ଜିଲ୍ଲା କଂଗ୍ରେସ ପକ୍ଷରୁ କ୍ରାନ୍ତି ଦିବସ ପାଳନ ସହ ସ୍ବାଧୀନତାର ଗୌରବ ଯାତ୍ରା ଆରମ୍ଭ
ଅନୁଗୋଳ, (ସୁବ୍ରତ ପଟ୍ଟନାୟକ): ତ୍ୟାଗ ଓ ବଳିଦାନ ର ୭୫ ବର୍ଷ ସ୍ୱାଧୀନତା ଗୌରବ ପଦ ଯାତ୍ରା ତଥା କ୍ରାନ୍ତି ଦିବସ ଅବସରରେ ଆଜି ଅନୁଗୋଳ ଜିଲ୍ଲା କଂଗ୍ରେସ ପକ୍ଷରୁ ଜିଲ୍ଲା ସଭାପତି ବିପ୍ଲବ ଜେନାଙ୍କ ନେତୃତ୍ବରେ ଏକ ପଦଯାତ୍ରା ଅନୁଗୋଳ…