Tag: Odia News

ଅନୁଗୋଳ ଆସୁଛି ଶହୀଦଙ୍କ ପାର୍ଥିବ ଶରୀର

ଅନୁଗୋଳ: ଆସନ୍ତାକାଲି କିମ୍ବା ରବିବାର ସୁଧା ଶହୀଦ ରାଣା ପ୍ରତାପ ଦାସ ଙ୍କ ପାର୍ଥବ ଶରୀର ତାଙ୍କର ପୌତୃକ ଗ୍ରାମ ଅନୁଗୁଳ ଜିଲା ତାଳଚେର କଣ୍ଢାଳ ପଞ୍ଚାୟତ ର କୃଷ୍ଣଚନ୍ଦ୍ର ପୁର ଠାରେ ପହଞ୍ଚିବ ବୋଲି ଆଶା କରାଯାଉଛି ।ସେପଟେ ଓଡ଼ିଆ…

ଅନୁଗୋଳ ପୌରନିର୍ବାହୀ ଅଧିକାରୀଙ୍କ ଆକ୍ରୋଶ ମୂଳକ ପଦକ୍ଷେପ ବିରୁଦ୍ଧରେ OHRC ନିକଟରେ ଅଭିଯୋଗ କଲେ ଯୁବ ସାମ୍ବାଦିକ ସଞ୍ଜୀବ କୁମାର ମାଣ୍ଡୋଠିଆ

ଅନୁଗୋଳ: ଦୀର୍ଘ ଦିନ ଧରି ଅନୁଗୋଳ ଜିଲ୍ଲା ପ୍ରଶାସନ ଏବଂ ଅନୁଗୋଳ ପୌରପାଳିକାର ପୌରନିର୍ବାହୀ ଅଧିକାରୀଙ୍କ ମନମୁଖୀ ଏବଂ ଆକ୍ରୋଶ ମୂଳକ ପଦକ୍ଷେପ ବିରୁଦ୍ଧରେ ରେ ଅନୁଗୋଳ ଜିଲ୍ଲା ର ଯୁବ ସାମ୍ବାଦିକ ସଞ୍ଜୀବ କୁମାର ମାଣ୍ଡୋଠିଆ ସ୍ୱର ଉତ୍ତଳନ କରି…

ସେନା ହେଲିକପ୍ଟର କ୍ରାସ୍‌ରେ ଓଡ଼ିଆ ପୁଅ ରାଣାଙ୍କ ନିଧନ

ଅନୁଗୋଳ: ତାମିଲନାଡୁରେ ସେନା ହେଲିକପ୍ଟର କ୍ରାସ୍‌ରେ ମୃତ୍ୟୁବରଣ କରିଥିବା ଯବାନଙ୍କ ମଧ୍ୟରେ ରହିଛନ୍ତି ଜଣେ ଓଡ଼ିଆ ଯବାନ। ସେ ହେଲେ ଅନୁଗୋଳ ଜିଲା ତାଳଚେର କଣ୍ଢାଳ ପଞ୍ଚାୟତ କୃଷ୍ଣଚନ୍ଦ୍ରପୁର ଗାଁର ଶ୍ରୀବତ୍ସ ଦାସଙ୍କ ପୁଅ ରାଣା ପ୍ରତାପ ଦାସ। ଯାହାଙ୍କ ନିଧନ…

ସଂଜୀବ ସାହୁଙ୍କ ନେତୃତ୍ୱରେ ଶତାଧିକ ଚାଷୀଙ୍କ ବ୍ଲକ କାର୍ଯ୍ୟଳୟରେ ବିକ୍ଷୋଭ ପ୍ରଦର୍ଶନ

ଅନୁଗୋଳ: ଚଳିତ ବର୍ଷ ଅନୁଗୁଳ ଜିଲା କିଶୋରନଗର ବ୍ଲକ ଅଞ୍ଚଳରେ ପ୍ରାୟ ୭୫ ଭାଗ ସ୍ୱଳ୍ପ ବୃଷ୍ଟିପାତ ହୋଇଛି । ଫଳରେ ସମ୍ପୃକ୍ତ ଅଞ୍ଚଳରେ ମରୁଡି ପରିସ୍ଥିତି ଦେଖାଦେଇଛି । ବାରମ୍ବାର ଏନେଇ ସରକାରୀ କଳ ର ଦୃଷ୍ଟି ଆକର୍ଷଣ ସତ୍ତ୍ୱେ…

ଆଖୁ ଖାଇବାକୁ ଆସି ଫଶିଗଲା ଭାଲୁ, ବନବିଭାଗ ସାହାଯ୍ୟରେ ଉଦ୍ଧାର, ଦେଖନ୍ତୁ ଭିଡ଼ିଓ

ଅନୁଗୁଳରେ ଆଖୁ ଖାଇବାକୁ ଆସି ଫଶିଗଲା ଭାଲୁ । ଛେଣ୍ଡିପଦାର ଝିଣ୍ଟିପାଳ ଗାଁରେ କାଲି ରାତିଠୁ କୂଅରେ ଭାଲୁଟି ପଡ଼ିଯାଇଥିବା କୁହାଯାଉଛି । ଆଜି ସକାଳୁ ଭାଲୁକୁ ଗ୍ରାମବାସୀ ଦେଖିବା ପରେ ବନବିଭାଗକୁ ସୂଚନା ଦେଇଥିଲେ। ଓ ପରେ ପରେ ଉଭୟ…

ହୋଣ୍ଡା ବିଗ୍ ଉଇଙ୍ଗ ଶୋ ରୁମ ଉଦଘାଟିତ

ଅନୁଗୁଳ : ଅନୁଗୁଳ ସହର ଉପକଣ୍ଠ ପଞ୍ଚମହଲାଠାରେ ହୋଣ୍ଡା ମୋଟର ସାଇକେଲ ଆଣ୍ଡ ସ୍କୁଟର ଇଣ୍ଡିଆର ପ୍ରତିଖିତ ଆର୍ଷଣୀୟ ହୋଣ୍ଡା ବିଗ୍ ଉଇଙ୍ଗ ଶୋ ରୁମ ସୋମବାର ଉଦଘାଟିତ ହୋଇଯାଇଛି। ଏଥିରେ ମୁଖ୍ୟ ଅତିଥିଭାବେ ରମେଶଚନ୍ଦ୍ର ବାମଲିଆ ଓ ଲକ୍ଷ୍ମୀଦେବୀ ଅଗ୍ରୱାଲ…

ଓଡ଼ିଶାର ଦ୍ଵିତୀୟ ବୃହତ୍ତମ ନଦୀ ବ୍ରାହ୍ମଣୀ ପ୍ରାକୃତିକ ଗତିପଥକୁ ଠିକା ସଂସ୍ଥା ଓ ବାଲିମାଫିଆ ବଦଳାଉଥିବା ଅଭିଯୋଗ

ଅନୁଗୋଳ (ସୁବ୍ରତ ପଟ୍ଟନାୟକ): ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ତହସିଲ ଅଞ୍ଚଳରେ ବ୍ରାହ୍ମଣୀ ନଦୀ ର ଗତି ପଥ ବଦଳାଉଛନ୍ତି ଠିକା ସଂସ୍ଥା ଓ ବାଲିମାଫିଆ ।ସବୁ ଜାଣି ନଜାଣିଲା ପରି ଚୁପ୍ ବସିଛି ସ୍ତାନୀୟ ତହସିଲ୍ ପ୍ରଶାସନ।ନଜରର ପକାନ୍ତୁ ପରଜଙ୍ଗ ତହସିଲ…

ପଂଚାୟତ ହାଇସ୍କୁଲର ୧୦ ଛାତ୍ରୀ କରୋନା ସଂକ୍ରମିତ

ଅନୁଗୋଳ: ଜିଲା ଛେଣ୍ଡିପଦା ବ୍ଲକ ପଂଚାୟତ ହାଇସ୍କୁଲ ର ପ୍ରାୟ ୧୦ ଜଣଛାତ୍ରୀ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ହଷ୍ଟେଲ ରହୁଥିବା ପ୍ରାୟ ୭୨ ଜଣ ଙ୍କ ସ୍ୱାବ ସଂଗ୍ରହ କରି ପରୀକ୍ଷା କରାଯିବା ପରେ ସେଥିମଧ୍ୟରୁ ୧୦ ଜଣ…

ଚିରନିଦ୍ରାରେ ଶତାୟୁ ଶିକ୍ଷକ

ଭୁବନେଶ୍ବର: ଚିରନିଦ୍ରାରେ ଶତାୟୁ ଶିକ୍ଷକ। କୋରୋନାରେ ସଂକ୍ରମିତ ହୋଇ ଆଜି ଶେଷ ନିଶ୍ବାସ ତ୍ୟାଗ କରିଛନ୍ତି ଯାଜପୁରର ପଦ୍ମଶ୍ରୀ ଶତାୟୁ ନନ୍ଦ କିଶୋର ପୃଷ୍ଟି। ମୃ୍ତ୍ୟୁ ବେଳକୁ ତାଙ୍କୁ ୧୦୨ ବର୍ଷ ବୟସ ହୋଇଥିଲା। କୋରୋନା ସଂକ୍ରମିତ ହୋଇ ଭୁବନେଶ୍ବରର ଏକ…

ପ୍ରଶାସନ ଆକ୍ରୋଶର ଶିକାର ଆଇନଜୀବୀ ସଞ୍ଜୀବ

ଅନୁଗୋଳ: ସୋସିଆଲ ମିଡ଼ିଆରେ ପ୍ରଶାସନ ବିରୁଦ୍ଧରେ ମନ୍ତବ୍ୟ ଦେବା ପଡିଲା ମହଙ୍ଗା । ଲଗାତାର ଭାବେ ଅନୁଗୁଳ ଜିଲା ପ୍ରଶାସନ ର ମନମୁଖୀ କାର୍ଯ୍ୟ , ଦୁର୍ନୀତି ସଂକ୍ରନ୍ତୀୟ ପୋଷ୍ଟ କରି ଏବେ ଅନୁଗୁଳରେ କାର୍ଯ୍ୟରତ ଜଣେ ସାମ୍ବାଦିକ ତଥା ଆଇନଜୀବୀଙ୍କୁ…