Tag: Local News

ସେନା ହେଲିକପ୍ଟର କ୍ରାସ୍‌ରେ ଓଡ଼ିଆ ପୁଅ ରାଣାଙ୍କ ନିଧନ

ଅନୁଗୋଳ: ତାମିଲନାଡୁରେ ସେନା ହେଲିକପ୍ଟର କ୍ରାସ୍‌ରେ ମୃତ୍ୟୁବରଣ କରିଥିବା ଯବାନଙ୍କ ମଧ୍ୟରେ ରହିଛନ୍ତି ଜଣେ ଓଡ଼ିଆ ଯବାନ। ସେ ହେଲେ ଅନୁଗୋଳ ଜିଲା ତାଳଚେର କଣ୍ଢାଳ ପଞ୍ଚାୟତ କୃଷ୍ଣଚନ୍ଦ୍ରପୁର ଗାଁର ଶ୍ରୀବତ୍ସ ଦାସଙ୍କ ପୁଅ ରାଣା ପ୍ରତାପ ଦାସ। ଯାହାଙ୍କ ନିଧନ…

ସଂଜୀବ ସାହୁଙ୍କ ନେତୃତ୍ୱରେ ଶତାଧିକ ଚାଷୀଙ୍କ ବ୍ଲକ କାର୍ଯ୍ୟଳୟରେ ବିକ୍ଷୋଭ ପ୍ରଦର୍ଶନ

ଅନୁଗୋଳ: ଚଳିତ ବର୍ଷ ଅନୁଗୁଳ ଜିଲା କିଶୋରନଗର ବ୍ଲକ ଅଞ୍ଚଳରେ ପ୍ରାୟ ୭୫ ଭାଗ ସ୍ୱଳ୍ପ ବୃଷ୍ଟିପାତ ହୋଇଛି । ଫଳରେ ସମ୍ପୃକ୍ତ ଅଞ୍ଚଳରେ ମରୁଡି ପରିସ୍ଥିତି ଦେଖାଦେଇଛି । ବାରମ୍ବାର ଏନେଇ ସରକାରୀ କଳ ର ଦୃଷ୍ଟି ଆକର୍ଷଣ ସତ୍ତ୍ୱେ…

ଆଖୁ ଖାଇବାକୁ ଆସି ଫଶିଗଲା ଭାଲୁ, ବନବିଭାଗ ସାହାଯ୍ୟରେ ଉଦ୍ଧାର, ଦେଖନ୍ତୁ ଭିଡ଼ିଓ

ଅନୁଗୁଳରେ ଆଖୁ ଖାଇବାକୁ ଆସି ଫଶିଗଲା ଭାଲୁ । ଛେଣ୍ଡିପଦାର ଝିଣ୍ଟିପାଳ ଗାଁରେ କାଲି ରାତିଠୁ କୂଅରେ ଭାଲୁଟି ପଡ଼ିଯାଇଥିବା କୁହାଯାଉଛି । ଆଜି ସକାଳୁ ଭାଲୁକୁ ଗ୍ରାମବାସୀ ଦେଖିବା ପରେ ବନବିଭାଗକୁ ସୂଚନା ଦେଇଥିଲେ। ଓ ପରେ ପରେ ଉଭୟ…

ହୋଣ୍ଡା ବିଗ୍ ଉଇଙ୍ଗ ଶୋ ରୁମ ଉଦଘାଟିତ

ଅନୁଗୁଳ : ଅନୁଗୁଳ ସହର ଉପକଣ୍ଠ ପଞ୍ଚମହଲାଠାରେ ହୋଣ୍ଡା ମୋଟର ସାଇକେଲ ଆଣ୍ଡ ସ୍କୁଟର ଇଣ୍ଡିଆର ପ୍ରତିଖିତ ଆର୍ଷଣୀୟ ହୋଣ୍ଡା ବିଗ୍ ଉଇଙ୍ଗ ଶୋ ରୁମ ସୋମବାର ଉଦଘାଟିତ ହୋଇଯାଇଛି। ଏଥିରେ ମୁଖ୍ୟ ଅତିଥିଭାବେ ରମେଶଚନ୍ଦ୍ର ବାମଲିଆ ଓ ଲକ୍ଷ୍ମୀଦେବୀ ଅଗ୍ରୱାଲ…

ଓଡ଼ିଶାର ଦ୍ଵିତୀୟ ବୃହତ୍ତମ ନଦୀ ବ୍ରାହ୍ମଣୀ ପ୍ରାକୃତିକ ଗତିପଥକୁ ଠିକା ସଂସ୍ଥା ଓ ବାଲିମାଫିଆ ବଦଳାଉଥିବା ଅଭିଯୋଗ

ଅନୁଗୋଳ (ସୁବ୍ରତ ପଟ୍ଟନାୟକ): ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ତହସିଲ ଅଞ୍ଚଳରେ ବ୍ରାହ୍ମଣୀ ନଦୀ ର ଗତି ପଥ ବଦଳାଉଛନ୍ତି ଠିକା ସଂସ୍ଥା ଓ ବାଲିମାଫିଆ ।ସବୁ ଜାଣି ନଜାଣିଲା ପରି ଚୁପ୍ ବସିଛି ସ୍ତାନୀୟ ତହସିଲ୍ ପ୍ରଶାସନ।ନଜରର ପକାନ୍ତୁ ପରଜଙ୍ଗ ତହସିଲ…

ପଂଚାୟତ ହାଇସ୍କୁଲର ୧୦ ଛାତ୍ରୀ କରୋନା ସଂକ୍ରମିତ

ଅନୁଗୋଳ: ଜିଲା ଛେଣ୍ଡିପଦା ବ୍ଲକ ପଂଚାୟତ ହାଇସ୍କୁଲ ର ପ୍ରାୟ ୧୦ ଜଣଛାତ୍ରୀ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ହଷ୍ଟେଲ ରହୁଥିବା ପ୍ରାୟ ୭୨ ଜଣ ଙ୍କ ସ୍ୱାବ ସଂଗ୍ରହ କରି ପରୀକ୍ଷା କରାଯିବା ପରେ ସେଥିମଧ୍ୟରୁ ୧୦ ଜଣ…

ଚିରନିଦ୍ରାରେ ଶତାୟୁ ଶିକ୍ଷକ

ଭୁବନେଶ୍ବର: ଚିରନିଦ୍ରାରେ ଶତାୟୁ ଶିକ୍ଷକ। କୋରୋନାରେ ସଂକ୍ରମିତ ହୋଇ ଆଜି ଶେଷ ନିଶ୍ବାସ ତ୍ୟାଗ କରିଛନ୍ତି ଯାଜପୁରର ପଦ୍ମଶ୍ରୀ ଶତାୟୁ ନନ୍ଦ କିଶୋର ପୃଷ୍ଟି। ମୃ୍ତ୍ୟୁ ବେଳକୁ ତାଙ୍କୁ ୧୦୨ ବର୍ଷ ବୟସ ହୋଇଥିଲା। କୋରୋନା ସଂକ୍ରମିତ ହୋଇ ଭୁବନେଶ୍ବରର ଏକ…

ପ୍ରଶାସନ ଆକ୍ରୋଶର ଶିକାର ଆଇନଜୀବୀ ସଞ୍ଜୀବ

ଅନୁଗୋଳ: ସୋସିଆଲ ମିଡ଼ିଆରେ ପ୍ରଶାସନ ବିରୁଦ୍ଧରେ ମନ୍ତବ୍ୟ ଦେବା ପଡିଲା ମହଙ୍ଗା । ଲଗାତାର ଭାବେ ଅନୁଗୁଳ ଜିଲା ପ୍ରଶାସନ ର ମନମୁଖୀ କାର୍ଯ୍ୟ , ଦୁର୍ନୀତି ସଂକ୍ରନ୍ତୀୟ ପୋଷ୍ଟ କରି ଏବେ ଅନୁଗୁଳରେ କାର୍ଯ୍ୟରତ ଜଣେ ସାମ୍ବାଦିକ ତଥା ଆଇନଜୀବୀଙ୍କୁ…

ଯାଞ୍ଚ ଜାରି ରଖିବାକୁ ମହାରାଷ୍ଟ୍ର ପୋଲିସକୁ ନିର୍ଦ୍ଦେଶ, ପରମବୀରଙ୍କ ବିରୋଧ ଦାଖଲ ହେବନି ଚାର୍ଜସିଟ

ମୁମ୍ବାଇ: ମୁମ୍ବାଇର ପୂର୍ବତନ ପୋଲିସ କମିଶନର ପରମବୀର ସିଂହ ମାମଲାର ଶୁଣାଣି କରି ସଲିସିଟର ଜେନେରାଲ ସିବିଆଇ ସମକ୍ଷରେ ଯୁକ୍ତ ବାଢିଛନ୍ତି। ସେ କହିଛନ୍ତି କି ଆମ ପାଖରେ ବର୍ତ୍ତମାନ ପକ୍ଷ ରଖିବା ପାଇଁ କୌଣସି ପ୍ରକାର ଦସ୍ତାବିଜ ନାହିଁ। ସେହିପରି…

ରାଜ୍ୟର ମୁଁ ଏକ ନମ୍ବର ନେତା: କ୍ୟାପଟେନ ଅମରିନ୍ଦର ସିଂ

ଚଣ୍ଡିଗଡ଼: ପଞ୍ଜାବର ପୂର୍ବତନ ସିଏମ କ୍ୟାପଟେନ ଅମରିନ୍ଦର ସିଂ ସୋମବାର ଦିନ ଚଣ୍ଡିଗଡ଼ର ସେକ୍ଟର 9 ରେ ପଞ୍ଜାବ ଲୋକ କଂଗ୍ରେସ କାର୍ଯ୍ୟାଳୟ ଆରମ୍ଭ କରିଛନ୍ତି। ଏହା ପରେ ଏକ ଦୃଢ ମନୋଭାବ ଦେଖାଇ ଅମରିନ୍ଦର କହିଛନ୍ତି ଯେ ନିର୍ବାଚନର ସ୍ୱଳ୍ପ…