Tag: Odisha News

ଜସ୍ମିନ୍ ସେଠଙ୍କ ହତ୍ୟାକରୀଙ୍କୁ ଗିରଫ କରିବା ନିମନ୍ତେ ଡିଆଇଜିଙ୍କୁ ଦାବିପତ୍ର ପ୍ରଦାନ

ଅନୁଗୁଳ: ଆଜକୁ ପ୍ରାୟ ଦୀର୍ଘ ୨ମାସ ତଳେ ଗତ ସେପ୍ଟେମ୍ବର ୬ ତାରିଖରେ ନିଖୋଜ ହୋଇ ତାପରଦିନ ୭ ତାରିଖ ସକାଳେ ଘର ପଛପାଖ ନାଳରୁ ୧୧ବର୍ଷର ଛାତ୍ରୀ ଜସ୍ମିନ୍ ସେଠଙ୍କ ମୃତ ଦେହ ମିଳିଥିବା ବେଳେ ହତ୍ୟାକାରୀମାନେ ଏପର୍ଯ୍ୟନ୍ତ ଗିରଫ…

ବିଜେପି ରାଜ୍ୟ ସମ୍ପାଦକ କାଳନ୍ଦି ସାମଲଙ୍କୁ ସମ୍ବର୍ଦ୍ଧନା

ତାଳଚେର : ବିଜେପି ରାଜ୍ୟ ପଦାଧିକାରୀ ଘୋଷଣା ହୋଇଛି। ବରିଷ୍ଠ ବିଜେପି ନେତା ତଥା ତାଳଚେର ବିଧାନସଭା ନେତା କାଳନ୍ଦି ସାମଲଙ୍କୁ ତୃତୀୟ ଥର ରାଜ୍ୟ ସମ୍ପାଦକ ଦାୟିତ୍ୱ ଦିଆଯାଇଛି। ରାଜ୍ୟ ସମ୍ପାଦକ କାଳନ୍ଦି ସାମଲଙ୍କୁ ଆଜି ରବିବାର ତାଳଚେରରେ ବିଜେପି…

ଜିଲ୍ଲାର ବିଭିନ୍ନ ପୌରାଞ୍ଚଳ ର ସମସ୍ୟା ନେଇ ନଗର ଉର୍ନ୍ନୟନ ମନ୍ତ୍ରୀ ଙ୍କୁ ଭେଟିଲେ ବିଜେପି ଜିଲ୍ଲା ସଭାପତି

ଅନୁଗୁଳ : ଅନୁଗୁଳ ଜିଲ୍ଲାର ପୌରାଞ୍ଚଳ ରେ ବିଭିନ୍ନ ସମସ୍ୟା ଲାଗି ରହିଛି |ତାଳଚେର, ଅନୁଗୁଳ ଓ ଆଠମଲ୍ଲିକ ପୌର ପରିଷଦ ର ବିଭିନ୍ନ ଉର୍ଣ୍ଣୟନ ମୂଳକ କାର୍ଯ୍ୟ ନେଇ ଗୁରୁବାର ରାଜ୍ୟ ନଗର ଉର୍ନ୍ନୟନ ମନ୍ତ୍ରୀ ଡ଼ଃ କୃଷ୍ଣଚନ୍ଦ୍ର ମହାପାତ୍ର…

ଅନୁଗୁଳ ଜିଲ୍ଲାର ବିଭିନ୍ନ ଉର୍ଣ୍ଣୟନ ମୂଳକ କାର୍ଯ୍ୟ ଉପରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ସହ ଆଲୋଚନା

ଅନୁଗୁଳ: ଅନୁଗୋଳ ଜିଲ୍ଲାରେ ଥିବା ସମ୍ଭାବନାକୁ ଉପଯୋଗ କରି ସ୍ଥାନୀୟ ଜନସାଧାରଣଙ୍କ ହିତରେ କାମ କରିବା, ଆନୁଷଙ୍ଗିକ ଭିତ୍ତିଭୂମିର ବିକାଶ ସହ ଆଞ୍ଚଳିକ ଅର୍ଥନୀତିକୁ ମଜଭୂତ୍ କରିବା ଦିଗରେ ଚର୍ଚ୍ଚା ଆଲୋଚନା ହେଲା ବୋଲି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ପ୍ରକାଶ କରିଛନ୍ତି।…

Angul News: ରାଜସ୍ବ ଅମଲା ସଂଘର ଆନ୍ଦୋଳନକୁ ଏଆଇୟୁଟିୟୁସି ପକ୍ଷରୁ ସମର୍ଥନ

Angul News: ଅନୁଗୋଳ: ନ୍ଯାଯ୍ଯ ଦାବିରେ ଓଡ଼ିଶା ରାଜସ୍ବ ଅମଲା ସଂଘ ଆହ୍ବାନରେ ଚାଲିଥିବା ରାଜ୍ଯ ବ୍ଯାପୀ ଆନ୍ଦୋଳନକୁ ଅଲ୍ ଇଣ୍ଡିଆ ୟୁନାଇଟେଡ ଟ୍ରେଡ ୟୁନିୟନ ସେଣ୍ଟର ( ଏଆଇୟୁଟିୟୁସି) ଓଡ଼ିଶା ରାଜ୍ଯ କମିଟି ପକ୍ଷରୁ ସମର୍ଥନ କରିବା ସଙ୍ଗେ ସଙ୍ଗେ…

ହାତୀ ଉପଦ୍ରବକୁ ନେଇ ସଂସଦର ଧ୍ୟାନ ଆକର୍ଷଣ କଲେ ରୁଦ୍ର ନାରାୟଣ ପାଣି

ଅନୁଗୁଳ: ଅନୁଗୁଳ ଓ ଢେଙ୍କାନାଳ ଜିଲ୍ଲାରେ ହାତୀ ଉପଦ୍ରଵ ଦିନକୁ ଦିନ ବଢ଼ିବାରେ ଲାଗିଛି, ପ୍ରତ୍ୟେହ ବହୁ ଧନ ଜୀବନ ନଷ୍ଟ ହେଇଛି।ଏହାକୁ ନେଇ ଢେଙ୍କାନାଳ ସାଂସଦ ରୁଦ୍ର ନାରାୟଣ ପାଣି ସଂସଦରେ ଧ୍ୟାନ ଆକର୍ଷଣ କରିବା ସହ ଜଙ୍ଗଲ ଓ…

ଯବାନ ମାନଙ୍କ ସୁରକ୍ଷା କାମନା କରି ରାକ୍ଷୀ ବାନ୍ଧିଲା ବିଜେପି ମହିଳାମୋର୍ଚ୍ଚା

ଅନୁଗୁଳ : ପବିତ୍ର ରକ୍ଷା ବନ୍ଧନ ଉତ୍ସବ ବିଜେପି ଅନୁଗୁଳ ମହିଳା ମୋର୍ଚ୍ଚା ତରଫରୁ ପାଳିତ ହୋଇଛି |ଜିଲ୍ଲା ସଭାନେତ୍ରୀ ବସନ୍ତ ମଞ୍ଜରୀ ପ୍ରଧାନ ଙ୍କ ନେତୃତ୍ୱରେ ଅନୁଗୁଳ ଜିଲ୍ଲାର ଭାରତୀୟ ସେନା ରେ ଥିବା ଯବାନ ମାନଙ୍କୁ ରାକ୍ଷୀ ପିନ୍ଧାଇ…

ଅନୁଗୁଳରେ ତ୍ରିରଙ୍ଗା ଶୋଭାଯାତ୍ରା ପାଇଁ ବ୍ୟାପକ ପ୍ରସ୍ତୁତି

ଅନୁଗୁଳ: ଅନୁଗୁଳ ଜିଲ୍ଲା ବିଜେପି କାର୍ଯ୍ୟାଳୟ ରେ ଜିଲ୍ଲା ସଭାପତି ଯଯାତି ପଟ୍ଟନାୟକ ଙ୍କ ସଭାପତିତ୍ବରେ ଏକ ଗୁରୁତ୍ୱପୂର୍ଣ ଜୋର କମିଟି ବୈଠକ ଅନୁଷ୍ଠିତ ହୋଇଛି |ବୈଠକ ରେ ଜିଲ୍ଲାର ସାଙ୍ଗଠନିକ ଆଲୋଚନା ସହ ରାଜ୍ୟ ନିଷ୍ପତ୍ତି କ୍ରମେ ଆଗାମୀ ଦିନର…

ଜିନ୍ଦଲ ଷ୍ଟିଲ୍ ପକ୍ଷରୁ ଶ୍ରୀ ଓ.ପି. ଜିନ୍ଦଲଙ୍କ ୯୫ତମ ଜନ୍ମବାର୍ଷିକୀ ପାଳିତ

ଅନୁଗୁଳ: ଜିନ୍ଦଲ ଷ୍ଟିଲ୍, ଅନୁଗୁଳ ପକ୍ଷରୁ ଏହାର ଦୂରଦର୍ଶୀ ପ୍ରତିଷ୍ଠାତା ଶ୍ରୀ ଓମ୍ ପ୍ରକାଶ ଜିନ୍ଦଲ (ବାଉଜୀ)ଙ୍କ ୯୫ତମ ଜନ୍ମବାର୍ଷିକୀ ବେଶ ଆଗ୍ରହ ଓ ଉତ୍ସାହର ସହ ପାଳନ କରାଯାଇଛି। ଶିଳ୍ପ ସ୍ୱାବଲମ୍ବନ ମାଧ୍ୟମରେ ରାଷ୍ଟ୍ର ନିର୍ମାଣରେ ବାଉଜୀଙ୍କ ଐତିହ୍ୟକୁ ମନେ…