Tag: News in Odia

ଭାରସାମ୍ୟ ହରାଇ ବ୍ରିଜରେ ପିଟିହେଲା ପିକଅପ ଭ୍ୟାନ, ଏକାଧିକ ଗୁରୁତର

ଅନୁଗୋଳ: ଅନୁଗୁଳ ଜିଲା ଠାକୁରଗଡ଼ ଥାନା ସାନହୁଲା ଠାରେ ଘଟିଛି ଏହି ସଡକ ଦୁର୍ଘଟଣା । ସୂଚନା ଅନୁଯାୟୀ ଆଜି ଏକ ଭୋଜି କାର୍ଯ୍ୟ ରେ ଯୋଗ ଦେବାପାଇଁ ଅନୁଗୁଳ ଜିଲା ପୁରୁଣା ମାଣିତ୍ରୀ ପଞ୍ଚାୟତ ଅନ୍ତ୍ରଗତ ଓଡ଼ସିଂଘା ଗ୍ରାମର କିଛି…

ବିଡିଓଙ୍କ ବିରୋଧରେ କମିଶନଙ୍କ କାର୍ଯ୍ୟାନୁଷ୍ଠାନ

ଅନୁଗୋଳ: ବହୁ ଚର୍ଚ୍ଚିତ ଅନୁଗୁଳ ଜିଲା କିଶୋରନଗର ବ୍ଲକ ର ବିଡ଼ିଓ ସ୍ୱରୂପାନନ୍ଦ ସାହୁ ଙ୍କ ବିରୁଦ୍ଧରେ ନିର୍ବାଚନ କମିଶନଙ୍କ ପକ୍ଷରୁ କାର୍ଯ୍ୟନୁଷ୍ଟାନ । ତ୍ରିସ୍ତରୀୟ ପଂଚାୟତ ନିର୍ବାଚନ ପ୍ରକ୍ରିୟା ରେ ଶ୍ରୀ ସାହୁ ଙ୍କୁ କୌଣସି ଦାଇତ୍ୱ ନ ଦେବା…

ନିଜ ସୁରକ୍ଷା ପାଇଁ ଥାନା ର ଦ୍ୱାରସ୍ଥ ହେଲେ ସମିତି ସଭ୍ୟ ପ୍ରାଥୀ

ଅନୁଗୋଳ: ଚଳିତ ତ୍ରିସ୍ତରୀୟ ନିର୍ବାଚନ ରେ ଢେଙ୍କାନାଳ ଜିଲା ମୋଟଙ୍ଗା ଥାନା ଅନ୍ତର୍ଗତ ଖଡକପ୍ରସାଦ ଗ୍ରାମର ଜ୍ୟୋତି ପ୍ରସାଦ ରାଉତ ନିଜ ସୁରକ୍ଷା ଦାବି କରିଛନ୍ତି। ଏହି ମର୍ମ ରେ ଆଜି ଶ୍ରୀ ରାଉତ ନିଜ ପରିବାର ଓ ସମର୍ଥକ ଙ୍କ…

କେନ୍ଦ୍ରାପଡ଼ାରେ ଜମୁଛି ନିର୍ବାଚନ ପ୍ରଚାର, ଜିଲ୍ଲା ପରିଷଦ ପ୍ରାର୍ଥିନୀ ଗୀତାଞ୍ଜଳିଙ୍କ ଜୋରଦାର ପ୍ରଚାର

କେନ୍ଦ୍ରାପଡ଼ା: ମତଦାନର ତାରିଖ ଯେତିକି ପାଖେଇ ଆସୁଛି, ପ୍ରଚାର ସେତିକି ଜୋର ଧରିବାରେ ଲାଗିଛି। ତେବେ ଜିଲ୍ଲାରେ ବିଜେଡ଼ି ପ୍ରାର୍ଥୀମାନେ ସେମାନଙ୍କର ପ୍ରଚାରକୁ ମଧ୍ୟ ଜୋର କରିଛନ୍ତି। ଜିଲ୍ଲାର ଜିଲ୍ଲା ପରିଷଦ ପ୍ରାର୍ଥିନୀ ଗୀତାଞ୍ଜଳି ଆଜି ନିଜ ଜୋନରେ ବୁଲି ପ୍ରଚାର…

ବିଚାର ବିଭାଗୀୟ ହାଜତ କୁ ଗଲେ ଗିରଫ ଯନ୍ତ୍ରୀ

ଅନୁଗୋଳ(ସୁବ୍ରତ ପଟ୍ଟନାଯକ): ବିଚାର ବିଭାଗୀୟ ହାଜତ କୁ ଗଲେ ଅନୁଗୁଳ ଜିଲା ତାଳଚେର ବ୍ଲକ ରେ କାର୍ଯ୍ୟରତ କନିଷ୍ଠ ଯନ୍ତ୍ରୀ ବିରଞ୍ଚି ନାରାୟଣ ସାହୁ । ଆଜି ଅନୁଗୁଳ ଭିଜିଲାନ୍ସ କୋର୍ଟ ରେ ଶ୍ରୀ ସାହୁ ଙ୍କ ପକ୍ଷରୁ ଜାମିନ ଆବେଦନ…

ବିଜୁ ଜନତା ଦଳର ମିଶ୍ରଣ ପର୍ବ

ଅନୁଗୋଳ(ସୁବ୍ରତ ପଟ୍ଟନାୟକ): ଅନୁଗୋଳ ବିଜୁ ଜନତା ଦଳ କାର୍ଯ୍ୟାଳୟଠାରେ ଅନୁଗୋଳ ନିର୍ବାଚନ ମଣ୍ଡଳୀ ବଅଁରପାଳ ବ୍ଲକ ଅନ୍ତର୍ଗତ ତୁଳସୀପାଳ ଗ୍ରାମ ପଞ୍ଚାୟତ ର ୫ ଜଣ ବିଜେପି କର୍ମୀ ଓଡିଶା ର ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକଙ୍କ ନୀତି ଆଦର୍ଶ…

ନାଲକୋ ମନ୍ଦିର ପ୍ରଶାସନ ପକ୍ଷରୁ ସାମୂହିକ ବ୍ରତ ପାଳିତ

ନାଲକୋ ନଗର,(ସୁବ୍ରତ ପଟ୍ଟନାୟକ):ନାଲକୋନଗର ମନ୍ଦିର କମିଟି ପକ୍ଷରୁ ଚଳିତ ବର୍ଷ ଚତୁର୍ଥ ଥର ପାଇଁ ମନ୍ଦିର ପ୍ରାଙ୍ଗଣ ରେ ସାମୂହିକ ବ୍ରତପନୟ କାର୍ଯ୍ୟକ୍ରମ ରବିବାର ଦିନ ଅନୁଷ୍ଠିତ ହୋଇଯାଇଛି।ନାଲକୋ ମନ୍ଦିର କମିଟି ର ସଭାପତିଙ୍କ ଅମ୍ବିକା ପ୍ରସାଦ ପଣ୍ଡାଙ୍କ ତତ୍ୟବଧାନରେ ଏଭଳି…

ଗୋରୁଚାଲାଣ ଗାଡ଼ିକୁ ମାଡ଼ିବସିଲେ ଯୁବକ, ଖସିଗଲେ ୩

ଅନୁଗୋଳ(ସୁବ୍ରତ ପଟ୍ଟନାୟକ): ଅନୁଗୋଳ ଜିଲ୍ଲା ପାଳଲହଡା ଥାନା ୪୯ ନମ୍ବର ଜୀତୀୟ ରାଜପଥ ବାଙ୍କଦର ନିକଟରୁ ଦୁଇଟି ଗୋରୁ ବୋଝେଇ ଟ୍ରକ କୁ ଜବତ କରାଯାଇଛି। ଜବତ କରିଛନ୍ତି ୟୁଥ ଫର ପାଳଲହଡା ଯୁବକମାନେ। ଆଜି ପାଖାପାଖି ୩ଟା ସମୟରେ ଦୁଇଟି…

ଜିଲ୍ଲୀସ୍ତରୀୟ ସାଧାରଣତନ୍ତ୍ର ଦିବସ ପାଳିତ

ଅନୁଗୋଳ(ସୁବ୍ରତ ପଟ୍ଟନାୟକ): ଅନୁଗୁଳରେ ଜିଲ୍ଲା ସ୍ତରୀୟ ୭୩ତମ ସାଧାରଣତନ୍ତ୍ର ଦିବସ ପାଳିତ ହୋଇ ଯାଇଛି। କୋଭିଡ଼ ନିୟମ ଅନୁସାରେ ନିରାଡ଼ମ୍ବର ଭାବେ ଏହା ପାଳିତ ହୋଇଥିଲା। ଆଇନ ମନ୍ତ୍ରୀ  ପ୍ରତାପ ଜେନା ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ପତାକା ଉତ୍ତୋଳନ…

ଅମୃତ ମହୋତ୍ସବ ଅବସରରେ ସୂର୍ଯ୍ୟ ନମସ୍କାର ଅନୁଷ୍ଠିତ

ଅନୁଗୁଳ(ସୁବ୍ରତ ପଟ୍ଟନାୟକ): 26 ଜାନୁଆରୀ 2022, ଗଣତନ୍ତ୍ର ଦିବସ ଅବସରରେ ସ୍ୱାଧୀନତା’ର 75ତମ ବର୍ଷପୂର୍ତ୍ତି – ଅମୃତ ମହୋତ୍ସବ 75 କୋଟି ସୂର୍ଯ୍ୟ ନମସ୍କାର କାର୍ଯ୍ୟକ୍ରମ ଆଜି ସ୍ଥାନୀୟ ବିଜୁ ମୈଦାନ ସ୍ଥିତ ସୂର୍ଯ୍ୟ ନମସ୍କାର ପ୍ରତିକୃତି ପ୍ରାଙ୍ଗଣରେ ଅନୁଷ୍ଠିତ ହୋଇଯାଇଛି…