Tag: Odia News

Angul News: ଏବିଭିପିର ୪୭ତମ ରାଜ୍ୟ ଅଧିବେଶନ ଅନୁଗୋଳରେ ଆରମ୍ଭ

Angul News (ସୁବ୍ରତ ପଟ୍ଟନାୟକ): ଅନୁଗୁଳ ରେ ଆଜିଠାରୁ ଆରମ୍ଭ ହୋଇଛି ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ ବା ଏବିଭିପି ର ୪୭ ତମ ରାଜ୍ୟ ଅଧିବେଶନ । ରାଜ୍ୟ ର ସମସ୍ତ ଜିଲ୍ଲାର ରୁ ପ୍ରତିନିଧି ମାନେ ଏଥିରେ ଯୋଗ…

Angul News ଉତ୍କଳ ଡି କୋଲ ବ୍ଲକ ପରିଦର୍ଶନ କଲେ ଜିଲାପାଳ

Angul News (ସୁବ୍ରତ ପଟ୍ଟନାୟକ): ଅନୁଗୋଳ ଜିଲାପାଳ ସିଦ୍ଧାର୍ଥ ଶଙ୍କର ସ୍ୱାଇଁ ମଙ୍ଗଳବାର ଛେଣ୍ଡିପଦା ଗ୍ରସ୍ତ ସମୟରେ ଉତ୍କଳ-ଡି କୋଲ ବ୍ଲକ ପରିଦର୍ଶନ କରିଥିଲେ। ଉପ-ଜିଲାପାଳ ଅନୁଗୋଳ ବୈତୁରା ଦୀପଙ୍କ ଉପସ୍ଥିତିରେ ଉତ୍କଳ ଡି କୋଇଲା ବ୍ଲକର ବିଭିନ୍ନ ବିକାଶମୂଳକ କାର୍ଯ୍ୟ…

Angul News: ମରୁଡ଼ି ଦାବୀ ନେଇ ଜିଲ୍ଲା ପାଳ ଙ୍କୁ ଭେଟିଲେ ଗ୍ରାମବାସୀ

Angul News (ସୁବ୍ରତ ପଟ୍ଟନାୟକ): ପାଳଲହଡ଼ା ବ୍ଲକ କୁଞ୍ଜାମ ଇଁଜିଡି ରୋହିଲା ମୁଣ୍ଡୁରି ବେଡ ପଞ୍ଚାୟତ ରେ ଘୋର ମରୁଡ଼ି ପରିସ୍ଥିତି ଦେଖାଦେଇଛି ସ୍ଵଳ୍ପ ବୃଷ୍ଟିପାତ କାରଣରୁ । ଧାନ ଫସଲ ଭଲ ହୋଇନାହିଁ। ଆଜି ବିଜେପି ନେତା ଅଶୋକ ମହାନ୍ତିଙ୍କ…

Angul News: ଦୁର୍ଗାପୁର ପ୍ରାଥମିକ କୃଷି ସମବାୟ ସମିତିର ଧାନମଣ୍ଡି ଉଦଘାଟନ, ସୁଚାରୁ ରୂପେ ଧାନ କିଣିବାକୁ ଜିଲାପାଳଙ୍କ ନିର୍ଦେଶ

Angul News (ସୁବ୍ରତ ପଟ୍ଟନାୟକ): ଆଜି ଠାରୁ ଅନୁଗୋଳ ଜିଲାର ବିଭିନ୍ନ ଅଂଚଳରେ ଥିବା ୧୦୦ଟି ଧାନ ମଣ୍ଡିରେ ଧାନ କିଣା ଆରମ୍ଭ ହୋଇଯାଇଛି। ଏହି ଅବସରରେ ମଙ୍ଗଳବାର ଅନୁଗୋଳ ଜିଲାପାଳ ସିଦ୍ଧାର୍ଥ ଶଙ୍କର ସ୍ବାଇଁଙ୍କ ହସ୍ତରେ ଦୁର୍ଗାପୁର କୃଷି ସମବାୟ…

ସରକାରୀ ଫଳକ ଭଙ୍ଗାକୁ ନେଇ କର୍ପୋରେଟରଙ୍କ ବିରୋଧ

Land Encroachment: ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରର (Bhubaneswar) ଏକ ପ୍ରମୁଖ ଓ୍ୱାର୍ଡ ହେଉଛି ୩୭ (Ward 37)। ରାଜଧାନୀର (Capital) ମଧ୍ୟ ଭାଗରେ ରହିଛି ଏହି ଓ୍ୱାର୍ଡ। ଫଳରେ ସବୁଦିଗରୁ ପ୍ରାୟତଃ ଏହି ଓ୍ୱାର୍ଡ ଚର୍ଚ୍ଚାରେ ରହିଥାଏ। କିନ୍ତୁ ରାଜନୀତିର ପଶାପାଲିରେ…

ଆରୋମା ମିଶନ ଜରିଆରେ ମହିଳାଙ୍କୁ ସଚେତନତା ଓ ପ୍ରଶିକ୍ଷଣ

ଅନୁଗୋଳ(ସୁବ୍ରତ ପଟ୍ଟନାୟକ): କେନ୍ଦ୍ର ସରକାରଙ୍କ ପକ୍ଷରୁ ଆରମ୍ଭ ହୋଇଥିବା ଆରୋମା ମିଶନ କାର୍ଯ୍ୟକ୍ରମ ଉପରେ ଏକ ସଚେତନତା ସହ ପ୍ରଶିକ୍ଷଣ ଶିବିର ଅନୁଗୁଳ ଜିଲ୍ଲା ତାଳଚେରସ୍ଥିତ ପବିତ୍ର ମୋହନ ଇନଷ୍ଟିଚ୍ୟୁଟ ଅଫ ଟେକ୍ନୋଲୋଜି ର ସମ୍ବିଳନୀ କକ୍ଷ ପରିସରରେ ଅନୁଷ୍ଠିତ ହୋଇଯାଇଛି…

ଜିଲ୍ଲା କାର୍ଯ୍ୟାଳୟରୁ ନବକୃଷ୍ଣ ଚୌଧୁରୀ ଓ ମାଳତୀ ଚୌଧୁରୀଙ୍କ
ଯୁଗ୍ମ ଫଟୋଚିତ୍ର ଅପସାରଣକୁ ତୀବ୍ରନିନ୍ଦା

ଅନୁଗୋଳ (ସୁବ୍ରତ ପଟ୍ଟନାୟକ): ଓଡିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ସ୍ୱାଧୀନତା ସଂଗ୍ରାମୀ, ଗଡଜାତ ଆନେ୍ଦାଳନର ପୁରୋଧା ନବକୃଷ୍ଣ ଚୌଧୁରୀ ଏବଂ ମାଳତୀ ଚୌଧୁରୀଙ୍କ ଯୁଗ୍ମ ଫଟୋଚିତ୍ରକୁ ଅନୁଗୁଳ ଜିଲ୍ଲା କାର୍ଯ୍ୟାଳୟରୁ ହେଲ୍ପଡେକ୍ସ ନିର୍ମାଣ ପାଇଁ ଅପସାରଣ କରାଯିବା ଘଟଣାକୁ ଏସ୍.ୟୁ.ସି.ଆଇ(କମୁ୍ୟନିଷ୍ଟ) ଅନୁଗୁଳ…

ଫାଇବର କାରଖାନା ଉଚ୍ଛେଦ ପାଇଁ ଜିଲ୍ଲାପାଳଙ୍କୁ ଅଭିଯୋଗ

ଅନୁଗୋଳ (ସୁବ୍ରତ ପଟ୍ଟନାୟକ): ଅନୁଗୋଳ ଜିଲ୍ଲା ବଅଁରପାଳ ବ୍ଲକ ଅନ୍ତର୍ଗତ ନୁଆହତା ପଞ୍ଚାୟତ ର ଶତାଧିକ ମହିଳା, ଜିଲ୍ଲାପାଳଙ୍କ କାର୍ଯ୍ୟଳୟ ଦ୍ୱାରସ୍ଥ ହୋଇଥିବା ଦେଖିବାକୁ ମିଳିଥିଲା । ନୁଆହତା ପଞ୍ଚାୟତ ମହିଳା ଙ୍କ ଠାରୁ ମିଳିଥିବା ସୂଚନା ଅନୁଯାୟୀ , ନୁଆହତା…

ଯୋରନ୍ଦା ଗାଦିରେ ବୁଲିଲା ବୁଲଡୋଜର ମାଟିରେ ମିଶିଲା ମଠ ମନ୍ଦିର , ଧୁନି ମନ୍ଦିର ସହ ବତୀ ଘର

ଢେଙ୍କାନାଳ (ସୁବ୍ରତ ପଟ୍ଟନାୟକ): ବୁଲ୍ଟଜାର,ଉଡ଼ିଲା ନାଲି ପତାକା।ପୋଲିସ ଉପସ୍ଥିତିରେ ଭାଙ୍ଗିଲା କୌପୀନ ସମାଜ ର ମଠ, ମନ୍ଦିର,ଧୂନି ମନ୍ଦିର ସହ ବତୀ ଘର।ପୁରା ମହିମା ଗାଦିରେ ଲାଗିଲା144 ଧାରା।ଭାବ ବିହ୍ୱଳ ପରିସ୍ଥିତିରେ ଗାଦି ଛାଡ଼ିଲେ କୌପୀନ ସମାଜ ବାବା।ଢ଼େଙ୍କାନାଳ ବିଶ୍ଵ ପ୍ରସିଦ୍ଧ…

ଓଁ ବିଦ୍ୟାଭାରତୀ ଗ୍ରୁପ ଅଫ ରେସିଡେଣ୍ଟଲ କଲେଜର ୬ଷ୍ଠ ବାର୍ଷିକ ଉତ୍ସବ ପାଳିତ

ଅନୁଗୋଳ (ସୁବ୍ରତ ପଟ୍ଟନାୟକ): ଅନୁଗୋଳ ସହର ଶିକ୍ଷକପଡା ଇକୋ ପାର୍କ ସମ୍ନା ରେ ଥିବା ଓଁମ ବିଦ୍ୟାଭାରତି ଗ୍ରୁପ ଅଫ ରେସିଡେଣ୍ଟଲ କଲେଜ ର ବାର୍ଷିକ ଉତ୍ସବ ପାଳିତ ହୋଇ ଯାଇଅଛି । ଏହି ଉତ୍ସବ ମୁଖ୍ୟ ଅତିଥି ଭାବେ ଓଡ଼ିଶାର…