Tag: Local News

ଆଡ଼ଭାନ୍ସ ଲାଇଫ ସପୋର୍ଟ ଆମ୍ବୁଲାନ୍ସ ଲୋକାର୍ପିତ

ଅନୁଗୋଳ: ଅନୁଗୋଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପରିସରରେ ଓଡିଶା ବିଧାନସଭା ଉପ-ବାଚସ୍ପତି ତଥା ଅନୁଗୋଳ ବିଧାୟକ ରଜନୀକାନ୍ତ ସିଂହ ଏକ ନୂତନ ଆଡ଼ଭାନ୍ସ ଲାଇଫ ସପୋର୍ଟ ଆମ୍ବୁଲାନ୍ସ ଲୋକାର୍ପଣ କରିଛନ୍ତି। ଏହି ଅତ୍ୟାଧୁନିକ ଆମ୍ବୁଲାନ୍ସଟି ଶ୍ରୀ ସିଂହ ବିଧାୟକଙ୍କ ଆଞ୍ଚଳିକ ଉନ୍ନୟନ…

ହାତୀ ପାଦ ତଳେ ଗଲା ଜୀବନ

ଅନୁଗୋଳ: ହାତୀ ଆକ୍ରମଣରେ ବଅଁରପାଳ ବ୍ଲକ୍ ଅନ୍ତର୍ଗତ ଗଡସନ୍ତ୍ରୀ ପଞ୍ଚାୟତ ନଳଚନ୍ଦ୍ରପୁର ଗ୍ରାମରେ ଜଣେ ବୃଦ୍ଧଙ୍କର ମୃତ୍ୟୁ ଘଟିଛି। ମୃତ ବ୍ୟକ୍ତି ଜଣଙ୍କ ହେଲେ ସେଇ ଗ୍ରାମର ଧନେଶ୍ଵର ଭୁକ୍ତା। ହାତୀ ଆକ୍ରମଣରେ ଗୋଟିଏ ବାଛୁରୀର ମଧ୍ୟ ମୃତ୍ୟୁ ଘଟିଛି। ଗତ…

ଆସନ୍ତା ୯ରେ ବିଧାନସଭା ଘେରିବ ବିଜେପି ଯୁବମୋର୍ଚ୍ଚା

ଅନୁଗୋଳ: ଶିକ୍ଷୟତ୍ରୀ ମମିତା ମେହେର ଙ୍କ ହତ୍ୟା ଘଟଣାରେ ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ସମ୍ପୃକ୍ତି ଥିବା ଦର୍ଶାଇ ତାଙ୍କ ବହିଷ୍କାର ଦାବିରେ ଆସନ୍ତା ୯ତାରିଖରେ ବିଜେପି ଯୁବମୋର୍ଚା ବିଧାନସଭା ଘେରାଉ କରିବ। ସାରା ରାଜ୍ୟରୁ ହଜାର ହଜାର ସଂଖ୍ୟାରେ ଯୁବ ମୋର୍ଚ୍ଚା…

ଅନୁଗୋଳ ଜିଲ୍ଲା କଂଗ୍ରେସ କମିଟିର ସମ୍ବର୍ଦ୍ଧନା ଉତ୍ସବ ସହ ଜିଲ୍ଲା କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ

ଅନୁଗୋଳ : ଶୁକ୍ରବାର ପୂର୍ବାହ୍ନରେ ସ୍ଥାନୀୟ କଂଗ୍ରେସ ଭବନଠାରେ ଅନୁଗୋଳ ଜିଲ୍ଲା କଂଗ୍ରେସ କମିଟିର ସମ୍ବର୍ଦ୍ଧନା ଉତ୍ସବ ସହ ଜିଲ୍ଲା କାର୍ଯ୍ୟକାରିଣୀ ବୈଠକ ଜିଲ୍ଲା ସଭାପତି ବିପ୍ଲବ ଜେନାଙ୍କ ସଭାପତିତ୍ବରେ ଅନୁଷ୍ଠିତ ହୋଇଯାଇଛି। ଉକ୍ତ ଉତ୍ସବରେ ନବ ନିଯୁକ୍ତ ପର୍ଯ୍ୟବେକ୍ଷକ ବିଶ୍ୱ…

କିଶାନ ଗୋଷ୍ଠୀ କର୍ମଶାଳା ଅନୁଷ୍ଠିତ

ଅନୁଗୋଳ: କୃଷି ଦ୍ୱାରା କୃଷକ କିଭଳି ହୋଇପାରିବେ ଆର୍ଥିକ ଦୃଷ୍ଟି କୋଣରୁ ଦ୍ୱିଗୁଣିତ ଲାଭବାନ ସେ ନେଇ ଏକ କର୍ମଶାଳା ଅନୁଗୁଳ ଜିଲା ର ତାଳଚେର ତାଳବେଡାସ୍ଥିତ ପିଏମଆଇଟି ପରିସର ରେ ଅନୁଷ୍ଠିତ ହୋଇଯାଇଛି । କେବଳ ପାରମ୍ପରିକ ଚାଷ ନୁହେଁ…

ତାଳଚେର-ବିମଳାଗଡ଼ ରେଳପଥର ବାରୁଆଁ ଟନେଲର କାର୍ଯ୍ୟ ସମାପନ

ଅନୁଗୁଳ: ଅନୁଗୁଳ ଜିଲ୍ଲା ସମଲ ଥାନା ଅନ୍ତର୍ଗତ ବାରୁଆଁ ପାହାଡ଼ ଟନେଲ ନିକଟରେ ପୁର୍ବତଟ ରେଳପ୍ରକଳ୍ପ ତରଫରୁ ଏକ ସାମ୍ବାଦିକ ସମ୍ମିଳନୀର ଆୟୋଜନା କରାଯାଇଥିଲା। ଆହୁତ ଏହି ସାମ୍ବାଦିକ ସମ୍ମିଳନୀରେ ପୂର୍ବତଟ ରେଳବାଇର ଉପମୁଖ୍ୟ ଯନ୍ତ୍ରୀ ଶ୍ରୀ ସନ୍ତୋଷ କୁମାର ତରାଇ,ଯନ୍ତ୍ରୀ…

ବାରମ୍ବାର ଖଣି ବନ୍ଦକୁ ତୀବ୍ର ବିରୋଧ ଓ ନିନ୍ଦା

ଅନୁଗୋଳ: ବିଶେଷ ଭାବେ ଗତ ଦୁଇ ଦିନ ହେବ ତାଳଚେର ଅଞ୍ଚଳରେ ବିଭିନ୍ନ ଖଣି କୁ ବନ୍ଦ କରାଯାଇଛି । ଫଳରେ ଜାତୀୟ ସମ୍ପତ୍ତି ନଷ୍ଟ ହେବା ସହ ବ୍ୟାପକ ରାଜସ୍ୱ କ୍ଷତି ହେଉଥିବା ନେଇ ଅଭିଯୋଗ କରିଛନ୍ତି ରାଜ୍ୟ ବିଜେପି…

ଅନୁଗୋଳ ଓକିଲ ସଂଘ ତରଫରୁ ଓଡ଼ିଶା ଉଚ୍ଚ ନ୍ୟାୟାଳୟର ନ୍ୟାୟଧିଶ ଶଶିକାନ୍ତ ମିଶ୍ରଙ୍କୁ ଭବ୍ୟ ସ୍ଵାଗତ

ଆଜି ତା ୨୭.୧୧.୨୦୨୧ ରିଖ ସକାଳ ୧୦ ଘଟିକା ବେଳେ ଅନୁଗୋଳ ଓକିଲ ସଂଘ ର ଅନୁରୋଧ କ୍ରମେ ଅନୁଗୋଳ ଜିଲ୍ଲା ନ୍ୟାୟାଳୟ ପରିସର ରେ ସମସ୍ତ ଓକିଲ ଏବଂ ଜିଲ୍ଲା ନ୍ୟାୟାଳୟ ର ସମସ୍ତ ବିଚାରପତି ଗଣ ଙ୍କ ଉପସ୍ଥିତି…

ରନ୍ଧନ ଗ୍ୟାସର ଦର ବୃଦ୍ଧିକୁ ବିରୋଧ କରି ବିଜେଡିର ପ୍ରତିବାଦ

ଅନୁଗୋଳ: ରନ୍ଧନ ଗ୍ୟାସର ଅହେତୁକ ଦର ବୃଦ୍ଧିକୁ ବିରୋଧ। ଏହି କ୍ରମରେ ଆଜି ଉଭୟ ଅନୁଗୁଳ ପୌରପାଳିକା ଓ ବ୍ଲକ କାର୍ଯ୍ୟଳୟ ସମୁଖରେ ମହିଳା , ଛାତ୍ର ଓ ଯୁବ ବିଜେଡି ପକ୍ଷରୁ ପ୍ରତିବାଦ ସଭା ଅନୁଷ୍ଠିତ ହୋଇଯାଇଛି । ପୌରପାଳିକା…

ନବକୃଷ୍ଣ ଚୌଧୂରୀଙ୍କ ୧୨୦ତମ ଜନ୍ମଜୟନ୍ତୀ ପାଳିତ

ଅନୁଗୁଳ: ଜନନାୟକ ନବକୃଷ୍ଣ ଚୋଧୁରୀଙ୍କ ୧୨୦ତମ ଜନ୍ମ ଜୟନ୍ତୀ ଓ ବାଜିରାଉତ ଛାତ୍ରାବାସର ୭୫ ବର୍ଷ ଉପଲକ୍ଷେ ଅମୃତ ମହୋତ୍ସବ ବାଜି ରାଉତ ଛାତ୍ରାବାସ ଓ ଉତ୍କଳ ନବଜୀବନ ମଣ୍ଡଳ ପକ୍ଷରୁ ଅନୁଗୁଳ ଠାରେ ଆୟୋଜିତ ହୋଇଥିଲା । ଏହି ଅବସରରେ…