Tag: News in Odia

ପୌର ନିର୍ବାଚନ: ଶକ୍ତି ପ୍ରଦର୍ଶନ କରୁଛନ୍ତି ବନ୍ଦିତା

ଭୁବନେଶ୍ୱର: ରାଜ୍ୟରେ ମ୍ୟୁନିସିପାଲିଟି ନିର୍ବାଚନ ପାଇଁ ସମସ୍ତ ରାଜନୈତିକ ଦଳର ପ୍ରାର୍ଥୀମାନେ ଜୋରସୋରରେ ପ୍ରଚାର ଅଭିଯାନ ଚଳାଇଛନ୍ତି । ହାତରେ ଆଉ ଦୁଇଦିନ। ଦୁଇ ଦିନ ପରେ ଥମିବ ପ୍ରଚାର । ତେବେ ଏହି କମ ସମୟକୁ ହାତ ଛଡ଼ା କରିବାକୁ…

CMC Municipal Election: ଦଳବଳ ସହ ଶକ୍ତି ଦେଖାଇଲେ Suchismita

କଟକ: ପୌର ନିର୍ବାଚନର ପ୍ରଚାରକୁ ହାତରେ ଆଉ ଦିନଟିଏ । ଏଥିପାଇଁ ଭୋଟରଙ୍କ ମନ ଜିଣିବାକୁ ଜୋର ଲଗାଇ ଦେଇଛନ୍ତି ପ୍ରାର୍ଥୀମାନେ। ଏହି କ୍ରମରେ କଟକ ମୁନିସିପାଲିଟି କର୍ପୋରେସନର ୫୯ ନମ୍ବର ଓ୍ୱାର୍ଡର କର୍ପୋରେଟର ପ୍ରାର୍ଥିନୀ ସୁଚିସ୍ମିତା ସାହୁ ପ୍ରଚାରକୁ ଜୋରଦାର…

ଚିରାଚରିତ ରାଜନୀତିର ବିଚାରଧାରାକୁ ବଦଳାଇବୁ: ବନ୍ଦିତା

ଭୁବନେଶ୍ୱର: ଚିରାଚରିତ ରାଜନୀତିର ଧାରାରେ ଆମେ ନାହୁଁ । କୌଣସି ରାଜନୈତିକ ଉଦ୍ଦେଶ୍ୟ ରଖି ଆମେ ନିର୍ବାଚନ ମଇଦାନକୁ ଆସିନାହୁ। ଏସବୁର ଉର୍ଦ୍ଧ୍ୱରେ ରହି ଲୋକଙ୍କ ସେବା କରିବା ଆମର ଲକ୍ଷ୍ୟ ବୋଲି କହିଛନ୍ତି ୩୭ ନମ୍ବର ଓ୍ୱାର୍ଡର ସ୍ୱାଧୀନ ପ୍ରାର୍ଥିନୀ…

ଦନ୍ତାର ମୃତଦେହ ଉଦ୍ଧାର

ଅନୁଗୋଳ: ଦନ୍ତାର ଅସ୍ୱାଭାବିକ ଭାବେ ମୃତ୍ୟୁ । ଅନୁଗୁଳ ବନଖଣ୍ଡ କରତପଟା ସେକ୍ସନ ର ଡଙ୍ଗାପାଳ ରେ ଏକ ଦନ୍ତାହାତୀ ର ମୃତ ଦେହ ଠାବ ହୋଇଛି । ମୃତ ହାତୀ ଟି ର ବୟସ ପାଖାପାଖି ୧୨ ବର୍ଷ ହେବ…

ଅନୁଗୋଳ ବିଜେଡ଼ିରେ ଘଡିକେ ଘୋଡ଼ା ଛୁଟୁଛି, ପ୍ରାର୍ଥିତ୍ୱକୁ ନେଇ ତେଜୁଛି ଅନ୍ତଃକନ୍ଦଳ

ଅନୁଗୋଳ (ଶୁଭଲକ୍ଷ୍ମୀ ଦାସ): ନିକଟରେ କଂଗ୍ରେସର ହେବିଓ୍ବେଟ ତଥା ପୂର୍ବତନ ନଗରପାଳ ଅକ୍ଷୟ ସାମନ୍ତ କଂଗ୍ରେସ ଛାଡି ବିଜେଡି ଶିବିରରେ ନିଜ ସମର୍ଥକଙ୍କୁ ନେଇ ସାମିଲ ହେବା ପରେ ବିଜେଡି ଶିବିରରେ ଏକ ପ୍ରକାର କମ୍ପନ ଦେଖାଦେଇଛି । ବିଶେଷ ଭାବେ…

ଶିକ୍ଷକ ଅଭାବ ଥିବାରୁ ସ୍କୁଲ୍ ଫାଟକରେ ତାଲା ପକାଇଲେ ଗ୍ରାମବାସୀ

ଅନୁଗୋଳ(ସୁବ୍ରତ ପଟ୍ଟନାୟକ): ସରକାର ବିଦ୍ୟାଳୟର ଉନ୍ନତୀ ପାଇଁ ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ କରୁଛନ୍ତି। କିନ୍ତୁ ଶିକ୍ଷକ ଅଭାବ ଥିବାରୁ ଛାତ୍ର ଛାତ୍ରୀ ପାଠ ପଢିବା ପାଇଁ ଅସୁବିଧା ହଉଛି। ଏମିତି ଏକ ଘଟଣା ଦେଖିବାକୁ ମିଳିଛି ଅନୁଗୋଳ ବ୍ଲକ ଅନ୍ତର୍ଗତ…

NH ୫୫ ଦୂରାବସ୍ଥା: ସାଂସଦଙ୍କ ଆହ୍ୱାନରେ ତେଜିଲା ଆନ୍ଦୋଳନ

ଅନୁଗୋଳ(ସୁବ୍ରତ ପଟ୍ଟନାୟକ): ବଅଁରପାଳ ଠାରୁ ଅନୁଗୋଳ ପର୍ଯ୍ୟନ୍ତ ଜାତୀୟ ୫୫ ନମ୍ବର ରାଜପଥ ଦୂର ବସ୍ତା ନେଇ ଅଞ୍ଚଳ ବାସୀ ବାରମ୍ବାର ଆନ୍ଦଳନ କରାଯାଉଥିବା ବେଳେ ପ୍ରଶାସନ ଉଚିତ୍ ପଦକ୍ଷେପ ନ ଦେବାରୁ ରୁ ବିଫଳ ହୋଇଛି। ଗତ ୬ ବର୍ଷ…

ବିଜେଡ଼ିରୁ ବିିତାଡ଼ିତ ଛେଣ୍ଡିପଦା ପଞ୍ଚାୟତ ସମିତି ଅଧ୍ୟକ୍ଷ

ଅନୁଗୋଳ: ପଞ୍ଚାୟତ ନିର୍ବାଚନରେ ବାଜି ମାରିଛି ବିଜେଡି । ଦଳ ବିଜୟ ଉତ୍ସବ ପାଳୁଥିବା ବେଳେ ନିଲମ୍ବିତ ହୋଇଛନ୍ତି ଛେଣ୍ଡିପଦା ଅଧ୍ୟକ୍ଷ । ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ପଞ୍ଚାୟତ ସମିତି ଅଧ୍ୟକ୍ଷ ବିଜେଡିରୁ ନିଲମ୍ବିତ ହୋଇଛନ୍ତି । ଦଳ ବିରୋଧୀ କାର୍ଯ୍ୟ…

ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ୫ ମୃତ

ଅନୁଗୋଳ (ସୁବ୍ରତ ପଟ୍ଟନାୟକ): ଗତକାଲି ବିଳମ୍ବିତ ରାତିରେ ଅନଗୁଳ ଜିଲ୍ଲା ପାଳଲହଡା ବ୍ଲକ ଖମାର ଥାନା ଅନ୍ତର୍ଗତ ୧୪୯ ନମ୍ବର ଜାତୀୟ ରାଜପଥ କଣ୍ଟିଆପାସି ଛକ ନିକଟରେ ମର୍ମନ୍ତୁଦ ସଡକ ଦୁର୍ଘଟଣାରେ ୫ ଜଣଙ୍କର ମୃତ୍ୟୁ ଘଟିଛି। ମୃତକ ମାନେ ହେଲେ…

ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଯକ୍ଷ୍ମା ଏବଂ COVID ତାଲିମ୍ କାର୍ଯ୍ୟକ୍ରମ ଅନୁଷ୍ଠିତ

ଭୁବନେଶ୍ୱର: ଏନଟିଇପି ଓ ପିରାମଲ ସ୍ୱାସ୍ଥ୍ୟ ଆନୁକୁଲ୍ୟରେ ବୁଧବାର ଦିନ ରାୟଗଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଯକ୍ଷ୍ମା ରୋଗ ସମ୍ବନ୍ଧୀୟ ଶିବିର ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଡ. ଲାଲମୋହନ ରାଉତରାୟଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି। ଏଥିରେ ଯୋଗ ଦେଇ ଡାଃ…