ଓଡିଶା ସମବାୟ କର୍ମଚାରୀ ମହାସଂଘ କାର୍ଯ୍ୟକର୍ତ୍ତାଙ୍କ ଧାରଣା
ଅନୁଗୁଳ: ପାଞ୍ଚ ଦଫା ଦାବି ପୂରଣ ଦାବିରେ ଓଡିଶା ସମବାୟ କର୍ମଚାରୀ ମହାସଂଘ ଅନୁଗୁଳ ଶାଖା ପକ୍ଷରୁ ସ୍ଥାନୀୟ ଅନୁଗୁଳ ସଂଯୁକ୍ତ ସମବାୟ ବ୍ୟାଙ୍କ ପରିସରରେ ସଂଘ କାର୍ଯ୍ୟକର୍ତ୍ତାଙ୍କ ଧାରଣା । ବିଶେଷ ଭାବେ ଓଡ଼ିଶାର ସମବାୟ ସମିତି ଓ ଲ୍ୟାମ୍ପସ…