Tag: Odia News

ମା ପାଇଁ ଗଛଟିଏ ଅଭିଯାନ ରେ ସାମିଲ ହେଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

Angul News ତାଳଚେର: କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଶନିବାର ତାଳଚେର ଗସ୍ତ କରି ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ।ଦିନ ଦୟାଲ ନଗର ଠାରେ କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ତାଙ୍କ ମା ବସନ୍ତ ମଞ୍ଜରୀ ପ୍ରଧାନ ଙ୍କ ସହ ମିଶି ବୃକ୍ଷରୋପଣ କରିଥିଲେ।ମାନ୍ୟବର…

Dharmendra Pradhan : ଜୁଲାଇ ୬ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଅନୁଗୁଳ ଜିଲ୍ଲା ଗସ୍ତ; ମା ହିଙ୍ଗୁଳା ପୀଠ ସହିତ ଦେବୀ ପୀଠ ଦର୍ଶନ

Dharmendra Pradhan: ଅନୁଗୁଳ: ଓଡ଼ିଶାର ରତ୍ନ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ନରେନ୍ଦ୍ର ମୋଦୀ ଙ୍କ ସରକାର ରେ ତୃତୀୟ ପାଳି ରେ ମନ୍ତ୍ରୀ ଭାବେ ଦାୟିତ୍ୱ ନେବା ପରେ ପ୍ରଥମ ଥର ଦେବଗଡ଼, ଅନୁଗୁଳ ଓ ଢେଙ୍କାନାଳ ଜିଲ୍ଲା…

ସଞ୍ଜୀବ କୁମାର ମାଣ୍ଡୋଠିଆ ପ୍ରଦେଶ କଂଗ୍ରେସ କମିଟି ଓବିସି ବିଭାଗର ରାଜ୍ୟ ସାଧାରଣ ସମ୍ପାଦକ ଭାବେ ମନୋନୀତ

ଅନୁଗୋଳ: କ୍ୟାପଟେନ ଅଜୟ ସିଂହ ଯାଦବ ଅଖିଳ ଭାରତୀୟ କଂଗ୍ରେସ କମିଟିର ଓବିସି ବିଭାଗର ଅଧ୍ୟକ୍ଷ, ଓଡ଼ିଶା କଂଗ୍ରେସ କମିଟିର ଓବିସି ବିଭାଗର ରାଜ୍ୟ କର୍ମକର୍ତ୍ତା ମନୋନୀତ କରିଛନ୍ତି।ଏହାକୁ ରାଜ୍ୟ ପ୍ରଦେଶ କଂଗ୍ରେସ କମିଟି ଓବିସି ବିଭାଗର ସଭାପତି ବିଜୟାନନ୍ଦ ଚାଉଳିଆ…

ଅନୁଗୁଳରେ ଧର୍ମଘଟ ପ୍ରଭାବ: ଚାଷୀ, ଶ୍ରମିକ ସଂଗଠନ ମିଳିତ ମଞ୍ଚ ପକ୍ଷରୁ ସହରରେ ଶୋଭାଯାତ୍ରା

ଅନୁଗୁଳ: ଚାଷୀ ଉତ୍ପାଦିତ ଦ୍ରବ୍ୟଗୁଡିକରେ ଏମ୍.ଏସ୍.ପି.କୁ ଆଇନ୍ ସମ୍ମତ କରିବା, ଦରଦାମ୍ ବୃଦ୍ଧିକୁ ନିୟନ୍ତ୍ରଣ କରିବା, ବିଦୁ୍ୟତ୍ ଆଇନ୍-୨୦୨୩କୁ ବାତିଲ୍ କରିବା, ଶ୍ରମିକ ବିରୋଧୀ ·ରୋଟି ଶ୍ରମ କୋଡ୍ ବାତିଲ କରିବା, ପୁରୁଣା ପେନ୍ସନ୍ ସ୍କିମ୍ ଲାଗୁ କରିବା, ବେକାର ସସମ୍ୟା…

ଅନୁଗୁଳ କାର୍ଯ୍ୟକାରୀ ଚକବନ୍ଦୀ ଉଚ୍ଛେଦ ନହେବା, ସରକାରଙ୍କୁ କଡା ଚେତାବନୀ

ଅନୁଗୁଳ: ଅନୁଗୁଳ ଜିଲ୍ଲାର ୯୨ଟି ରାଜସ୍ୱ ଗ୍ରାମର ଚକବନ୍ଦୀ ରେକର୍ଡ ଉଚ୍ଛେଦ, ଶାବକ ଦଖଲ ଅନୁଯାୟୀ ପଟ୍ଟା ପ୍ରଦାନ ଏବଂ ଚକପଟ୍ଟା ଉଚ୍ଛେଦ ପର୍ଯ୍ୟନ୍ତ ଜମି କିଣାବିକା ବନ୍ଦ ଦାବିରେ ·ଷୀ ସୁରକ୍ଷା କମିଟିର କାର୍ଯ୍ୟକାରୀ କମିଟିର ବୈଠକ ସ୍ଥାନୀୟ ନବକୃଷ୍ଣ…

Dharmendra Pradhan: ଡିସେମ୍ବର ୩ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ତାଳଚେର ଗସ୍ତ,ବିଜେପି ର ବ୍ୟାପକ ପ୍ରସ୍ତୁତି

Angul News: ତାଳଚେର: କେନ୍ଦ୍ର ଶିକ୍ଷା ଦକ୍ଷତା ବିକାଶ ଓ ଉଦ୍ୟମିତା ବିଭାଗ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଆସନ୍ତା ଡିସେମ୍ବର ୩ ତାରିଖରେ ତାଳଚେର ଗସ୍ତ କାର୍ଯ୍ୟକ୍ରମ ରହିଛି।ବ୍ରହ୍ମଲୀନ ପୂଜ୍ୟ ସ୍ୱାମୀ ଲକ୍ଷ୍ମଣାନନ୍ଦ ସରସ୍ୱତୀ ଙ୍କର ପ୍ରତିମୂର୍ତ୍ତି ତାଙ୍କର ନିଜ ଗ୍ରାମ…

Odisha News: ଅନୁଗୋଳରେ ଦଳୀୟ ସଂଗଠନ ଆହୁରି ସୁଦୃଢ଼ ହେବ: ଧର୍ମେନ୍ଦ୍ର ପ୍ରଧାନ

Odisha News: ନୂଆଦିଲ୍ଲୀ: କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଉପସ୍ଥିତିରେ ତାଙ୍କ ନୂଆଦିଲ୍ଲୀ ସ୍ଥିତ ବାସଭବନରେ ଅନୁଗୋଳ ବିଧାନସଭା ନିର୍ବାଚନମଣ୍ଡଳୀର ୨ ନମ୍ବର ଜୋନର ପୋକତୁଙ୍ଗା ପଞ୍ଚାୟତର ବରିଷ୍ଠ କଂଗ୍ରେସ ନେତା ଫକୀର ମୋହନ ପ୍ରଧାନଙ୍କ ସମେତ ଅନେକ କଂଗ୍ରେସ ଓ ବିଜେଡ଼ି…

୩୮ତମ ବୋଇତ ବନ୍ଦାଣ ମହୋତ୍ସବ ଉଦଘାଟିତ

ଅନୁଗୁଳ: ଅନୁଗୁଳର ଅଗ୍ରଣୀ ସେବା ଓ ସାଂସ୍କୃତିକ ଅନୁଷ୍ଠାନ କଳାକାର ଦ୍ଵାରା ସଭାଘରଠାରେ ଦୁଇଦିନିଆ ବୋଇତ ବନ୍ଦାଣ ମହୋତ୍ସବ ଓ ରାଜ୍ୟ ସ୍ତରୀୟ ପ୍ରତିଯୋଗିତା ଉଦଘାଟନ ହୋଇଯାଇଛି।ରବିବାର ପୂର୍ବାହ୍ନ ରେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀଯୁକ୍ତ ଉଦୟ କୁମାର ମହାପାତ୍ର ମୁଖ୍ୟ ଅତିଥି,ଜିଲ୍ଲା…

Angul News: ଚକବନ୍ଦୀ ରେକର୍ଡକୁ ଉଚ୍ଛେଦ ଦାବିରେ ବିଶାଳ ଗଣ ବିକ୍ଷୋଭ

Angul News: ଅନୁଗୁଳ: ଚାଷୀ ସୁରକ୍ଷା କମିଟି, ଅନୁଗୁଳ ଆନୁକୂଲ୍ୟରେ ଚକବନ୍ଦୀ କାର୍ଯ୍ୟକ୍ରମକୁ ବିରୋଧ କରି ୯୨ଖଣ୍ଡ ରାଜସ୍ୱ ମୌଜାର ଦଖଲରେ ନଥିବା ଚକବନ୍ଦୀ ରେକର୍ଡକୁ ଉଚ୍ଛେଦ କରିବା ଏବଂ ଚକବନ୍ଦୀ ଉଚ୍ଛେଦ ପର୍ଯ୍ୟନ୍ତ ଚକବନ୍ଦୀ ମୌଜାର ଜମି ଖରିଦ୍ ବିକ୍ରି…

angul news: ଦୁର୍ନୀତି, ଭ୍ରଷ୍ଟାଚାର ଓ ବ୍ୟଭିଚାର ବିରୁଦ୍ଧରେ ନଭେମ୍ବର ୧୬ ରୁ ୧୮ ଅନୁଗୁଳ ଜିଲ୍ଲାର ସମସ୍ତ ୮ଟି ବ୍ଲକ ଘେରିବ ବିଜେପି

angul news ଅନୁଗୁଳ: ଅନୁଗୁଳ ଜିଲ୍ଲାରେ ଦୁର୍ନୀତି ଚରମ ସୀମାରେ ପହଂଚିଛି,ସବୁ କାର୍ଯ୍ୟାଳୟରେ ଦୁର୍ନୀତି ,ବିନା ଲାଞ୍ଚ ରେ କାମ ହେଉନି ସବୁ କାର୍ଯ୍ୟରେ ୫୦% ପିସି ,ଦୁର୍ନୀତି ର ଗନ୍ତାଘର ସାଜିଛି ବ୍ଲକ କାର୍ଯ୍ୟାଳୟ, ବୋଲି ବିଜେପି ଜିଲ୍ଲା ସଭାପତି…