Tag: Odia News

ଡିସେମ୍ବରରେ ତାଳଚେରରେ ବିଶାଳ ହିନ୍ଦୁ ସମାବେଶ,ଜଗଦଗୁରୁ ପୁରୀ ଶଙ୍କରାଚାର୍ଯ୍ୟ ଯୋଗଦେବେ

ତାଳଚେର: ଆସନ୍ତା ଡିସେମ୍ବର ମାସରେ ତାଳଚେର ରେ ହେବ ବିଶାଳ ହିନ୍ଦୁ ସମାବେଶ |ଉକ୍ତ ସମାବେଶ ରେ ପୁରୀ ଗୋବର୍ଦ୍ଧନ ପୀଠ ଜଗତଗୁରୁ ପୂଜ୍ୟ ସ୍ୱାମୀ ନିଶ୍ଚଳାନନ୍ଦ ସରସ୍ବତୀ ମହାଭାଗ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି, ଏବଂ ତାଳଚେର ରେ ଗୋବର୍ଦ୍ଧନ…

ସାନ୍ତାଳୀ ଭାଷାର ପ୍ରଚାର ଦିଗରେ ରାମଜୀତ ଟୁଡୁଙ୍କ କାର୍ଯ୍ୟ ସୃଜନଶୀଳତାର ପ୍ରତୀକ: ଧର୍ମେନ୍ଦ୍ର ପ୍ରଧାନ

ନୂଆଦିଲ୍ଲୀ: ‘ମନ୍ କୀ ବାତ୍ କାର୍ଯ୍ୟକ୍ରମ’ର ୧୦ ବର୍ଷ ପୂର୍ତ୍ତି ହେବାର ବିଶେଷ ସଂସ୍କରଣରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମାତୃଭାଷା, ଲିପି ଏବଂ କଥିତ ଭାଷା ଉପରେ ଚର୍ଚ୍ଚା କରିବା ସହ ଜନଜାତି ସମୁଦାୟଙ୍କ କଥିତ ଭାଷା ‘ସାନ୍ତାଳୀ’ର ପ୍ରଚାର ପ୍ରସାର…

ପ୍ରାକ୍ତନ କେନ୍ଦ୍ରମନ୍ତ୍ରୀ ଡାକ୍ତର ଦେବେନ୍ଦ୍ର ପ୍ରଧାନ ଙ୍କୁ ଭେଟିଲେ ରାଜ୍ୟ ଖାଉଟି କଲ୍ୟାଣ ମନ୍ତ୍ରୀ କୃଷଚନ୍ଦ୍ର ପାତ୍ର

Angul News: ତାଳଚେର: ଓଡିଶା ପ୍ରଦେଶ ଭାରତୀୟ ଜନତା ପାର୍ଟିର ଭୀଷ୍ମ ପିତାମହ ପୂର୍ବତନ କେନ୍ଦ୍ରମନ୍ତ୍ରୀ ଡକ୍ଟର ଦେବେନ୍ଦ୍ର ପ୍ରଧାନଙ୍କୁ ତାଙ୍କର ତାଳଚେର ସ୍ଥିତ ବାସଭବନରେ ଓଡ଼ିଶା ସରକାରଙ୍କ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ଭେଟି…

Angul News: ଅନୁଗୋଳ ଫଟୋଗ୍ରାଫର ଆସୋସିଏସନ “ପା” ପକ୍ଷରୁ ବିଶ୍ୱ ଫଟୋଗ୍ରାଫି ଦିବସ ପାଳିତ

Angul News: ଅନୁଗୋଳ ରେ ଆୟୋଜିତ ହୋଇଛି ବିଶ୍ୱ ଫଟୋ ଗ୍ରାଫି ଦିବସ।ଅନୁଗୋଳ ଫଟୋଗ୍ରାଫର ଆସୋସିଏସନ “ପା” ର ପକ୍ଷରୁ ଏହି ଦିବସର ଆୟୋଜନ ହୋଇଥିଲା। ଏହି ଅବସରେ ମଧ୍ୟ “ପା” ର ୧୧ ତମ ବାର୍ଷିକ ଉତ୍ସବ ର ଆୟୋଜନ…

78th indipendence day : ଜିନ୍ଦଲ ଷ୍ଟିଲ ଆଣ୍ଡ ପାୱାର ପକ୍ଷରୁ ୭୮ତମ ସ୍ୱାଧୀନତା ଦିବସ ପାଳିତ

Angul News: ଅନୁଗୁଳ: ରାଷ୍ଟ୍ରଗଠନର ପ୍ରତିବଦ୍ଧତା ସହ ଦେଶଭକ୍ତିର ଭାବନା ନେଇ ଜିନ୍ଦଲ ଷ୍ଟିଲ ଆଣ୍ଡ ପାୱାର, ଅନୁଗୁଳ ପକ୍ଷରୁ ୭୮ତମ ସ୍ୱାଧୀନତା ଦିବସ ବେଶ ଉତ୍ସାହର ସହ ପାଳିତ ହୋଇଛି । ଅନୁଗୁଳ ପ୍ଳାଣ୍ଟ ପରିସରରେ ଥିବା ଓ.ପି ଜିନ୍ଦଲ…

ଏଡିଭିଏଫ ପକ୍ଷରୁ ସ୍ବାଧୀନତା ଦିବସ ପାଳିତ

Angul News: ଅନୁଗୋଳ ଡ଼ିଫେନ୍ସ ଭେଟରାନ୍ସ ଆସୋସିଏସନ୍ ତରଫରୁ ୭୮ ତମ ସ୍ବାଧିନତା ଦିବସ ଅନୁଗୋଳ ଏକ୍ସ ସର୍ଭିସମ୍ୟାନ ସୋସାଇଟି କାର୍ଯ୍ୟାଳୟ ପରିସରରେ ପାଳିତ ହୋଇଯାଇଛି। ଏହି ଅବସରରେ ମୁଖ୍ୟ ଅତିଥି ଭାବେ କ୍ୟାପଟେନ ଏସ ଏନ ମହାନ୍ତି ଯୋଗଦେଇ ଥିଲେ…

ବିଭୀଷିକାର ବିସ୍ମରଣ ଦେଶ ପାଇଁ ବିପଦ ଆଣିଦିଏ: ସତ୍ୟବ୍ରତ ପଣ୍ଡା, ମୁଖପାତ୍ର ବିଜେପି

ଅନୁଗୁଳ: ଅନୁଗୁଳ ଜିଲ୍ଲା ବିଜେପି କାର୍ଯ୍ୟାଳୟ ରେ ବିଭାଜନ ବିଭୀଷିକା ସ୍ମୃତି ଦିବସ ପାଳନ ଅବସରରେ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲା ସଭାପତି ଦିଲେଶ୍ଵର ପ୍ରଧାନଙ୍କର ଅଧ୍ୟକ୍ଷତାରେ ଅନୁଷ୍ଠିତ ଉକ୍ତ କାର୍ଯ୍ୟକ୍ରମରେ ବିଜେପି ରାଜ୍ୟ ମୁଖପାତ୍ର ସତ୍ୟବ୍ରତ ପଣ୍ଡା ଯୋଗ…

Angul News: ବିଶାଳ ତ୍ରିରଙ୍ଗା ଶୋଭାଯାତ୍ରା ଅନୁଷ୍ଠିତ

Angul News: ଅନୁଗୋଳ: ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ ଅନୁଗୋଳ ଜିଲ୍ଲା ତରଫରୁ ଏକ ବିଶାଳ ତ୍ରିରଙ୍ଗା ଶୋଭାଯାତ୍ରା ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମ ସ୍ଥାନୀୟ ବିଜୁ ମଇଦାନଠାରୁ ଆରମ୍ଭ ହୋଇ ରାଜା ଛକ ଦେଇ ବଜାର ଛକ ଦେଇ ଜଗନ୍ନାଥ…

Angul News: ଜାତୀୟ ରାଜପଥ ସମସ୍ୟା କୁ ନେଇ ବିଜେପି ପକ୍ଷରୁ ଉପଜିଲ୍ଲାପାଳଙ୍କୁ ଭେଟିଲା

ତାଳଚେର: ତାଳଚେର ମଧ୍ୟ ଦେଇ ଯାଇଥିବା ଜାତୀୟ ରାଜପଥ ୧୪୯ ମରଣଯନ୍ତା ପାଲଟିଛି। ତାଳଚେର ତାଳବେଡା ଠାରୁ ବନରପାଳ ପର୍ଯ୍ୟନ୍ତ ଜାତୀୟ ରାଜପଥର ଅବସ୍ଥା ଶୋଚନୀୟ ହୋଇପଡିଛି। ୩୦ ବର୍ଷ ପୂର୍ବରୁ ଯେଉଁଭଳି ରାସ୍ତା ଥିଲା ଆଜି ମଧ୍ୟ ସେହିପରି ରାସ୍ତା…