Tag: Local News

କେନ୍ଦ୍ର କୋଇଲା ଏବଂ ଖଣି ମନ୍ତ୍ରୀଙ୍କୁ ଭେଟି ଗୁରୁତ୍ତ୍ୱପୂର୍ଣ୍ଣ ପ୍ରସଙ୍ଗ ଉପରେ ଆଲୋଚନା କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର

ଅନୁଗୋଳ, (ଶୁଭଲକ୍ଷ୍ମୀ ଦାସ): କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଗୁରୁବାର ନୂଆଦିଲ୍ଲୀଠାରେ କେନ୍ଦ୍ର ସଂସଦୀୟ ବ୍ୟାପାର, କୋଇଲା ଏବଂ ଖଣି ମନ୍ତ୍ରୀ ପ୍ରହ୍ଲାଦ ଯୋଶୀଙ୍କୁ ନୂଆଦିଲ୍ଲୀ ସ୍ଥିତ କାର୍ଯ୍ୟାଳୟରେ ସାକ୍ଷାତ୍ କରିଛନ୍ତି । ଏହି ଅବସରରେ ଶ୍ରୀ ପ୍ରଧାନ ଅନୁଗୋଳ ଓ କୁଲାଡ଼ରେ…

ଓମଫେଡ଼ କ୍ଷୀର ଦରବୃଦ୍ଧି ବିରୋଧରେ ଏଆଇଏମଏସଏସର ପ୍ରତିବାଦ ସଭା

ଅନୁଗୋଳ(ସୁବ୍ରତ ପଟ୍ଟନାୟକ): ଓମଫେଡ଼ କ୍ଷୀର ଦରବୃଦ୍ଧି ପ୍ରତ୍ୟାହାର କରିବା, ଛଟେଇ କରିଥିବା ଓମଫେଡ଼ କର୍ମଚାରୀମାନଙ୍କୁ ପୁନଃ ନିଯୁକ୍ତି କରିବା, ରନ୍ଧନ ଗ୍ୟାସ ସହିତ ପେଟ୍ରୋଲ, ଡିଜେଲ ଓ ଅନ୍ୟାନ୍ୟ ନିତ୍ୟ ବ୍ୟବହାର୍ଯ୍ୟ ଜିନିଷପତ୍ରର ମୂଲ୍ୟବୃଦ୍ଧି ବନ୍ଦ କରିବା ଦାବିରେ ବୁଧବାର ସକାଳେ…

ଅନୁଗୋଳ ଜିଲ୍ଲା ୱେବ୍ ମିଡିଆ ମହାସଂଘ ପକ୍ଷରୁ ନୂତନ ଉପଜିଲ୍ଲାପାଳଙ୍କୁ ସମ୍ବର୍ଦ୍ଧନା

ଅନୁଗୋଳ(ସୁବ୍ରତ ପଟ୍ଟନାୟକ): ଅନୁଗୋଳ ଉପଜିଲ୍ଲାପାଳ ଭାବେ ଯୋଗ ଦେଇଥିବା ପ୍ରାଶାସନିକ ଅଧିକାରୀ ଶ୍ରୀ ବୈତୁରା ଦୀପଙ୍କୁ ଅନୁଗୋଳ ଜିଲ୍ଲା ୱେବ୍ ମିଡିଆ ମହାସଂଘ ପକ୍ଷରୁ ତାଙ୍କ ନିଜସ୍ୱ କାର୍ଯ୍ୟାଳୟ ପ୍ରକୋଷ୍ଠ ରେ ମହାସଂଘ ର ସଭାପତି ଶଶାଙ୍କ ଶେଖର ସାମଲ ଙ୍କ…

କେନ୍ଦ୍ର ରେଳମନ୍ତ୍ରୀଙ୍କୁ ଭେଟି ଦାବି ଜଣାଇଲେ ବିଜେପି ଜିଲ୍ଲା ଟିମ

ଅନୁଗୁଳ(ସୁବ଼ତ ପଟ୍ଟନାୟକ):ଅନୁଗୁଳ ଜିଲ୍ଲା ବିଜେପି ସଭାପତି ଡିଲେଶ୍ୱର ପ୍ରଧାନ ଙ୍କ ନେତୃତ୍ୱରେ ଏକ ପ୍ରତିନିଧି ଦଳ ନୂଆଦିଲ୍ଲୀ ଗ୍ରସ୍ତ କରି ଅନୁଗୁଳ ଜିଲ୍ଲାର ବିଭିନ୍ନ ସମସ୍ୟା ଉପରେ କେନ୍ଦ୍ର ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି।ମଙ୍ଗଳବାର ନୂଆଦିଲ୍ଲୀ ରେଳ…

ଝିଅ ବାହାଘର ଦିନ ଉଠିଲା ବାପାର କୋକେଇ

ଅନୁଗୋଳ(ସୁବ୍ରତ ପଟ୍ଟନାୟକ):ଝିଅ ର ବାହାଘର ଦିନ ବାପାର ମୃତ୍ୟୁ । ଏଭଳି ଏକ ହୃଦୟ ବିଦାରକ ଘଟଣା ଘଟିଛି ଅନୁଗୁଳ ଜିଲା କିଶୋରନଗର ବ୍ଲକ ଉରୁକୁଳା ପଞ୍ଚାୟତ ଅନ୍ତର୍ଗତ ପର୍ଶୁମାଳ ଗାଁ ରେ । ଏହି ଗାଁର ସୁରଥ ବେହେରା ନାମକ…

ପୁଵର୍ତନ ଜିଲା ପରିଷଦ ସଭ୍ୟଙ୍କୁ ହତ୍ୟା, ଆତ୍ମସମର୍ପଣ କଲା ହତ୍ୟାକାରୀ

ଅନୁଗୋଳ(ସୁବ୍ରତ ପଟ୍ଟନାୟକ): ଅନୁଗୁଳ ଜିଲା ନାଲକୋ ଥାନା ବଳରାମପ୍ରସାଦ ଗାଁ ରେ ଚାଂଚଲ୍ୟ । ବିଜେଡି ନେତା ଙ୍କୁ ହତ୍ୟା କଲେ ବିଜେଡି କାର୍ଯ୍ୟକର୍ତା ପୂର୍ବତନ ଜିଲା ପରିଷଦ ସଭ୍ୟ ଙ୍କୁ ହତ୍ୟା । ଅନୁଗୁଳ ଜିଲା ନାଲକୋ ଥାନା ଅନ୍ତର୍ଗତ…

ବୁଲା ପ୍ରାଣୀଙ୍କ ଲାଗି ଜଳ ବ୍ୟବସ୍ଥା

ଅନୁଗୋଳ,(ସୁବ୍ରତ ପଟ୍ଟନାୟକ): ‘ଅନୁଗୋଳ ଅକ୍ଷୟ’ ୱାଟ୍ସ ଆପ୍‌ ଗ୍ରୁପ୍‌ ପକ୍ଷରୁ ସହରର ମିଶ୍ରପଡ଼ା, ହାତୀଶାଳପଡ଼ା, ହୁଲୁରିସିଂହା, ଗୁଜୁରାତିପଡ଼ା ଅଞ୍ଚଳରେ ବୁଲା ପ୍ରାଣୀମାନଙ୍କ ଲାଗି ଜଳବ୍ୟବସ୍ଥା କରାଯାଇଛି। ଉପରୋକ୍ତ ଅଞ୍ଚଳର ୧୫ଟି ସ୍ଥାନରେ ସିମେଣ୍ଟ କୁଣ୍ଡ ସ୍ଥାପନା କରାଯାଇ ନିୟମିତ ସେଥିରେ ପାଣି…

ଅନୁଗୋଳ ଜିଲ୍ଲା ୱେବ ମିଡ଼ିଆ ମହାସଂଘ ପକ୍ଷରୁ ପ୍ରଥମ କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ

ଅନୁଗୋଳ(ସୁବ୍ରତ ପଟ୍ଟନାୟକ): ଅନୁଗୋଳ ଜିଲ୍ଲାର ଆଠ ଗୋଟି ବ୍ଳକର ୱେବ୍ ମିଡ଼ିଆ ବନ୍ଧୁ ମାନଙ୍କୁ ନେଇ ଏକ ବୈଠକ ସ୍ଥାନୀୟ କୁରୁଡୋଲ ହନୁମାନ ବଟିକାରେ ଅନୁଷ୍ଠିତ ହୋଇଯାଇଅଛି । ଏହି ବୈଠକରେ ଆଠଟି ବ୍ଲକର ୱେବ୍ ମିଡ଼ିଆ ବନ୍ଧୁ ମାନଙ୍କ ସମର୍ଥନରେ…

ଅନୁଗୋଳ ଓକିଲ ସଂଘ ପକ୍ଷରୁ ଉତ୍କଳ ଗୌରବ ମଧୁସୂଦନଙ୍କ ୧୭୪ତମ ଜୟନ୍ତୀ ପାଳିତ

ଅନୁଗୋଳ(ସୁବ୍ରତ ପଟ୍ଟନାୟକ): ଗୁରୁବାର ପୂର୍ବାହ୍ନରେ ଅନୁଗୋଳ ଓକିଲ ସଂଘ ପକ୍ଷରୁ ଉତ୍କଳ ଗୌରବ କୂଳ ଵୃଦ୍ଧ ମଧୁସୂଦନ ଦାସଙ୍କ ୧୭୪ତମ ଜୟନ୍ତୀ ଓ ଆଇନଜୀବୀ ଦିବସର ଶୁଭ ଉଦ୍ଘାଟନ ତଥା ପ୍ରଥମ ଅଧିବେଶନ ସ୍ଥାନୀୟ ନବନିର୍ମିତ ସଭାଘରଠାରେ ସଂଘର ସଭାପତି ଦିଲ୍ଲିପ…

ରାଜ୍ୟ ସରକାର ତୁରନ୍ତ ହାତକୁ ନେଇ ପରିଚାଳନା କରିବା ଦାବିରେ ଗଣଧାରଣା

ଅନୁଗୋଳ(ସୁବ୍ରତ ପଟ୍ଟନାୟକ): ନବ ନିର୍ମିତ ତାଳଚେର ମେଡ଼ିକାଲ କଲେଜ ର ପରିଚାଳନା କୁ ନେଇ ତାଳଚେର ବାସୀ ଙ୍କ ହଲାବୋଲ । ତୁରନ୍ତ ତାଳଚେର ମେଡ଼ିକାଲ କଲେଜ କୁ ରାଜ୍ୟ ସରକାର ପରିଚାଳନା କରିବାକୁ ଦାବି କଲା ତାଳଚେର ସରକାରୀ ମେଡ଼ିକାଲ…