Tag: the Focuss

Angul Khabar: ଜିନ୍ଦଲ ‘ଆଶା’ ପକ୍ଷରୁ ସ୍ପେଶାଲ ଅଲିମ୍ପିକ୍ସ କ୍ରୀଡା ପ୍ରଶିକ୍ଷଣ

Angul Khabar: ଅନୁଗୁଳ: ଜିନ୍ଦଲ ଫାଉଣ୍ଡେସନର ଅଭିନ୍ନ ଅଙ୍ଗ ଜିନ୍ଦଲ ‘ଆଶା’ ପକ୍ଷରୁ ସ୍ପେଶାଲ ଅଲିମ୍ପିକ୍ସ କ୍ରୀଡା ଉପରେ ଏକ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ନଭେମ୍ବର 11 ଓ 12 ଦୁଇ ଦିନ ଧରି ଅନୁଗୁଳର ଜିନ୍ଦଲ ‘ଆଶା’ ପରିସରରେ…

Angul News: କଳାକାରର 39ତମ ବୋଇତ ବନ୍ଦାଣ ମହୋତ୍ସବ ଉଦଘାଟିତ

Angul News: ଅନୁଗୁଳ: ଅଗ୍ରଣୀ ସେବା ଓ ସାଂସ୍କୃତିକ ଅନୁଷ୍ଠାନ କଳାକାର ଦ୍ୱାରା ସ୍ଥାନୀୟ ସଭାଘର ଠାରେ 39ତମ ବୋଇତ ବନ୍ଦାଣ ମହୋତ୍ସବ ଓ ରାଜ୍ୟସ୍ତରୀୟ ପ୍ରତିଯୋଗିତା ଉଦଘାଟିତ ହୋଇ ଯାଇଛି | ଜିଲ୍ଲା ଓକିଲ ସଙ୍ଘ ସଭାପତି ଦିଲୀପ ସାହୁ…

angul news: ବିଜେପିର ସଂଗଠନ ପର୍ବ ପାଇଁ ସମୀକ୍ଷା ବୈଠକ

angul news: ତାଳଚେର : ତାଳଚେର ରେ ବିଜେପି ର ସଂଗଠନ ପର୍ବ ତଥା ସଦସ୍ୟତା, ସକ୍ରିୟ ସଦସ୍ୟ ଏବଂ ଦଳୀୟ ନିର୍ବାଚନ ଉପରେ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି |ବରିଷ୍ଠ ବିଜେପି ନେତା ତଥା ତାଳଚେର ବିଧାନସଭା ନେତା କାଳନ୍ଦି…

Angul News: ଜିଲ୍ଲାସ୍ତରୀୟ ପ୍ରାଣୀ ସମ୍ପଦ ମେଳା ଉଦଘାଟିତ

Angul News: ଅନୁଗୋଳ ୦୮.୧୧: ଆଜି ପୂର୍ବାହ୍ନରେ ସ୍ଥାନୀୟ ବିଜୁ ମଇଦାନ ଠାରେ ଜିଲ୍ଲାସ୍ତରୀୟ ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ମେଳା ଉଦଘାଟିତ ହୋଇଯାଇଛି। ମାନ୍ୟବର ଢେଙ୍କାନାଳ ସାଂସଦ ଶ୍ରୀ ରୁଦ୍ର ନାରାୟଣ ପାଣି ମୁଖ୍ୟ ଅତିଥି ଭାବେ ଯୋଗଦେଇ ଏହି…

Angul News: ଭାରତୀୟ ବଧିର କ୍ରିକେଟ୍ ଦଳକୁ ମନୋନୀତ ସନ୍ତୋଷ ମହାପାତ୍ର ଙ୍କୁ ଶୁଭେଚ୍ଛା ଜଣାଇଲେ ବିଜେପି ନେତା

Angul News: ତାଳଚେର: ତାଳଚେର ତଥା ଓଡିଶା ପ୍ରଦେଶ ପାଇଁ ଗର୍ବ ଓ ଗୌରବ ଆଣିଛନ୍ତି ସନ୍ତୋଷ ମହାପାତ୍ର। ଭାରତୀୟ ବଧିର କ୍ରିକେଟ ଦଳକୁ ମନୋନୀତ ହୋଇଛନ୍ତି ତାଳଚେର ଅଂଚଳ ର ସନ୍ତୋଷ କୁମାର ମହାପାତ୍ର। ନୂଆଦିଲ୍ଲୀରେ ଶ୍ରୀଲଙ୍କା ବିପକ୍ଷରେ ଦିନିକିଆ…

Angul News: ଢେଙ୍କାନାଳ ଲୋକସଭା କ୍ଷେତ୍ରର ବିଭିନ୍ନ ସମସ୍ୟା ନେଇ ଦିଲ୍ଲୀ ଗଲେ ସାଂସଦ ରୁଦ୍ର ନାରାୟଣ ପାଣି

Angul News: ଅନୁଗୁଳ: ଢେଙ୍କାନାଳ ସାଂସଦ ରୁଦ୍ର ନାରାୟଣ ପାଣି ଆଜି ଶନିବାର ସକାଳେ ଦିନ 10 ଟାରେ ଅନୁଗୁଳ ଷ୍ଟେସନ ଠାରୁ ରାଜଧାନୀ ଏକ୍ସପ୍ରେସ ଯୋଗେ ଦିଲ୍ଲୀ ଯାତ୍ରା କରିଛନ୍ତି |ଅନୁଗୁଳ ଷ୍ଟେସନ ଠାରେ ବିଜେପି ଜିଲ୍ଲା ସଭାପତି ଦିଲେଶ୍ଵର…

Angul Khabar: ହୋମଗାର୍ଡ ଙ୍କ ପକ୍ଷରୁ ରାଜ୍ୟ ଉପଦେଷ୍ଟା ଙ୍କୁ ସମ୍ବର୍ଦ୍ଧନା

Angul Khabar: ତାଳଚେର : ଓଡିଶାରେ ୧୭ ହଜାରରୁ ଊର୍ଦ୍ଧ୍ୱ ହୋମଗାର୍ଡ କାର୍ଯ୍ୟରତ। ଦୀର୍ଘ ୨୪ ବର୍ଷ ଧରି ନିଜର ନ୍ୟାର୍ଯ୍ୟ ଅଧିକାର ପାଇଁ ସେମାନେ ଲଢ଼ି ଆସିଛନ୍ତି, ପୋଲିସ ଭଳି ସବୁ କାର୍ଯ୍ୟ କରୁଥିଲେ ମଧ୍ୟ ପୋଲିସ ଭଳି ଦରମା…

Dharmendra Pradhan: ଓଡ଼ିଶାରେ ନୂଆ ରେଳ ପ୍ରକଳ୍ପ ଯାତ୍ରୀ ସୁବିଧା, ପର୍ଯ୍ୟଟନ ସମେତ ବ୍ୟବସାୟକୁ ବଡ ଗତି ଦେବ – ଧର୍ମେନ୍ଦ୍ର ପ୍ରଧାନ

Dharmendra Pradhan: ନୂଆଦିଲ୍ଲୀ/ଭୁବନେଶ୍ୱର: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ବୁଧବାର ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ୍ ବୈଠକରେ ମଞ୍ଜୁର ହୋଇଥିବା ଓଡ଼ିଶାର ରେଳ ପ୍ରକଳ୍ପ ସମେତ ଅନ୍ୟାନ୍ୟ ପ୍ରକଳ୍ପ ତଥା ବିଭିନ୍ନ ପଦକ୍ଷେପକୁ ସ୍ୱାଗତ କରିଛନ୍ତି କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ…

ଅନୁଗୋଳରେ ଭାରତୀୟ ମଜଦୁର ସଂଘ ଦ୍ୱାରା ରାଷ୍ଟ୍ରୀୟ ପର୍ଯ୍ୟାବରଣ ଦିବସ ପାଳିତ

Angul News: ଆଜି ଭାରତୀୟ ମଜଦୂର ସଂଘ ସହବନ୍ଧିତ ପର୍ଯ୍ୟବରଣ ମଂଚ,ଅନୁଗୁଳ ଜିଲ୍ଲା ତରଫରୁ ସ୍ଥାନୀୟ ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର,ଡେରା ପ୍ରାଙ୍ଗଣରେ ଅନୁଷ୍ଠିତ ହୋଇ ଯାଇଛି ।ଏହି ଅବସରରେ ମୁଖ୍ୟ ଅତିଥି ରୂପେ ତାଳଚେର ଉପ ଜିଲ୍ଲାପାଳ ଶ୍ରୀ ମନୋଜ…

Angul News: ନୂତନ ଛାତ୍ରଛାତ୍ରୀଙ୍କୁ ସ୍ବାଗତ କଲା ପିଏମଆଇଟି

Angul News: ଅନୁଗୁଳ ଜିଲ୍ଲା ତାଳଚେରସ୍ଥିତ ପବିତ୍ରମୋହନ ପ୍ରଧାନ ଇନଷ୍ଟିଚ୍ୟୁଟ ଅଫ ଟେକ୍ନୋଲୋଜି ଠାରେ ନୂତନ ଛାତ୍ରଛାତ୍ରୀ ଙ୍କ ସ୍ୱାଗତ ସମ୍ବର୍ଦ୍ଧନା କାର୍ଯ୍ୟକ୍ରମ ଇନଷ୍ଟିଚ୍ୟୁଟ ର ସଭାଘର ପରିସର ରେ ଅନୁଷ୍ଠିତ ହୋଇଯାଇଛି । ପ୍ରତିବର୍ଷ ଭଳି ଚଳିତ ବର୍ଷ ମଧ୍ୟ…