Tag: News in Odia

Dharmendra Pradhan: କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ତାଳଚେର ଗସ୍ତ ନେଇ ବିଜେପି ର ପ୍ରସ୍ତୁତି ବୈଠକ

Dharmendra Pradhan: ତାଳଚେର: କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଙ୍କର ଆସନ୍ତା ଜୁଲାଇ ୩ ତାରିଖ ରେ ତାଳଚେର ଗସ୍ତ କାର୍ଯ୍ୟକ୍ରମ ରହିଛି |କେନ୍ଦ୍ରମନ୍ତ୍ରୀ ପିଲାବେଳେ ପ୍ରଥମ ରୁ ପଞ୍ଚମ ଶ୍ରେଣୀ ପର୍ଯ୍ୟନ୍ତ ପାଠ ପଢିଥିବା ହାଣ୍ଡିଧୂଆଁ ୟୁପି ସ୍କୁଲ ର ଉର୍ନ୍ନତିକରଣ…

ଅନୁଗୁଳ ବିଧାୟକଙ୍କ କାର୍ଯ୍ୟାଳୟରେ ପ୍ରଧାନମନ୍ତ୍ରୀଙ୍କ ମନ କୀ ବାତ ଶୁଣିଲେ ସାଂସଦ ରୁଦ୍ର ନାରାୟଣ ପାଣି

Angul Khabar: ଅନୁଗୁଳ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଙ୍କର ପ୍ରତି ମାସ ଶେଷ ରବିବାର ଦିନ 11 ଟାରୁ 11.30 ପର୍ଯ୍ୟନ୍ତ ମନ କୀ ବାତ କାର୍ଯ୍ୟକ୍ରମ ବିଭିନ୍ନ ଗଣମାଧ୍ୟମ ରେ ପ୍ରଚାରିତ ହୋଇ ଆସୁଛି |ଏହାକୁ ଉତ୍ସୁକତାର ସହ ସବୁ…

ଆଜି ବିଶ୍ୱପ୍ରସିଦ୍ଧ ରଥଯାତ୍ରା, ଶୁଭେଚ୍ଛା ଜଣାଇଲା ଜିନ୍ଦଲ ଷ୍ଟିଲ

ଅନୁଗୋଳ: ପୁରୀରେ ଆଜି ରଥଯାତ୍ରା ଅନୁଷ୍ଠିତ ହେଉଛି। ଏଥିପାଇଁ ବଡ଼ଦାଣ୍ଡରେ ତିନି ରଥ ସିଂହଦ୍ୱାରରେ ଉପସ୍ଥିତ ଅଛନ୍ତି। ମହାପ୍ରଭୁଙ୍କ ବିଶ୍ୱପ୍ରସିଦ୍ଧ ଘୋଷଯାତ୍ରା ପାଇଁ ଜିନ୍ଦଲ ଷ୍ଟିଲ ଲିମିଟେଡ଼ ପକ୍ଷରୁ ଶୁଭେଚ୍ଛା ଜ୍ଞାପନ କରାଯାଇଛି। ସେପଟେ ଗତକାଲି ସନ୍ଧ୍ୟାରେ ଦକ୍ଷିଣ ମୋଡ଼ କରାଯାଇ…

ଅନ୍ତର୍ଜାତୀୟ ନିଶା ଦ୍ରବ୍ୟ ଅପବ୍ୟବହାର ଏବଂ ଅବୈଧ ଚାଲାଣ ବିରୋଧ ଦିବସ ୨୦୨୫ ପାଳିତ

ଅନୁଗୋଳ: ଜିଲ୍ଲା ପ୍ରଶାସନ, ଅନୁଗୋଳ ଦ୍ୱାରା ତା ୨୬.୦୬.୨୫ ରିଖ ଦିନ ଅନ୍ତର୍ଜାତୀୟ ନିଶା ଦ୍ରବ୍ୟ ଅପବ୍ୟବହାର ଏବଂ ଅବୈଧ ଚାଲାଣ ବିରୋଧ ଦିବସ ୨୦୨୫ ଅନୁଗୋଳ ଗାନ୍ଧୀ ମାର୍ଗ ସ୍ଥିତ ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିର ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ,…

2750 କୋଟିରୁ ଅଧିକ ମୂଲ୍ୟର ରେଳ ପ୍ରକଳ୍ପର ଶିଳାନ୍ୟାସ, ଉଦଘାଟନ ଏବଂ ରାଷ୍ଟ୍ର ଉଦ୍ଦେଶ୍ୟରେ ଉତ୍ସର୍ଗ କରିବେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ମାନ୍ୟବର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୨୦ ଜୁନ୍ ୨୦୨୫ରେ ଓଡ଼ିଶା ଗସ୍ତରେ ଆସିବେ। ଏହି ଗସ୍ତ ସମୟରେ ପ୍ରଧାନମନ୍ତ୍ରୀ 2750 କୋଟିରୁ ଅଧିକ ମୂଲ୍ୟର ଯୋଜନାଗୁଡ଼ିକର ଶିଳାନ୍ୟାସ, ଉଦଘାଟନ ଏବଂ ରାଷ୍ଟ୍ର ଉଦ୍ଦେଶ୍ୟରେ ଉତ୍ସର୍ଗ କରିବେ। ଏହି କାର୍ଯ୍ୟକ୍ରମ ‘ବିକଶିତ…

ଅନୁଗୋଳରେ ଏବିଭିପିର ସାମ୍ବାଦିକ ସମ୍ମିଳନୀ

ଅନୁଗୋଳ: ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ(ଏବିଭିପି) ଅନୁଗୋଳ ତରଫରୁ ସ୍ଥାନୀୟ ସରସ୍ଵତୀ ଶିଶୁ ମନ୍ଦିର, ଗନ୍ଧୀମାର୍ଗ ଠାରେ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଅଛି । ପ୍ରକାଶ ଥାଉ କି ଜୁନ ୫ରୁ ୮ ଚାରି ଦିନ ଧରି ବାରିପଦା ସ୍ଥିତ ସାଇ…

କେନ୍ଦ୍ର ସରକାରର 11 ବର୍ଷ ରାଜ୍ୟ ର ଏକ ବର୍ଷ ପୂର୍ତ୍ତି ଛେଣ୍ଡିପଦା ରେ ବିଜେପି ର ସଂକଳ୍ପ ସଭା

ଅନୁଗୁଳ :ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ନିର୍ବାଚନ ମଣ୍ଡଳୀ ର ଛେଣ୍ଡିପଦା ମଣ୍ଡଳ ରେ କେନ୍ଦ୍ର ମୋଦି ସରକାର ର 11 ବର୍ଷ ଓ ରାଜ୍ୟ ମୋହନ ସରକାର ର ଏକ ବର୍ଷ ଉପଲକ୍ଷେ ଏକ ସଂକଳ୍ପ ସଭା ମଙ୍ଗଳବାର ଦିନ ଅନୁଷ୍ଠିତ…

ଓଡିଶା ପ୍ରଦେଶ ବିଜେପି ର ପ୍ରଥମ ବିଧାୟକ ପ୍ରସନ୍ନ ପଟ୍ଟନାୟକଙ୍କ ଦେହାନ୍ତ, ଶ୍ରଦ୍ଧାଞ୍ଜଳି ଜଣାଇଲେ କାଳନ୍ଦି ସାମଲ

ତାଳଚେର :ବିଜେପି ର ଓଡିଶା ପ୍ରଦେଶ ର ପ୍ରଥମ ବିଧାୟକ ପ୍ରସନ୍ନ ପଟ୍ଟନାୟକ ଙ୍କର ଚିକିତ୍ସାଧୀନ ଅବସ୍ଥାରେ ଭୁବନେଶ୍ୱର ର ଏକ ଘରୋଇ ଡାକ୍ତରଖାନା ରେ ପରଲୋକ ହୋଇଯାଇଛି |ଏ ଖବର ମିଳିବା ପରେ ବିଜେପି ର ବରିଷ୍ଠ ନେତା କାଳନ୍ଦି…

ବନ୍ଧୁକ ତିଆରି ସାମଗ୍ରୀ ଜବତ, ଜଣେ ଗିରଫ

ରେଙ୍ଗାଳି ୨୬.୫ କଣିହାଁ ବ୍ଲକ ରେଙ୍ଗାଳି ପୋଲିସ ଆଜି ଏକ ଦେଶୀ ବନ୍ଧୁକ କାରଖାନା ଠାବ କରିଛି । ବନ୍ଧୁକ ତିଆରି ସାମଗ୍ରୀ ଜବତ କରିବା ସହ ଜଣେ ଅଭିଯୁକ୍ତକୁ ଗିରଫ କରି କୋର୍ଟ ଚାଲାଣ କରିଥିବା ଜଣାପଡିଛି। ପୋଲିସ ସୂତ୍ରରୁ…