Tag: Local News

ମୋଦୀ ଶାସନରେ ବିକାଶ ଘରେ ଘରେ : କାଳନ୍ଦୀ ସାମଲ

ଅନୁଗୁଳ(ସୁବ୍ରତ ପଟ୍ଟନାୟକ) : କେନ୍ଦ୍ରରେ ମୋଦୀ ସରକାର ର ଆଠ ବର୍ଷ ପୂର୍ତ୍ତି କୁ ନେଇ ଅନୁଗୁଳ ଜିଲ୍ଲା ବିଜେପି ପକ୍ଷରୁ ଏକ ସାମ୍ବାଦିକ ସମ୍ମିଳନୀ ଜିଲ୍ଲା ବିଜେପି କାର୍ଯ୍ୟାଳୟ ଠାରେ ଶନିବାର ଦିନ ଆୟୋଜିତ ହୋଇଯାଇଛି | ସମସ୍ତ ଅତିଥି…

ଚମ୍ପାବତ ଉପନିର୍ବାଚନରେ ବିଜେପିର ବୃହତ ବିଜୟ

ନୂଆଦିଲ୍ଲୀ: ଉତ୍ତରାଖଣ୍ଡ ଚମ୍ପାବତ ବିଧାନସଭା ଉପନିର୍ବାଚନରେ ବିଜେପିର ବୃହତ ବିଜୟ । ଏଠାରେ ପ୍ରାଥୀ ହୋଇଥିବା ଉତ୍ତରାଖଣ୍ଡର ମୁଖ୍ୟମନ୍ତ୍ରୀ ପୁସ୍କର ସିଂ ଧାମି କଂଗ୍ରେସ ପ୍ରାର୍ଥୀ ନିର୍ମଳ ଗହତୋଡି ଙ୍କୁ ୫୪୧୨୧ ଖଣ୍ଡ ଭୋଟ ବ୍ୟବଧାନ ରେ ହରାଇ ବିଜୟ ଲାଭ…

ବିଶ୍ୱସ୍ତର ପରିଚୟ ଦେଲା ପୋଷା କୁକୁର

ଅନୁଗୋଳ(ସୁବ୍ରତ ପଟ୍ଟନାୟକ): ଚର୍ଚ୍ଚାରେ ଅନୁଗୁଳ ସହର ଉପକଣ୍ଠ ଜରାସିଂହା ଗ୍ରାମର ଦୁଇ ଲାବ୍ରାଡର କୁକୁର । ମାଲିକ ଓ ତାଙ୍କ ପରିବାର କୁ ବଞ୍ଚାଇବାକୁ ଯାଇ ନିଜ ଜୀବନ ହାରିଛନ୍ତି ଦୁଇ ପୋଷା ଲାବ୍ରାଡର ପ୍ରଜାତିର କୁକୁର । ସୂଚନା ଅନୁସାରେ…

Exclusive: ଆଜି ବିଶ୍ୱ ସାଇକେଲ ଦିବସ: ହିରୋ ସାଇକେଲ ;୫୦ ହଜାର ଧାର ଟଙ୍କାରୁ ଆରମ୍ଭ ଏବେ ବିକିଲାଣି ୧୪ କୋଟି ସାଇକେଲ

ଦେଶ ବିଭାଜନ ପରେ ପାକିସ୍ଥାନରୁ ଲୁଧିଆନା ଚାଲି ଆସିଥିଲେ ମୁଞ୍ଜାଲ ୪ ଭାଇ । ଜୀବିକା ପାଇଁ ସେମାନେ ରାସ୍ତା କଡ଼ରେ ବିକୁଥିଲେ ସାଇକେଲ ଉପକରଣ । ବିଭିନ୍ନ ଜାଗାରୁ କିଣି ଆଣି ବିକ୍ରି କରୁଥିବା ବେଳେ ମିଳୁଥିବା ଲାଭରେ ଚାଲୁଥିଲା…

ଦାଉ ସାଜିଲା କାଳ ବୈଶାଖି, ବାସହରା ହେଲେ ଦିବ୍ୟାଙ୍ଗ ସମୂହ

ଅନୁଗୋଳ(ସୁବ୍ରତ ପଟ୍ଟନାୟକ): ହଠାତ ଝଡ଼ ପବନ ସାଙ୍ଗକୁ ତୁହାକୁ ତୁହା ବର୍ଷା । ଏହା କିଛି ଲୋକ ଙ୍କୁ ହୁଏତ ଗରମ ରୁ ଆସ୍ୱସ୍ତି ଦେଇଥାଇପାରେ । ହେଲେ ଆଉ କିଛି ଙ୍କ ବିନାଶକାରୀ ହୋଇଛି । ବୁଧବାର ସନ୍ଧ୍ୟାରେ ଅନୁଗୁଳ…

ସୋନିଆ କୋରୋନା ସଂକ୍ରମିତ

ନୂଆଦିଲ୍ଲୀ: କରୋନା ପଜିଟିଭ ଚିହ୍ନଟ ହେଲେ ସୋନିଆ ଗାନ୍ଧୀ । ଏ ନେଇ ଗଣମାଧ୍ୟମ କୁ ସୂଚନା ଦେଇଛନ୍ତି କଂଗ୍ରେସ ନେତା ତଥା କଂଗ୍ରେସ ର ରାଷ୍ଟ୍ରୀୟ ସାଧାରଣ ସମ୍ପାଦକ ରଣଦୀପ ସୁରଜେବାଲା । ଆଜି ସାମାନ୍ୟ ଜ୍ଵର ହେବା ଓ…

ଏସଟିଏଫ ଦ୍ୱାରା ହାତୀ ଦାନ୍ତ ଜବତ, ଜଣେ ଗିରଫ

ଅନୁଗୋଳ(ସୁବ୍ରତ ପଟ୍ଟନାୟକ):ଅନୁଗୁଳ ବନଖଣ୍ଡ ଅନ୍ତର୍ଗତ ଜରପଡା ବନାଞ୍ଚଳର କନ୍ଧ କୋଇଲି ଗ୍ରାମ ରୁ ବୁଧବାର ବିଳମ୍ବିତ ରାତିରେ ଏସଟିଏଫ ଦୁଇଟି ହାତୀ ଦାନ୍ତ ଜବତ କରିଛି । ଏହାଛଡା ଏହି ମାମଲାରେ ଜଣଙ୍କୁ ଗିରଫ କରାଯାଇଛି । ପରେ ଜବତ ହାତୀ…

ତାଳଚେର ରେ ମୃଦୁ ଭୂମିକମ୍ପ !

ଅନୁଗୋଳ( ସୁବ୍ରତ ପଟ୍ଟନାୟକ): ଆଜି ସନ୍ଧ୍ୟା ପ୍ରାୟ ୫.୨୫ରୁ ୫.୩୦ମଧ୍ୟରେ ଦୁଇଥର ଭୂମିକମ୍ପ ଅନୁଭୁତ ହୋଇଛି ।ତାଳଚର ସହର ସମେତ କଙ୍କିଳି, ଧରମପୁର ତଥା ପାରିପାର୍ଶ୍ବିକ ଅଞ୍ଚଳରେ ଏହି ମୃଦୁ ଭୂମିକମ୍ପ କୁ ଅନେକ ଲୋକେ ଅନୁଭବ କରିଥିବା କହିଛନ୍ତି ।…

ନବଜାତକଙ୍କୁ ସୁରକ୍ଷା ଦେଉଛନ୍ତି ଘଡ଼ିଆଳ ଦମ୍ପତ୍ତି

ଅନୁଗୋଳ(ସୁବ୍ରତ ପଟ୍ଟନାୟକ): ମଣିଷଙ୍କ ପରି ଜୀବଜନ୍ତୁ ଙ୍କ କ୍ଷେତ୍ରରେ ନିଜ ସନ୍ତାନ ମାନଙ୍କ ପ୍ରତି ବେଶ ଯତ୍ନବାନ ହେଉଥିବା ର ନଜିର ରହିଥିବା ବେଳେ ଏଭଳି ଏକ ରୋଚକ ଦୃଶ୍ୟ ଦେଖିବାକୁ ମିଳିଛି ଅନୁଗୁଳ ଜିଲା ସାତକୋଶିଆ ଗଣ୍ଡ ର ବଲଦମରା…

ଭିଜିଲାନ୍ସ ହାତରେ ଧରାପଡିଲେ ହିନ୍ଦୋଳ ଏସଡ଼ିପିଓ

ଅନୁଗୋଳ(ସୁବ୍ରତ ପଟ୍ଟନାୟକ):ଏକ ପଥର ଗାଡି କୁ ସୁରୁଖୁରୁରେ ଛାଡି ଦେବାକୁ ୩୦ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ହାତରେ ଧରା ପଡିଛନ୍ତି ହିନ୍ଦୋଳ ଏସଡ଼ିପିଓ ମଳୟ କିଶୋର ନାୟକ ।ପଥର ଖଣି ମାଲିକ ଙ୍କ ଠାରୁ ଢେଙ୍କାନାଳ ଜିଲା…