ହାତୀ ଆକ୍ରମଣରେ ମୃତ୍ୟୁ ବରଣ କରିଥିବା ପରିବାର କୁ ଭେଟିଲେ ଢେଙ୍କାନାଳ ସାଂସଦ ଙ୍କ ସମେତ ବିଜେପି ପ୍ରତିନିଧି ମଣ୍ଡଳୀ
ଅନୁଗୁଳ:ଅନୁଗୁଳ ଜିଲ୍ଲା ଆଠମଲ୍ଲିକ ବିଧାନସଭା କ୍ଷେତ୍ରର ମାଣିକଯୋଡି ଗ୍ରାମରେ ପାଞ୍ଚ ଦିନ ପୂର୍ବେ ହାତୀ ଆକ୍ରମଣ ରେ ବଟକୃଷ୍ଣ ନାୟକ (58)ଙ୍କର ମୃତ୍ୟୁ ହୋଇଥିଲା |କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଙ୍କର ପରାମର୍ଶ କ୍ରମେ ଢେଙ୍କାନାଳ ସାଂସଦ ଙ୍କ ସମେତ ବିଜେପି ର…