ବୀର ଯବାନ ରାଣାପ୍ରତାପଙ୍କୁ ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ତାଙ୍କର ଶେଷକୃତ୍ୟ ସମ୍ପନ୍ନ
ଅନୁଗୋଳ: ସ୍ତବ୍ଧ ହୋଇଯାଇଛି ବୀର ଯବାନଙ୍କ ଗାଁ । ଶହୀଦ ରାଣା ପ୍ରତାପ ଙ୍କ ଅକସ୍ମାତ ଦେହାନ୍ତ କୁ ସହଜରେ ଗ୍ରହଣ କରି ପାରୁନାହାନ୍ତି ଆତ୍ମୀୟସ୍ୱଜ୍ଵନ ।ସମସ୍ତ ଙ୍କୁ ଛାଡି ଚାଲି ଯାଇଥିବା ଶହୀଦ ରାଣା ପ୍ରତାପ ଦାସ ଙ୍କ ପାଇଁ…
