Tag: Odia News

ବଅଁରପାଳରେ ଜନସମ୍ପର୍କ ପଦଯାତ୍ରା

ଅନୁଗୋଳ(ସୁବ୍ରତ ପଟ୍ଟନାୟକ): ଓଡ଼ିଶାର ମାନ୍ୟବର ମୁଖ୍ୟମନ୍ତ୍ରୀ ତଥା ବିଜୁ ଜନତା ଦଳର ସଭାପତି ଶ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଧେଶ କ୍ରମେ ଅକ୍ଟୋବର ୨ ଗାନ୍ଧୀ ଜୟନ୍ତୀ ଠାରୁ ଆରମ୍ଭ ହୋଇଥିବା ଜନ ସମ୍ପର୍କ ପଦଯାତ୍ରା ପରିପ୍ରେକ୍ଷୀରେ ଅନୁଗୋଳ ନିର୍ବାଚନ ମଣ୍ଡଳୀ ବଅଁରପାଳ…

ଜାତୀୟ ରାଜପଥର ମରାମତି ପାଇଁ ସରପଞ୍ଚ ଉପ ଜିଲ୍ଲାପାଳଙ୍କୁ ଭେଟିଲେ, ସାତ ଦିନ ମଧ୍ୟରେ କାମ ନହେଲେ ଆନ୍ଦୋଳନ ଧମକ

ତାଳଚେର (ସୁବ୍ରତ ପଟ୍ଟନାୟକ): ତାଳଚେରର ୧୪୯ ନମ୍ବର ଜାତୀୟ ରାଜପଥର ବଲ୍ହର ରୁ ଚାଇପାଳ ପର୍ଯ୍ୟନ୍ତ ରାସ୍ତା ଅବସ୍ଥା ଶୋଚନୀୟ ହୋଇ ପଡିଛି, ସବୁଆଡେ ଆଣ୍ଠୁଏ ଲେଖାଏଁ ଖାଲ, ସବୁଦିନେ ଦୁର୍ଘଟଣାର ଶିକାର ହୋଇ ଧନ ଜୀବନ ହାନି ହେଉଛି |ଏହି…

ସିବିଆଇ ପଞ୍ଚାରେ ସହକାରୀ ଡାକ ଅଧିକ୍ଷକ

ଅନୁଗୁଳ(ସୁବ୍ରତ ପଟ୍ଟନାୟକ): ସିବିଆଇ ପଞ୍ଚାରେ ସହକାରୀ ଡାକ ଅଧିକ୍ଷକ। କୁରୁଡୁଲ ପୋଷ୍ଟ ଅଫିସରେ ଥିବା ଜଣେ ଆସିଷ୍ଟାଣ୍ଡ ବ୍ରାଞ୍ଚ ପୋଷ୍ଟ ମାଷ୍ଟରଙ୍କୁ ଦୂରକୁ ବଦଳି କରି ଦେବାକୁ ଧମକ ଦେଇ ୧୦ ହଜାର ଟଙ୍କା ଲାଞ୍ଚ ନେବା ବେଳେ ଧରା ପଡିଲେ…

ଶବ ସତ୍କାର କଲେ ସ୍ୱେଚ୍ଛାସେବୀ ସମୂହ

ଅନୁଗୋଳ (ସୁବ୍ରତ ପଟ୍ଟନାୟକ) : ଆଠମଲ୍ଲିକ ଥାନା ଅନ୍ତର୍ଗତ ଟାଇନ୍ସର ଗ୍ରାମର ଭଗବତୀ ମହାକୁଡ ( ୩୯ ) ପିତା ସହଦେବ ମହାକୁଡ଼ ମସ୍ତିସ୍କ ଜନିତ ରୋଗରେ ଆକ୍ରାନ୍ତ ହୋଇ ମୃତ୍ୟୁବରଣ କରିଥିଲେ । ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରୁ ଖବର ପାଇ…

ସାନକଞ୍ଜନୀ ଉଚ୍ଚ ବିଦ୍ୟାଳୟରେ ଶିକ୍ଷକ ନିଯୁକ୍ତି ଦାବୀରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ

ଅନୁଗୋଳ(ସୁବ୍ରତ ପଟ୍ଟନାୟକ): ଅନୁଗୋଳ ଜିଲ୍ଲା ସାନକଞ୍ଜନୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଟି ୧୯୮୨ ମସିହା ଠାରୁ ୬ଷ୍ଠ ଓ ୭ମ ଶ୍ରେଣି କୁ ନେଇ ସ୍ଥାପିତ ହୋଇଛି। ୫ ହାଜର ଜନସଂଖ୍ୟା ବିଶିଷ୍ଟ ବଡକଞ୍ଜନୀ, ସାନ କଞ୍ଜନୀ, ନୂଆପଡ଼ା, ସଟରାଙ୍ଗ, ସାରଙ୍ଗପୁର…

ପୂଜା ମାହୋଲରେ ଖାଦ୍ୟ ନିରାପତ୍ତା ବିଭାଗ ପକ୍ଷରୁ ବିଭିନ୍ନ ଖାଦ୍ୟ ଷ୍ଟଲରେ ଯାଞ୍ଚ

ଅନୁଗୋଳ(ସୁବ୍ରତ ପଟ୍ଟନାୟକ): ଅନୁଗୋଳ ସହରରେ ମା’ ଲକ୍ଷ୍ମୀ ପୂଜା ଚାଲୁ ଥିବାରୁ ବିଭିନ୍ନ ଅଞ୍ଚଳରେ ଖାଇବା ଦୋକାନ ତଥା ଚାଟ, ଗୁପଚୁପ, ମଥୁରା କେକ ଭଳି ବହୁ ଖାଇବା ଦୋକାନ ପଡ଼ିଛି। ଯାହା ଫଳରେ ଖାଦ୍ୟ ନିରାପତ୍ତା ବିଭାଗ ପକ୍ଷରୁ ଆଜି…

ଓଏଏସରେ 44ତମ ସ୍ଥାନରେ ଥିବା ତୃପ୍ତିମୟୀଙ୍କୁ ବିଜେପି ପକ୍ଷରୁ ସମ୍ବର୍ଦ୍ଧନା

ତାଳଚେର (ସୁବ୍ରତ ପଟ୍ଟନାୟକ): ତାଳଚେର ର ଝିଅ ଡ଼ ତୃପ୍ତିମୟୀ ପ୍ରଧାନ ଓଡିଶା ପ୍ରଶାସନିକ ସେବାରେ 44 ତମ ସ୍ଥାନରେ ରହି କୃତକାର୍ଯ୍ୟ ହୋଇଛନ୍ତି |ଏହାକୁ ନେଇ ସମଗ୍ର ତାଳଚେର ଅଂଚଳ ରେ ଖୁସି ର ଲହରୀ ଖେଳି ଯାଇଛି |…

ଦଳ ବିରୋଧୀ କାର୍ଯ୍ୟ ପାଇଁ ବଡ କେରଜାଙ୍ଗ ପଞ୍ଚାୟତର ଦୁଇ ବିଜେଡି କର୍ମୀଙ୍କୁ ବହିଷ୍କୃତ

ଅନୁଗୋଳ(ସୁବ୍ରତ ପଟ୍ଟନାୟକ): ଅନୁଗୋଳ ଜିଲ୍ଲା ବଅଁରପାଳ ବ୍ଲକ ଅନ୍ତର୍ଗତ ବଡ କେରଜାଙ୍ଗ ପଞ୍ଚାୟତରେ ବିଜୁ ଜନତା ଦଳ ର ଆଜି ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକରେ ବଡ କେରଜାଙ୍ଗ ପଞ୍ଚାୟତର ଦୁଇ କର୍ମୀ ଙ୍କୁ ବହିଷ୍କୃତ କରାଯାଇଛି।…

ପ୍ରାଦେଶିକ ଖେଳକୂଦକୁ ଉଦଘାଟିତ କଲେ ମନ୍ତ୍ରୀ ଟୁଡୁ

ଅନୁଗୋଳ(ସୁବ୍ରତ ପଟ୍ଟନାୟକ): ଆଜି ଠାରୁ ଆସନ୍ତା ୯ ତାରିଖ ପର୍ଯ୍ୟନ୍ତ ଅନୁଗୁଳ ନାଲକୋସ୍ଥିତ ସରସ୍ୱତୀ ବିଦ୍ୟା ମନ୍ଦିର ପରିସରରେ ଆୟୋଜିତ ହେବାକୁ ଯାଉଛି ପ୍ରଥମ ଖେଳକୂଦ ସମାରୋହ। ଅଭ୍ୟୁଦୟ ୟୁଥ କ୍ଲବ ଦ୍ୱାରା ଆୟୋଜିତ ଏକଲ ଅଭିଯାନ ଓଡିଶା ପକ୍ଷରୁ ହେଉଥିବା…

କେନ୍ଦ୍ରମନ୍ତ୍ରୀ ବିଶେଶ୍ୱର ଟୁଡୁଙ୍କୁ ଜିଲ୍ଲା ବିଜେପି ସ୍ୱାଗତ ସମ୍ବର୍ଦ୍ଧନା

ଅନୁଗୁଳ (ସୁବ୍ରତ ପଟ୍ଟନାୟକ): କେନ୍ଦ୍ର ଆଦିବାସୀ ଓ ଜଳ ଶକ୍ତି ମନ୍ତ୍ରୀ ବିଶେଶ୍ୱର ଟୁଡୁ, ଓ ବିକାଶ ଫାଉଣ୍ଡେସନ ଟ୍ରଷ୍ଟ ର ଅଧ୍ୟକ୍ଷା ତଥା କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଙ୍କ ଧର୍ମପତ୍ନୀ ମୃଦୁଳା ଠାକୁର ପ୍ରଧାନ ନାଲକୋ ସରସ୍ବତୀ ବିଦ୍ୟା…