Tag: Local News

ନବୋଦୟ ବିଦ୍ୟାଳୟକୁ ଗୁଣାତ୍ମକ ଶିକ୍ଷାର ପ୍ରୟୋଗଶାଳା କରିବା ପାଇଁ ସାମୂହିକ ସଙ୍କଳ୍ପ ନେବା- ଧର୍ମେନ୍ଦ୍ର ପ୍ରଧାନ

ଢ଼େଙ୍କାନାଳ(ଶୁଭଲକ୍ଷ୍ମୀ ଦାସ): କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଏବଂ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ରବିବାର ଢ଼େଙ୍କାନାଳ ଜିଲ୍ଲା ସରାଙ୍ଗ ସ୍ଥିତ ଜବାହର ନବୋଦୟ ବିଦ୍ୟାଳୟ ପରିଦର୍ଶନ କରିବା ସହ ଶିକ୍ଷାନୁଷ୍ଠାନକୁ ଜ୍ଞାନର ମନ୍ଦିର ତଥା ଗୁଣାତ୍ମକ ଶିକ୍ଷାର ପ୍ରୟୋଗଶାଳା କରିବା…

ଗ୍ରାମାଂଚଳର ସମସ୍ୟା ଓ ଉନ୍ନୟନମୂଳକ କାର୍ଯ୍ୟ ସମ୍ପର୍କରେ ଆଲୋଚନା କଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

ଅନୁଗୋଳ(ସୁବ୍ରତ ପଟ୍ଟନାୟକ): ଅନୁଗୋଳ ଜିଲ୍ଲା ଗସ୍ତରେ ଥିବା କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଏବଂ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଶନିବାର କଣିହାଁ ସମେତ ବିଭିନ୍ନ ଅଂଚଳରେ ସ୍ଥାନୀୟ ବାସୀଙ୍କୁ ଭେଟି ଗ୍ରାମାଂଚଳର ସମସ୍ୟା ଓ ଉନ୍ନୟନମୂଳକ କାର୍ଯ୍ୟ ସମ୍ପର୍କରେ ଆଲୋଚନା…

୧୯୮ ଜଣ ଏଲଏପି ଶ୍ରମିକଙ୍କୁ ମିଳିଲା ସ୍ଥାୟୀ ନିଯୁକ୍ତି

ଅନୁଗୋଳ(ସୁବ୍ରତ ପଟ୍ଟନାୟକ): ଅନୁଗୋଳ ସର୍କିଟ ହାଉସ ଠାରେ ମାନ୍ୟବର ଉପ ବାଚସ୍ପତି ଶ୍ରୀଯୁକ୍ତ ରଜନୀକାନ୍ତ ସିଂହ, ମାନ୍ୟବର ବିଧାୟକ ତାଳଚେର ଶ୍ରୀ. ବ୍ରଜକିଶୋର ପ୍ରଧାନ, ମାନ୍ୟବର ବିଧାୟକ ଛେଣ୍ଡିପଦା ଶ୍ରୀ. ସୁଶାନ୍ତ ବେହେରା, ଜିଲ୍ଲାପାଳ ଶ୍ରୀ ସିଦ୍ଧାର୍ଥ ଶଙ୍କର ସ୍ୱାଇଁ, ଉପଜିଲ୍ଲପାଳ…

ଛାତ୍ରଛାତ୍ରୀଙ୍କୁ ବେଆଇନ ଟିସି ଦେବା ଘଟଣା: ଗଣଶିକ୍ଷା ବିଭାଗ, ଜିଲ୍ଲା ପ୍ରଶାସନ, ଜିଲ୍ଲାଶିକ୍ଷା ଅଧିକାରୀ ଓ ରୋଟାରୀ ପବ୍ଲିକ ସ୍କୁଲକୁ ହାଇକୋର୍ଟଙ୍କ ନୋଟିସ

ଅନୁଗୁଳ (ସୁବ୍ରତ ପଟ୍ଟନାୟକ): ଅନୁଗୁଳ ରୋଟାରୀ ପବ୍ଲିକ ସ୍କୁଲର ବେଆଇନ କାର୍ଯ୍ୟ, ଅଭିଭାବକ ମାନଙ୍କ ପ୍ରତି ଦୁର୍ବ୍ୟବହାର ଓ ମନମୁଖୀ ଭାବେ ବହି ବିକ୍ରି କରିବାକୁ ନେଇ ବାରମ୍ବାର ଅଭିଯୋଗ ହୋଇଆସୁଛି।ସ୍କୁଲ କତ୍ତୃପକ୍ଷ ସରକାରୀ ନିର୍ଦେଶକୁ ବେଖାତିର କରି ଛାତ୍ର ମାନଙ୍କର…

ମୋଦି ସରକାରରେ ଓଡ଼ିଶାର ସ୍ୱାସ୍ଥ୍ୟ ଭିତ୍ତିଭୂମିକୁ ପ୍ରାଧାନ୍ୟ ଦିଆଯାଉଛି : ଧର୍ମେନ୍ଦ୍ର ପ୍ରଧାନ

ଅନୁଗୋଳ(ଶୁଭଲକ୍ଷ୍ମୀ ଦାସ): ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ଓଡ଼ିଶାରେ ମେଡ଼ିକାଲ କଲେଜ ସଂଖ୍ୟା କ୍ରମାଗତ ବୃଦ୍ଧି ପାଉଥିବା ବେଳେ ରାଜ୍ୟରେ ସ୍ୱାସ୍ଥ୍ୟ ଭିତ୍ତିଭୂମିକୁ ପ୍ରାଧାନ୍ୟ ଦିଆଯାଉଛି ବୋଲି କହିଛନ୍ତି କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଏବଂ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ…

ତାଳଚେର ମେଡ଼ିକାଲର ପରିଚାଳନା ଦାୟିତ୍ୱ ନେଲେ ରାଜ୍ୟ ସରକାର

ଅନୁଗୋଳ(ଶୁଭଲକ୍ଷ୍ମୀ ଦାସ): ହାଇଟେକ ଗ୍ରୁପ ନୁହେଁ ବରଂ ଖୋଦ ରାଜ୍ୟ ସରକାର ପରିଚାଳନା କରିବେ ତାଳଚେର ମେଡ଼ିକାଲ କଲେଜ ବା ମହାନଦୀ ଇନଷ୍ଟିଚ୍ୟୁଟ ଅଫ ମ୍ୟାନେଜମେଣ୍ଟ ଆଣ୍ଡ ମେଡ଼ିକାଲ ରିସର୍ଚ୍ଚ ସଂସ୍ଥା କୁ । ଦୀର୍ଘ ବର୍ଷ ହେବ କୋଲ ଇଣ୍ଡିଆ…

Exclusive: ଇତିହାସ ରଚିଲା ସାତକୋଶିଆ :
ମହାନଦୀ ଅଵବାହିକାରେ ପ୍ରାକୃତିକ ପରିବେଶରେ ଜନ୍ମ ନେଲେ ୩୦ ଘଡ଼ିଆଳ ଶାବକ

ଅନୁଗୋଳ(ଶୁଭଲକ୍ଷ୍ମୀ ଦାସ): ପୁଣି ଗୌରବ ଆଣିଲା ସାତକୋଶିଆ ଗଣ୍ଡ । ପ୍ରାୟ ଏକ ବର୍ଷ ର ବ୍ୟବଧାନ ପରେ କୃତ୍ରିମ ନୁହେଁ ବରଂ ପ୍ରାକୃତିକ ପରିବେଶ ରେ ଜନ୍ମ ନେଇଛନ୍ତି ପ୍ରାୟ ୩୦ଟି ଘଡ଼ିଆଳ ଶାବକ ।ଏହି ରୋଚକ ତଥା ଐତିହାସିକ…

ଦରଦାମ ବୃଦ୍ଧିକୁ ବିରୋଧ କରି ଏସୟୁସିଆଇର ବିକ୍ଷୋଭ

ଅନୁଗୋଳ(ସୁବ୍ରତ ପଟ୍ଟନାୟକ): ଏସ୍.ୟୁ.ସି.ଆଇ(କମ୍ୟୁନିଷ୍ଟ) ଅନୁଗୁଳ ଜିଲ୍ଲା କମିଟି ପକ୍ଷରୁ ରନ୍ଧନ ଗ୍ୟାସ୍, ପେଟ୍ରୋଲ, ଡିଜେଲ ଏବଂ ଅତ୍ୟାବଶ୍ୟକୀୟ ଜିନିଷପତ୍ରର ମୂଲ୍ୟ ବୃଦ୍ଧି ବିରୁଦ୍ଧରେ ଅନୁଗୁଳ ଜିଲ୍ଲାପାଳ ଅଫିସ ସମ୍ମୁଖରେ ବିକ୍ଷୋଭ ଅନୁଷ୍ଠିତ ହୋଇଯାଇଛି। ଅମଲାପଡା ଠାରୁ ଏକ ଶୋଭାଯାତ୍ରାରେ ବାହାରି ବଜାର…

ଡ଼ିଏମଫଣ୍ଡରେ ବ୍ୟାପକ ଦୁର୍ନୀତିକୁ ନେଇ ବିଜେପିର ଆନ୍ଦୋଳନ ପାଇଁ ସଜବାଜ

ଅନୁଗୁଳ (ସୁବ୍ରତ ପଟ୍ଟନାୟକ): ଅନୁଗୁଳ ଜିଲ୍ଲା ବିଜେପି କାର୍ଯ୍ୟାଳୟ ରେ ଜିଲ୍ଲା ସଭାପତି ଡିଲେଶ୍ୱର ପ୍ରଧାନ ଙ୍କ ଅଧ୍ୟକ୍ଷତାରେ ଏକ ଗୁରୁତ୍ୱପୂର୍ଣ ବୈଠକ ଅନୁଷ୍ଠିତ ହୋଇ ଯାଇଛି |ଅନୁଗୁଳ ଜିଲ୍ଲାରେ ବ୍ୟାପକ ବିଜୁଳି କାଟ ଓ ଲୋ ଭୋଲ୍ଟେଜ ସମସ୍ୟା ପିଇବା…

ଦୁଇ ଦିନିଆ ଆଡ଼ଭାଣ୍ଟଟେଜ ଅନୁଗୁଳ ଉଦଘାଟିତ

ଅନୁଗୋଳ(ସୁବ୍ରତ ପଟ୍ଟନାୟକ): ନାଲକୋ ଆଲୁମିନିୟମ ପାର୍କ ରେ ନିବେଶକ ଙ୍କୁ ଆକୃଷ୍ଟ କରିବା ଲାଗି ଜିଲା ପ୍ରଶାସନ ର ସ୍ୱତନ୍ତ୍ର ଯୋଜନା ଆଡ଼ଭାନଟେଜ ଅନୁଗୁଳ ଆଜି ଉଦ୍ଘାଟିତ ହୋଇଯାଇଛି । ମୁଖ୍ୟମନ୍ତ୍ରୀ ଙ୍କ ମୁଖ୍ୟ ପରାମର୍ଶଦାତା ମୁଖ୍ୟ ଅତିଥି ଭାବେ ଯୋଗ…