Tag: Local News

Exclusive: ପ୍ରାର୍ଥୀଙ୍କ ଦୁଇଟି ତାଲିକାକୁ ନେଇ ଦ୍ଵନ୍ଦ୍ୱ

ଅନୁଗୁଳ(ସୁବ୍ରତ ପଟ୍ଟନାୟକ): ଅନୁଗୁଳ ଜିଲ୍ଲା ପାଳଲହଡା ବ୍ଲକ କାର୍ଯ୍ୟଳୟ ରେ ପ୍ରାଥୀ ଙ୍କ ଦୁଇଟି ପୃଥକ ପୃଥକ ତାଲିକା କୁ ନେଇ ଦ୍ଵନ୍ଦ ଦେଖା ଦେଇଛି ।ଆଜି ରବିବାର ସତ୍ତ୍ୱେ ନିର୍ବାଚନ ଦାଇତ୍ୱ ରେ ଥିବା ବ୍ଲକ ଉନ୍ନୟନ ଅଧିକାରୀ ଙ୍କ…

ଆଠମଲ୍ଲିକ ୭ନମ୍ବର ଯୋନ ଜିଲ୍ଲା ପରିଷଦ ପ୍ରାର୍ଥୀଙ୍କ ନୋମିନେସନ ଖାରଜ କରିବାକୁ ଉପଜିଲ୍ଲାପାଳଙ୍କୁ ଦରଖାସ୍ତ

ଅନୁଗୁଳ(ସୁବ୍ରତ ପଟ୍ଟନାୟକ): ଅନୁଗୁଳ ଜିଲ୍ଲା ଆଠମଲ୍ଲିକ ନିର୍ବାଚନ ମଣ୍ଡଳୀ ର ୭ନମ୍ବର ଜିଲ୍ଲା ପରିଷଦ ଜୋନ ର ବିଜେଡି ପ୍ରାର୍ଥିନୀ ବବିତା କର୍ଣ୍ଣଙ୍କର ତିନୋଟି ସନ୍ତାନ ଥିବାରୁ ସେ ଓଡିଶା ଗ୍ରାମ ପଞ୍ଚାୟତ ଆଇନ ୨୫ ଭି ଅନୁସାରେ ପ୍ରତିଦ୍ୱନ୍ଦିତା କରିବା…

ଘଡ଼ିଆଳଙ୍କ ସୁରକ୍ଷା ପାଇଁ ମହାନଦୀ ରେ ଲାଗିଲା ଚେନ ଗେଟ

ଅନୁଗୁଳ(ସୁବ୍ରତ ପଟ୍ଟନାୟକ): ସାତକୋଶିଆ ଗଣ୍ଡ ତଥା ମହାନଦୀର ପ୍ରଖର ଜଳରାଶିରେ ଲାଗିଲା ଚେନ ଗେଟ । ବିଶେଷ ଭାବେ ଘଡ଼ିଆଳଙ୍କ ସୁରକ୍ଷା ଦୃଷ୍ଟିକୋଣରୁ ଏହି ଚେନ ଗେଟର ବ୍ୟବସ୍ଥା କରାଯାଇଛି । ଫଳରେ ଗଣ୍ଡ ଜଳରେ ଏବେ ମାଛ ମାରିବା ଓ…

ଗାଁ କୁ ରାସ୍ତା ନଥିବାରୁ ଗୋଟେ କିଲୋମିଟର ଷ୍ଟ୍ରେଚର ରେ ବୁହା ହେଲେ ଗର୍ଭବତୀ ମହିଳା

ଅନୁଗୋଳ(ସୁବ୍ରତ ପଟ୍ଟନାୟକ): ଗାଁକୁ ସଠିକ ରାସ୍ତା ନଥିବାରୁ ଠିକଣା ସ୍ଥାନରେ ପହଞ୍ଚି ପାରିଲା ନାହିଁ ୧୦୮ ଆମ୍ବୁଲାନ୍ସ। ଆଉ ଶେଷରେ ଗର୍ଭ ଯନ୍ତ୍ରଣାରେ ଛଟପଟ, ଷ୍ଟ୍ରେଚରରେ ଗୋଟେ କିଲୋମିଟର ବୁହା ହେଲେ ଗର୍ଭବତୀ ମହିଳା। ଅନୁଗୋଳ ଜିଲ୍ଲା ପାଳଲହଡା ବ୍ଲକ ସଇଡା…

ଓଡିଶା ଅଭିଭାବକ ମହାସଂଘର ବୈଠକ, ଶିକ୍ଷା ବିନା ପ୍ରଗତି ଅସମ୍ଭବ

ଅନୁଗୋଳ, (ସୁବ୍ରତ ପଟ୍ଟନାୟକ): ଓଡିଶା ଅଭିଭାବକ ମହାସଂଘ ଏକ ସାମ୍ବାଦିକ ସମ୍ବିଳନୀ ଅନୁଗୁଳଠାରେ ଆୟୋଜିତ ହୋଇଯାଇଛି । ଏହି ଅବସରରେ ସଂଘ ପକ୍ଷରୁ କୁହାଯାଇଛି ଯେ ଶିକ୍ଷା  ବିନା ପ୍ରଗତି ଅସମ୍ଭବ l ଗ୍ରାମାଞ୍ଚଳରେ ସବୁ ପିଲାଙ୍କୁ ଗୁଣାତ୍ମକ ଶିକ୍ଷା ଉପଲବ୍ଧ ସହିତ…

Super Exclusive: ଘଡ଼ିଆଳଙ୍କ ସଂଗମ ପାଇଁ ଓ୍ୱାଇଲ୍ଡ ଲାଇଫ ଡିଭିଜନର ସ୍ବତନ୍ତ୍ର ପ୍ରସ୍ତୁତି

ଅନୁଗୋଳ(ସୁବ୍ରତ ପଟ୍ଟନାୟକ): ପନୀତ ହୋଇଛି ଘଡ଼ିଆଳ ଙ୍କ ସଂଗମ ର ବେଳ । ଅନୁଗୁଳ ଜିଲା ସାତକୋଶିଆ ଅଭୟାରଣ୍ୟ ର ବଳଦମରା ଘାଟରେ ଏବେ ଉଭୟ ଅଣ୍ଡିରା ଓ ମାଈ ପ୍ରଜାତିର ଦୁଇ ଘଡ଼ିଆଳ ପ୍ରାକୃତିକ ପରିବେଶ ମଧ୍ୟରେ ପଜନନ ପାଇଁ…

ଅଜଣା ଗାଡି ଧକ୍କାରେ ଯୁବକ ମୃତ

ଅନୁଗୋଳ(ସୁବ୍ରତ ପଟ୍ଟନାୟକ):ଅନୁଗୋଳ ଜିଲ୍ଲା ନାଲକୋ ଥାନା ଅନ୍ତର୍ଗତ କୁଲାଡ଼ ଠାରେ ଏକ ସଡ଼କ ଦୁର୍ଘଟଣାରେ ଜଣେ ଯୁବକଙ୍କ ମୃତ୍ୟୁ ହୋଇଛି । ମୃତ ଯୁବକ ଜଣକ ଅବସର ପ୍ରାପ୍ତ ନାଲକୋ କର୍ମଚାରୀ ଙ୍କ ପୁଅ ୩୦ବର୍ଷୀୟ ଚନ୍ଦନ ଚୁହାନ ବୋଲି ଜଣା…

ରାସ୍ତା ଉପରେ ଜଳିଗଲା ଟାଟା ଏସିଇ

ଅନୁଗୋଳ: ରାସ୍ତା ପାର୍ଶ୍ଵରେ ଠିଆ ହୋଇଥିବା ଏକ ଯାତ୍ରୀବାହୀ ଅଟୋ ଟି ହଠାତ ଜଳି ପାଉଁଶ ହୋଇଯାଇଛି । ଶୋଭାଗ୍ୟ କ୍ରମେ ଏହି ସମୟରେ କୌଣସି ଯାତ୍ରୀ କିମ୍ବା ଗାଡି ଚାଳକ ଗାଡି ରେ ନଥିଲେ ବୋଲି ଜଣାପଡିଛି । ଅନୁଗୋଳ…

ଅନିଶ୍ଚିତତାରେ ବଆଁରପାଳ ଠାରୁ ଅନୁଗୁଳ ରାସ୍ତାର ମରାମତି

ଅନୁଗୁଳ, (ସୁବ୍ରତ ପଟନାୟକ): ଅନୁଗୁଳ ସହର ମଧ୍ୟ ଦେଇ ବଅଁରପାଳ ଠାରୁ ପଞ୍ଚମହଲା ଜାତୀୟ ରାଜପଥ ମରଣଯନ୍ତା ପାଲଟିଥିବା ବେଳେ ଏହାର ମରାମତିକୁ ନେଇ ଅନିଶ୍ଚିତତା ଦେଖାଦେଇଛି। ଦୀର୍ଘ ବର୍ଷ ଧରି ଏହି ରାଜପଥରେ ଦୁର୍ଘଟଣା ଏକ ନିତିଦିନିଆ ଘଟଣା ପାଲଟିଯାଇଛି।…

ଅନୁଗୋଳର କୋଶଳା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଦୁଃଖଦାୟକ ଘଟଣା: ସାଲାଇନ ବୋତଲ ସହ ଡାକ୍ତରଖାନା ବାହାରେ ରୋଗୀ, ଦେଖନ୍ତୁ ଭିଡ଼ିଓ

ଅନୁଗୋଳ(ସୁବ୍ରତ ପଟ୍ଟନାୟକ): ଡାକ୍ତରଖାନାରେ ଭର୍ତ୍ତି ହୋଇଥିଲେ ରୋଗୀ । ଡାକ୍ତରଖାନା ପକ୍ଷରୁ ତାଙ୍କୁ ସାଲାଇନ ମଧ୍ୟ ଲଗା ଯାଇଥିଲା । ହେଲେ ସାଲାଇନ ସରିଗଲା ପରେ ଏ ନେଇ ବାରମ୍ବାର ଡାକ ପକାଇବା ପରେ କୌଣସି ଷ୍ଟାଫ ନ ଆସିବାରୁ ରୋଗୀ…