Angul News: ଶିଶୁ ମନ୍ଦିର ଏକ ସାମାଜିକ ଆଦର୍ଶ ଚେତନା କେନ୍ଦ୍ର ସହ ମଣିଷ ତିଆରି କାରଖାନା: ରୁଦ୍ର ନାରାୟଣ ପାଣି
Angul News: ତାଳଚେର: ମଙ୍ଗଳବାର ଦିନ ଅପରାହ୍ନ ସାଢେ ୩ଟାରେ ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିର ପରିସରରେ ୨୩ତମ ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି।ଉକ୍ତ ଉତ୍ସବରେ ମୁଖ୍ୟଅତିଥି ଭାବରେ ସାଂସଦ ରୁଦ୍ରପାଣି ମୁଖ୍ୟବକ୍ତା ଭାବରେ ବିଦ୍ୟାଭାରତୀ ଅଖିଳ ଭାରତୀୟ ଶିକ୍ଷା ସଂସ୍ଥାନର ପୂର୍ବକ୍ଷେତ୍ରର…