ରାଇରଂଗପୁର ରେ ଛଟ୍ ପୂଜା ପାଳିତ
ରାଇରଙ୍ଗପୁର (ଶ୍ୟାମଳେନ୍ଦୁ ପରିଡ଼ା): ଛଟ୍ ପୂଜା କାର୍ତ୍ତିକ ମାସ ଶୁକ୍ଲ ପକ୍ଷ ଷଷ୍ଠୀ ତିଥୀ ଅର୍ଥାତ୍ କାଳୀପୂଜାର ଛଅଦିନ ପରେ ପୂଜାର୍ଚ୍ଚନା କରାଯାଇଥାଏ ାଏଥିରେ ସୂର୍ଯ୍ୟ ଉପାସନା ବୈଶିଷ୍ଠ ଅଟେ ାଏହା ହିନ୍ଦୁ ମାନଙ୍କର ଲୋକ ପର୍ବ ଯାହାକି ଓଡିଶା,ଝାଡଖଣ୍ଡ,ପଶ୍ଚିମ ବଂଗାଳ,ବିହାର,ଉତ୍ତର…