Tag: odisha news today

ବ୍ରିଟିଶ ସମୟରୁ ତାଳଚେର ସମୃଦ୍ଧ ଏବଂ ସମ୍ପନ୍ନ ଅଞ୍ଚଳ ଭାବେ ପରିଚିତ – ଧର୍ମେନ୍ଦ୍ର ପ୍ରଧାନ

ତାଳଚେର: ଓଡ଼ିଶାର ଅବିଭକ୍ତ ଢେଙ୍କାନାଳ ଜିଲ୍ଲା ତଥା ବର୍ତ୍ତମାନର ଅନୁଗୋଳ ଜିଲ୍ଲାର ତାଳଚେର ଗୋଟିଏ ବିଭବଶାଳୀ ଅଞ୍ଚଳ । ବିଗତ ବ୍ରିଟିଶ ସମୟରୁ ଆମ ତାଳଚେର ସମୃଦ୍ଧ ଏବଂ ସମ୍ପନ୍ନ ଅଞ୍ଚଳ ଭାବେ ପରିଚିତ । ଏହି ଅଞ୍ଚଳରେ ସ୍କୁଲ ଶିକ୍ଷା…

ମେ 23ରେ ତାଳଚେରରେ କେନ୍ଦ୍ରୀୟ ବିଦ୍ୟାଳୟର ଉଦଘାଟନ ସହ ପରାକ୍ରମ ଶୋଭାଯାତ୍ରାରେ ଯୋଗଦେବେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

ତାଳଚେର : ତାଳଚେରବାସୀଙ୍କର ବହୁ ଦିନର ଆଶା ପୂରଣ ହେବା ପାଇଁ ଯାଉଛି, ଆସନ୍ତା ମେ 23 ଶୁକ୍ରବାର କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ତାଳଚେରରେ ଆଉ ଗୋଟିଏ କେନ୍ଦ୍ରୀୟ ବିଦ୍ୟାଳୟର ଉଦଘାଟନ କରିବେ। ତାଳଚେର ପୁରୁଣା ଯୁବରାଜ ହାଇସ୍କୁଲଠାରେ କେନ୍ଦ୍ରୀୟ ବିଦ୍ୟାଳୟର…

ଅପରେସନ ସିନ୍ଦୁର’ର ସଫଳତାକୁ ସମ୍ମାନ; ନବୀନ ଜିନ୍ଦଲଙ୍କ ନେତୃତ୍ୱରେ ତ୍ରିରଙ୍ଗା ଯାତ୍ରା

ଅନୁଗୁଳ: ଆତଙ୍କବାଦ ବିରୋଧରେ ଭାରତୀୟ ସେନାର ଅଦମ୍ୟ ସାହସ, ପରାକ୍ରମର ନିଦର୍ଶନ ତଥା ନିର୍ଣ୍ଣାୟକ ଲଢ଼େଇ ଅପରେସନ ସିନ୍ଦୁରର ସଫଳତାକୁ ସମ୍ମାନ ଜଣାଇବା ଉଦ୍ଦେଶ୍ୟରେ ଜିନ୍ଦଲ ଷ୍ଟିଲ ଏଣ୍ଡ ପାଓ୍ୱାର (ଜେଏସପି) ପକ୍ଷରୁ ଅନୁଗୁଳ ପ୍ଲାଣ୍ଟ ପରିସରରେ ଏକ ତ୍ରିରଙ୍ଗା ଯାତ୍ରାର…

ଅନୁଗୋଳ ଜିଲ୍ଲା କଂଗ୍ରେସ ପକ୍ଷରୁ ‘ଅପରେସନ ସନ୍ଦୂର’ ସହୀଦମାନଙ୍କୁ ଶ୍ରଦ୍ଧାଞ୍ଜଳି

ଅନୁଗୋଳ: ଗତକାଲି ସନ୍ଧ୍ୟାରେ ଅନୁଗୋଳ ଜିଲ୍ଲା କଂଗ୍ରେସ କମିଟି ପକ୍ଷରୁ ସ୍ଥାନୀୟ ଶୈଳଶ୍ରୀ କ୍ଷେତ୍ର ଜଗନ୍ନାଥ ମନ୍ଦିର ସମ୍ମୁଖରେ ଅପରେଶନ ସିନ୍ଦୂରରେ ସହୀଦ ହୋଇ ଯାଇଥିବା ବୀର ଜବାନଙ୍କ ଉଦ୍ଦେଶ୍ୟରେ ସେମାନଙ୍କ ବୀରତ୍ୱ ଓ ବଳିଦାନର ସମ୍ମାନ ଜଣାଇ ଜିଲ୍ଲା କଂଗ୍ରେସ…

ଶ୍ରମକୋଡ୍ ବାତିଲ ଦାବିରେ କେନ୍ଦ୍ରୀୟ ଶ୍ରମିକ ସଂଗଠନ ମିଳିତ ମଞ୍ଚ ପକ୍ଷରୁ ୨୦ମେ’ରେ ଜିଲ୍ଲାପାଳଙ୍କ ଅଫିସ୍ ସମ୍ମୁଖରେ ଶ୍ରମିକ ବିକ୍ଷୋଭ

ଅନୁଗୁଳ: କେନ୍ଦ୍ର ବିଜେପି ସରକାର ଦ୍ୱାରା ଶ୍ରମିକ ଶ୍ରେଣୀର କଷ୍ଟାର୍ଜିତ ୨୯ଟି ଶ୍ରମ ଆଇନ୍କୁ ଉଚ୍ଛେଦ କରି ପ୍ରଣୟନ କରାଯାଇଥିବା ଶ୍ରମିକ ବିରୋଧୀ ଓ କର୍ପୋରେଟ୍ ସପକ୍ଷବାଦୀ ୪ଟି ଶ୍ରମକୋଡ୍କୁ ବାତିଲ କରିବା, ନାଲକୋ, ଏନ୍.ଟି.ପି.ସି., ଏମ୍.ସି.ଏଲ୍ ଭଳି ରାଷ୍ଟ୍ରାୟତ୍ତ ଉଦ୍ୟୋଗ…

Angul News: ସୁଭଦ୍ରା ପରିବାର ଙ୍କୁ ଭେଟିଲେ ସାଂସଦ ରୁଦ୍ର ନାରାୟଣ ପାଣି

ତାଳଚେର /କଣିହାଁ : ଅନୁଗୁଳ ଜିଲ୍ଲା କଣିହାଁ ବ୍ଲଜ ଲୋଧାଝରି ଗ୍ରାମର ଝିଅ ସୁଭଦ୍ରା ର ବିଭତ୍ସ ହତ୍ୟା ଘଟଣା ସମଗ୍ର ଅଞ୍ଚଳ ରେ ଆଲୋଡନ ସୃଷ୍ଟି କରିଛି |ଆଜି ବୁଧବାର ଢେଙ୍କାନାଳ ସାଂସଦ ରୁଦ୍ର ନାରାୟଣ ପାଣି ସୁଭଦ୍ରା ପରିବାର…

ସୁଭଦ୍ରା ଅପହରଣ ଓ ହତ୍ୟା ଘଟଣା: ଅନୁଗୁଳରେ ମହିଳା-ଯୁବ-ଛାତ୍ର ସଂଗଠନର ବିକ୍ଷୋଭ

ଅନୁଗୁଳ: କଣିହାଁ ବ୍ଲକ ଲୁଧାଝରି ଗାଁର ସୁଭଦ୍ରା ନାମ୍ନୀ ଯୁବତୀଙ୍କ ବିଭତ୍ସ ହତ୍ୟାକାଣ୍ଡ ଘଟଣା ଜନସାଧାରଣଙ୍କ ହୃଦୟତନ୍ତ୍ରୀକୁ ଦୋହଲାଇ ଦେଇଥିବାବେଳେ ଅପରାଧିମାନଙ୍କୁ ତୁରନ୍ତ ଗିରଫ କରି କଠୋରରୁ କଠୋରତମ ଦଣ୍ଡବିଧାନ କରିବା, ଶିଶୁ କନ୍ୟା, ଛାତ୍ରୀ, ଯୁବତୀ ସର୍ବୋପରି ମହିଳା ମାନଙ୍କ…

Angul News: ୱାକଫ ସୁଧାର ଜନଜାଗରଣ ଅଭିଯାନ କର୍ମଶାଳା

Angul News: ଅନୁଗୁଳ: ଅନୁଗୁଳ ଜିଲ୍ଲା ବିଜେପି କାର୍ଯ୍ୟାଳୟ ରେ ୱାକଫ ସୁଧାର ଜନ ଜାଗରଣ ଅଭିଯାନ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି। କେନ୍ଦ୍ର ଓ ରାଜ୍ୟ ବିଜେପିର ନିଷ୍ପତ୍ତି କ୍ରମେ ସମସ୍ତ ଜିଲ୍ଲାରେ ୱାକଫ ଆଇନ ସଂଶୋଧନ ଉପରେ କର୍ମଶାଳାମାନ କରାଯାଇ…

ହିଙ୍ଗୁଳା ଠାକୁରାଣୀ ଙ୍କୁ ଦର୍ଶନ କଲେ ନୂତନ ବିଜେପି ଜିଲ୍ଲା ସଭାପତି ,ତାଳଚେର ନିର୍ବାଚନ ମଣ୍ଡଳୀ ବିଜେପି ପକ୍ଷରୁ ସମ୍ବର୍ଦ୍ଧନା

ତାଳଚେର : ବିଜେପି ନୂତନ ଜିଲ୍ଲା ସଭାପତି ଭାବେ ଯଯାତି ପଟ୍ଟନାୟକ ଦାୟିତ୍ୱ ଗ୍ରହଣ କରିଛନ୍ତି |ଆଜି ଗୁରୁବାର ଶ୍ରୀଯୁକ୍ତ ପଟ୍ଟନାୟକ ତାଳଚେର ର ଅଧିଷ୍ଠାତ୍ରୀ ଦେବୀ ଜଗତ ଜନନୀ ମା ହିଙ୍ଗୁଳା ଠାକୁରାଣୀ ଙ୍କୁ ଦର୍ଶନ କରି ପୂଜାର୍ଚନା କରିଛନ୍ତି…

Angul News: ଇଣ୍ଡୋ ପାକ୍ ଯୁଦ୍ଧରେ ସହିଦ୍ ସୁଧାକର ବେହେରାଙ୍କ ଧର୍ମପତ୍ନୀ ଉମାଦେବୀଙ୍କୁ ମୁକ୍ତିଯୁଦ୍ଧ ସମ୍ମାନରେ ସମ୍ମାନିତ

Angul News: ତାଳଚେର: ଦୀର୍ଘ ୫୪ ବର୍ଷ ପରେ ମଧ୍ୟ ଆଜି ପ୍ରମାଣିତ ହୋଇଛି ଯେ ସୈନିକ ର ବଳିଦାନ କେବେ ବୃଥା ଯାଇନଥାଏ ।ତାହା ପୁଣି ନିଜ ମାତୃଭୂମି ପାଇଁ ହେଉ ଅବା ପଡୋଶୀ ଦେଶକୁ ଆଜାଦ୍ କରିବାରେ ଯଦି…