ମମିତାଙ୍କୁ ନ୍ୟାୟ ଦାବିରେ ଏସୟୁସିଆଇର ଆନ୍ଦୋଳନ
ଅନୁଗୁଳ: ଅଧକ୍ଷା ମମିତା ମେହେରଙ୍କ ହତ୍ୟାକାଣ୍ଡର ବିଚାର ଫାଷ୍ଟଟ୍ରାକ କୋର୍ଟରେ ତ୍ୱରିତ କରାଯାଇ ସମ୍ପୃକ୍ତ ସମସ୍ତ ଅପରାଧୀମାନଙ୍କୁ ଦୃଷ୍ଟାନ୍ତ ମୂଳକ ଦଣ୍ଡ ଦେବା, ଦାୟିତ୍ୱ ପାଳନରେ ଅବହେଳା କରିଥିବା ପୋଲିସ କର୍ମଚାରୀଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା, ଶିକ୍ଷାନୁଷ୍ଠାନ କର୍ମକ୍ଷେତ୍ରରେ କାର୍ଯ୍ୟରତ…