଚେର: କେନ୍ଦ୍ର ଶିକ୍ଷା ଦକ୍ଷତା ବିକାଶ ଓ ଉଦ୍ୟମିତା ବିଭାଗ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଆସନ୍ତା ଡିସେମ୍ବର ୩ ତାରିଖରେ ତାଳଚେର ଗସ୍ତ କାର୍ଯ୍ୟକ୍ରମ ରହିଛି।ବ୍ରହ୍ମଲୀନ ପୂଜ୍ୟ ସ୍ୱାମୀ ଲକ୍ଷ୍ମଣାନନ୍ଦ ସରସ୍ୱତୀ ଙ୍କର ପ୍ରତିମୂର୍ତ୍ତି ତାଙ୍କର ନିଜ ଗ୍ରାମ…

Odisha News: ଅନୁଗୋଳରେ ଦଳୀୟ ସଂଗଠନ ଆହୁରି ସୁଦୃଢ଼ ହେବ: ଧର୍ମେନ୍ଦ୍ର ପ୍ରଧାନ

Odisha News: ନୂଆଦିଲ୍ଲୀ: କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଉପସ୍ଥିତିରେ ତାଙ୍କ ନୂଆଦିଲ୍ଲୀ ସ୍ଥିତ ବାସଭବନରେ ଅନୁଗୋଳ ବିଧାନସଭା ନିର୍ବାଚନମଣ୍ଡଳୀର ୨ ନମ୍ବର ଜୋନର ପୋକତୁଙ୍ଗା ପଞ୍ଚାୟତର ବରିଷ୍ଠ କଂଗ୍ରେସ ନେତା ଫକୀର ମୋହନ ପ୍ରଧାନଙ୍କ ସମେତ ଅନେକ କଂଗ୍ରେସ ଓ ବିଜେଡ଼ି…

୩୮ତମ ବୋଇତ ବନ୍ଦାଣ ମହୋତ୍ସବ ଉଦଘାଟିତ

ଅନୁଗୁଳ: ଅନୁଗୁଳର ଅଗ୍ରଣୀ ସେବା ଓ ସାଂସ୍କୃତିକ ଅନୁଷ୍ଠାନ କଳାକାର ଦ୍ଵାରା ସଭାଘରଠାରେ ଦୁଇଦିନିଆ ବୋଇତ ବନ୍ଦାଣ ମହୋତ୍ସବ ଓ ରାଜ୍ୟ ସ୍ତରୀୟ ପ୍ରତିଯୋଗିତା ଉଦଘାଟନ ହୋଇଯାଇଛି।ରବିବାର ପୂର୍ବାହ୍ନ ରେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀଯୁକ୍ତ ଉଦୟ କୁମାର ମହାପାତ୍ର ମୁଖ୍ୟ ଅତିଥି,ଜିଲ୍ଲା…

Angul News: ଚକବନ୍ଦୀ ରେକର୍ଡକୁ ଉଚ୍ଛେଦ ଦାବିରେ ବିଶାଳ ଗଣ ବିକ୍ଷୋଭ

Angul News: ଅନୁଗୁଳ: ଚାଷୀ ସୁରକ୍ଷା କମିଟି, ଅନୁଗୁଳ ଆନୁକୂଲ୍ୟରେ ଚକବନ୍ଦୀ କାର୍ଯ୍ୟକ୍ରମକୁ ବିରୋଧ କରି ୯୨ଖଣ୍ଡ ରାଜସ୍ୱ ମୌଜାର ଦଖଲରେ ନଥିବା ଚକବନ୍ଦୀ ରେକର୍ଡକୁ ଉଚ୍ଛେଦ କରିବା ଏବଂ ଚକବନ୍ଦୀ ଉଚ୍ଛେଦ ପର୍ଯ୍ୟନ୍ତ ଚକବନ୍ଦୀ ମୌଜାର ଜମି ଖରିଦ୍ ବିକ୍ରି…

angul news: ଦୁର୍ନୀତି, ଭ୍ରଷ୍ଟାଚାର ଓ ବ୍ୟଭିଚାର ବିରୁଦ୍ଧରେ ନଭେମ୍ବର ୧୬ ରୁ ୧୮ ଅନୁଗୁଳ ଜିଲ୍ଲାର ସମସ୍ତ ୮ଟି ବ୍ଲକ ଘେରିବ ବିଜେପି

angul news ଅନୁଗୁଳ: ଅନୁଗୁଳ ଜିଲ୍ଲାରେ ଦୁର୍ନୀତି ଚରମ ସୀମାରେ ପହଂଚିଛି,ସବୁ କାର୍ଯ୍ୟାଳୟରେ ଦୁର୍ନୀତି ,ବିନା ଲାଞ୍ଚ ରେ କାମ ହେଉନି ସବୁ କାର୍ଯ୍ୟରେ ୫୦% ପିସି ,ଦୁର୍ନୀତି ର ଗନ୍ତାଘର ସାଜିଛି ବ୍ଲକ କାର୍ଯ୍ୟାଳୟ, ବୋଲି ବିଜେପି ଜିଲ୍ଲା ସଭାପତି…

Angul News: ରାଷ୍ଟ୍ରିୟ ଏକତା ଦିବସ ଗଣଦୌଡ଼ରେ ସାମିଲ ହେଲେ ମୃଦୁଳା ପ୍ରଧାନ

Angul News: ଅନୁଗୋଳ ସର୍ଦାର ବଲଃଭ ଭାଇ ପଟେଲ ଙ୍କ ଜନ୍ମ ତିଥି ତଥା ରାଷ୍ଟ୍ରିୟ ଏକତା ଦିବସ ଅବସରରେ ତାଳଚେର ଠାରେ ଏକ ଭାରତ ଶ୍ରେଷ୍ଠ ଭାରତ ଉଦ୍ୟଷ୍ୟରେ ଆୟୋଜିତ ଗଣ ଦୌଡ଼ କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଭାବେ…

ସାଧୁ ମାନଙ୍କର ଆତ୍ମା ବିଲୀନ ହୁଏ ନାହିଁ, ସମାଜକୁ ମାର୍ଗଦର୍ଶନ ଦେବା ପାଇଁ ସେମାନେ ପୁର୍ନଜନ୍ମ ନିଅନ୍ତି: ଧର୍ମେନ୍ଦ୍ର ପ୍ରଧାନ

ଅଙ୍ଗାରବନ୍ଧ: ସାଧୁ ମାନଙ୍କର ଆତ୍ମାର ବିଲୀନ ହୁଏ ନାହିଁ । ବିଦ୍ୟାଧର ବାବାଙ୍କ ଭଳି ପୂଜ୍ୟ ସାଧୁ ସନ୍ଥମାନେ ସମାଜକୁ ମାର୍ଗଦର୍ଶନ ଦେବା ପାଇଁ ଧରାପୃଷ୍ଠରେ ପୁନର୍ବାର ଜନ୍ମ ନିଅନ୍ତି ବୋଲି ବିଶ୍ୱାସ ରହିଛି । ଶନିବାର ଅନୁଗୋଳ ଜିଲ୍ଲା ଅଙ୍ଗାରବନ୍ଧ…

Angul News: ଅନୁଗୋଳରେ ବିଭିନ୍ନ ପୂଜା ମଣ୍ଡପ ବୁଲିଲେ କେନ୍ଦ୍ରମନ୍ତ୍ରୀ, ଶକ୍ତି, ମାୟା ଓ ପ୍ରକୃତିର ପ୍ରତୀକ ମା’ ଦୁର୍ଗା: ଧର୍ମେନ୍ଦ୍ର ପ୍ରଧାନ

Angul News: ଅନୁଗୋଳ: ପବିତ୍ର ସପ୍ତମୀ ଅବସରରେ କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଏବଂ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ (Dharmendra Pradhan) ଶନିବାର ଗୃହ ଜିଲ୍ଲା ଅନୁଗୋଳର ବିଭିନ୍ନ ସ୍ଥାନରେ ଦୁର୍ଗାପୂଜା ମଣ୍ଡପ ବୁଲିବା ସହ ପୂଜା କମିଟି ପକ୍ଷରୁ…

angul news : ଅନୁଗୁଳ ଜିଲ୍ଲାଗ୍ରାମ ପଂଚାୟତ ସ୍ତରୀୟ ମହାସଂଘ କାର୍ଯ୍ୟକାରିଣୀ ସଭ୍ୟା ମାନଙ୍କ ସଂଘ ଗଠିତ

Angul News: ଅନୁଗୁଳ: ଅନୁଗୁଳର ହୋଟେଲ ସ୍ବଦେଶୀ ଠାରେ ଜିଲ୍ଲା ଗ୍ରାମ ପଞ୍ଚାୟତ ସ୍ତରୀୟ ମହାସଂଘ କାର୍ଯ୍ୟକାରିଣୀ ସଭ୍ୟାମାନଙ୍କର ସଂଘ ଗଠନ କରାଯାଇଛି।ଅନୁଗୁଳ ଜିଲ୍ଲାର ଜଣା ଶୁଣା ସମାଜସେବୀ ପ୍ରତିମା ମିଶ୍ର ଙ୍କ ସଭାପତିତ୍ୱ ରେ ଜିଲ୍ଲାର ୫୦୦ରୁ ଉର୍ଦ୍ଧ୍ବ କାର୍ଯ୍ୟକାରିଣୀ…

ଉତ୍କଳମଣି ଗୋପବନ୍ଧୁ ଦାସଙ୍କ ଜୟନ୍ତୀ ଉପଲକ୍ଷେ ଡି.ଏସ୍.ଓ. ଏବଂ ଡି.ୱାଇ.ଓ. ପକ୍ଷରୁ ଗଭୀର ଶ୍ରଦ୍ଧାଞ୍ଜଳି

Angul News: ଅନୁଗୁଳ: ମହାନ୍ ମାନବତାବାଦୀ, କବି ଉକ୍ରଳମଣି ଗୋପବନ୍ଧୁ ଦାସଙ୍କ ଜୟନ୍ତୀ ଉପଲକ୍ଷେ ଛାତ୍ର ସଂଗଠନ ଡି.ଏସ୍.ଓ. ଏବଂ ଯୁବ ସଂଗଠନ ଡି.ୱାଇ.ଓ. ପକ୍ଷରୁ ଗଭୀର ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଇଛି । ପୂର୍ବାହ୍ନରେ ଅନୁଗୁଳ ପୌରାଞ୍ଚଳ ଅନ୍ତର୍ଗତ ଗୋପବନ୍ଧୁ ପାର୍କରେ…