Tag: Odia News

Angul Khabar: ଜିନ୍ଦଲ ‘ଆଶା’ ପକ୍ଷରୁ ସ୍ପେଶାଲ ଅଲିମ୍ପିକ୍ସ କ୍ରୀଡା ପ୍ରଶିକ୍ଷଣ

Angul Khabar: ଅନୁଗୁଳ: ଜିନ୍ଦଲ ଫାଉଣ୍ଡେସନର ଅଭିନ୍ନ ଅଙ୍ଗ ଜିନ୍ଦଲ ‘ଆଶା’ ପକ୍ଷରୁ ସ୍ପେଶାଲ ଅଲିମ୍ପିକ୍ସ କ୍ରୀଡା ଉପରେ ଏକ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ନଭେମ୍ବର 11 ଓ 12 ଦୁଇ ଦିନ ଧରି ଅନୁଗୁଳର ଜିନ୍ଦଲ ‘ଆଶା’ ପରିସରରେ…

Angul News: କଳାକାରର 39ତମ ବୋଇତ ବନ୍ଦାଣ ମହୋତ୍ସବ ଉଦଘାଟିତ

Angul News: ଅନୁଗୁଳ: ଅଗ୍ରଣୀ ସେବା ଓ ସାଂସ୍କୃତିକ ଅନୁଷ୍ଠାନ କଳାକାର ଦ୍ୱାରା ସ୍ଥାନୀୟ ସଭାଘର ଠାରେ 39ତମ ବୋଇତ ବନ୍ଦାଣ ମହୋତ୍ସବ ଓ ରାଜ୍ୟସ୍ତରୀୟ ପ୍ରତିଯୋଗିତା ଉଦଘାଟିତ ହୋଇ ଯାଇଛି | ଜିଲ୍ଲା ଓକିଲ ସଙ୍ଘ ସଭାପତି ଦିଲୀପ ସାହୁ…

ଜିଲ୍ଲା ସ୍ତରୀୟ ଖେଳକୁଦ ଚୟନ ଶିବିର

ଅନୁଗୋଳ: ଅନୁଗୁଳ ଜିଲ୍ଲା ସ୍ତରୀୟ ଖେଳକୁଦ ଚୟନ ଶିବିର ଫରେଷ୍ଟ ରେଞ୍ଜର ଟ୍ରେନିଂ କଲେଜ ପରିସରରେଠାରେ ଅକ୍ଟୋବର ମାସ ୩୦ ତାରିଖ ବୁଧବାର ଅନୁଷ୍ଠିତ ହୋଇଯାଇଛି। ଏହି ଖେଳକୁଦ ଚୟନ ଶିବିରକୁ ଜିଲ୍ଲା ଶିକ୍ଷା ଅଧିକାରୀ ସୁସ୍ମିତା ସାହୁ ମୁଖ୍ୟ ଅତିଥି,ଜିଲ୍ଲା…

ପ୍ରଧାନମନ୍ତ୍ରୀଙ୍କ 115ତମ ମନ କୀ ବାତ ଶୁଣିଲେ ବିଜେପି ନେତା

Angul News: ଅନୁଗୁଳ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଙ୍କର ମନ କୀ ବାତ କାର୍ଯ୍ୟକ୍ରମ ଅନୁଗୁଳ ଜିଲ୍ଲା ର ଶତାଧିକ ସ୍ଥାନରେ ବିଜେପି କାର୍ଯ୍ୟକର୍ତା ମାନେ ଏକତ୍ରିତ ହୋଇ ଶୁଣିଛନ୍ତି |ଅନୁଗୁଳ ରନ୍ତଲେଇ ସରସ୍ଵତୀ ବିଦ୍ୟାମନ୍ଦିରରେ ବିଜେପି ରାଜ୍ୟ ଉପ ସଭାପତି…

ହାତୀ ଆକ୍ରମଣରେ ମୃତ୍ୟୁ ବରଣ କରିଥିବା ପରିବାର କୁ ଭେଟିଲେ ଢେଙ୍କାନାଳ ସାଂସଦ ଙ୍କ ସମେତ ବିଜେପି ପ୍ରତିନିଧି ମଣ୍ଡଳୀ

ଅନୁଗୁଳ:ଅନୁଗୁଳ ଜିଲ୍ଲା ଆଠମଲ୍ଲିକ ବିଧାନସଭା କ୍ଷେତ୍ରର ମାଣିକଯୋଡି ଗ୍ରାମରେ ପାଞ୍ଚ ଦିନ ପୂର୍ବେ ହାତୀ ଆକ୍ରମଣ ରେ ବଟକୃଷ୍ଣ ନାୟକ (58)ଙ୍କର ମୃତ୍ୟୁ ହୋଇଥିଲା |କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଙ୍କର ପରାମର୍ଶ କ୍ରମେ ଢେଙ୍କାନାଳ ସାଂସଦ ଙ୍କ ସମେତ ବିଜେପି ର…

ସମାଜସେବୀ ନିରଞ୍ଜନ ପତିଙ୍କ ବିୟୋଗରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଙ୍କ ଶୋକ

ତାଳଚେର: ତାଳଚେରର ସତ୍ୟସାଇ ଟ୍ରଷ୍ଟର ପ୍ରମୁଖ ବ୍ୟକ୍ତି ତଥା ରାଜ୍ୟ ସରକାରଙ୍କର ଜଳ ସମ୍ପଦ ବିଭାଗର ପୂର୍ବତନ କର୍ମଚାରୀ ନିରଞ୍ଜନ ପତିଙ୍କର ଚିକିତ୍ସାଧୀନ ଅବସ୍ଥାରେ ଶୁକ୍ରବାର ଅକାଳ ବିୟୋଗ ଘଟିଛି। ତାଙ୍କରି ଦେହାନ୍ତ ରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଶୋକ ପ୍ରକାଶ…

ଡିସେମ୍ବରରେ ତାଳଚେରରେ ବିଶାଳ ହିନ୍ଦୁ ସମାବେଶ,ଜଗଦଗୁରୁ ପୁରୀ ଶଙ୍କରାଚାର୍ଯ୍ୟ ଯୋଗଦେବେ

ତାଳଚେର: ଆସନ୍ତା ଡିସେମ୍ବର ମାସରେ ତାଳଚେର ରେ ହେବ ବିଶାଳ ହିନ୍ଦୁ ସମାବେଶ |ଉକ୍ତ ସମାବେଶ ରେ ପୁରୀ ଗୋବର୍ଦ୍ଧନ ପୀଠ ଜଗତଗୁରୁ ପୂଜ୍ୟ ସ୍ୱାମୀ ନିଶ୍ଚଳାନନ୍ଦ ସରସ୍ବତୀ ମହାଭାଗ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି, ଏବଂ ତାଳଚେର ରେ ଗୋବର୍ଦ୍ଧନ…

ସାନ୍ତାଳୀ ଭାଷାର ପ୍ରଚାର ଦିଗରେ ରାମଜୀତ ଟୁଡୁଙ୍କ କାର୍ଯ୍ୟ ସୃଜନଶୀଳତାର ପ୍ରତୀକ: ଧର୍ମେନ୍ଦ୍ର ପ୍ରଧାନ

ନୂଆଦିଲ୍ଲୀ: ‘ମନ୍ କୀ ବାତ୍ କାର୍ଯ୍ୟକ୍ରମ’ର ୧୦ ବର୍ଷ ପୂର୍ତ୍ତି ହେବାର ବିଶେଷ ସଂସ୍କରଣରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମାତୃଭାଷା, ଲିପି ଏବଂ କଥିତ ଭାଷା ଉପରେ ଚର୍ଚ୍ଚା କରିବା ସହ ଜନଜାତି ସମୁଦାୟଙ୍କ କଥିତ ଭାଷା ‘ସାନ୍ତାଳୀ’ର ପ୍ରଚାର ପ୍ରସାର…

ପ୍ରାକ୍ତନ କେନ୍ଦ୍ରମନ୍ତ୍ରୀ ଡାକ୍ତର ଦେବେନ୍ଦ୍ର ପ୍ରଧାନ ଙ୍କୁ ଭେଟିଲେ ରାଜ୍ୟ ଖାଉଟି କଲ୍ୟାଣ ମନ୍ତ୍ରୀ କୃଷଚନ୍ଦ୍ର ପାତ୍ର

Angul News: ତାଳଚେର: ଓଡିଶା ପ୍ରଦେଶ ଭାରତୀୟ ଜନତା ପାର୍ଟିର ଭୀଷ୍ମ ପିତାମହ ପୂର୍ବତନ କେନ୍ଦ୍ରମନ୍ତ୍ରୀ ଡକ୍ଟର ଦେବେନ୍ଦ୍ର ପ୍ରଧାନଙ୍କୁ ତାଙ୍କର ତାଳଚେର ସ୍ଥିତ ବାସଭବନରେ ଓଡ଼ିଶା ସରକାରଙ୍କ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ଭେଟି…

Angul News: ଅନୁଗୋଳ ଫଟୋଗ୍ରାଫର ଆସୋସିଏସନ “ପା” ପକ୍ଷରୁ ବିଶ୍ୱ ଫଟୋଗ୍ରାଫି ଦିବସ ପାଳିତ

Angul News: ଅନୁଗୋଳ ରେ ଆୟୋଜିତ ହୋଇଛି ବିଶ୍ୱ ଫଟୋ ଗ୍ରାଫି ଦିବସ।ଅନୁଗୋଳ ଫଟୋଗ୍ରାଫର ଆସୋସିଏସନ “ପା” ର ପକ୍ଷରୁ ଏହି ଦିବସର ଆୟୋଜନ ହୋଇଥିଲା। ଏହି ଅବସରେ ମଧ୍ୟ “ପା” ର ୧୧ ତମ ବାର୍ଷିକ ଉତ୍ସବ ର ଆୟୋଜନ…