Tag: Local News

ବିଭାଜନ ଭୟାବହ ସ୍ମୃତି ଦିବସ ପାଳିତ

ଅନୁଗୁଳ(ସୁବ୍ରତ ପଟ୍ଟନାୟକ ): ୧୯୪୭ ମସିହାରେ ହୋଇଥିବା ବିଭାଜନ ସମୟରେ ଲକ୍ଷ ଲକ୍ଷ ଭାରତୀୟ ଙ୍କ କଷ୍ଟ ଓ ବଳିଦାନ କୁ ସ୍ମରଣ କରିବା ପାଇଁ କେନ୍ଦ୍ରୀୟ ବିଦ୍ୟାଳୟ ନଂ ୧ ଅନୁଗୁଳ ଠାରେ ବିଭାଜନ ଭୟାବହ ସ୍ମୃତି ଦିବସ ଉପରେ…

ଉଠା ଦୋକାନୀଙ୍କ ଆୟ ବୃଦ୍ଧି କରିବା ଲକ୍ଷରେ ମୋଦୀ ସରକାର: କାଳନ୍ଦି ସାମଲ

ତାଳଚେର(ସୁବ୍ରତ ପଟ୍ଟନାୟକ): କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଙ୍କ ଦକ୍ଷତା ବିକାଶ ମନ୍ତ୍ରଣାଳୟ ଆନୁକୁଲ୍ୟରେ ତାଳଚେର ହାଟତୋଟା ଠାରେ ଆୟୋଜିତ ଷ୍ଟ୍ରିଟ ଭେଣ୍ଡର ଦକ୍ଷତା ବିକାଶ କାର୍ଯ୍ୟକ୍ରମ ଚାରି ଦିନ ବ୍ୟାପି ଅନୁଷ୍ଠିତ ହୋଇଥିଲା ବେଳେ ଆଜି ଉଦଯାପିତ ହୋଇଛି । ଉଦଯାପନୀ…

ରାଉରକେଲାରେ ହର୍ ଘର୍ ତ୍ରିରଙ୍ଗା ଓ ଅମୃତ ମହୋତ୍ସବ ପ୍ରଦର୍ଶନୀର ଲୋକାର୍ପଣ କଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

ରାଉରକେଲା(ସୁବ୍ରତ ପଟ୍ଟନାୟକ): କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଏବଂ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଶନିବାର ରାଉରକେଲା ରେଳ ଷ୍ଟେସନ ଠାରେ ହର୍ ଘର୍ ତ୍ରିରଙ୍ଗା, ଆଜାଦୀ କା ଅମୃତ ମହୋତ୍ସବ ଏବଂ ବିଭାଜନ ବିଭୀଷିକା ସ୍ମୃତି ଦିବସ ପରିପ୍ରେକ୍ଷୀରେ ଭାରତ…

ଆଠମଲ୍ଲିକରେ ବିଜେପିର ତ୍ରିରଙ୍ଗା ରାଲି

ଅନୁଗୋଳ(ସୁବ୍ରତ ପଟ୍ଟନାୟକ): ସ୍ବାଧିନତାର ୭୫ ବର୍ଷ ଅବସରରେ ଦେଶ ଆଜାଦ୍ କି ଅମୃତ ମହୋତ୍ସବ ପାଳନ କରୁଥିବା ସମୟରେ ମାନନୀୟ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଜି ଙ୍କ ଆହ୍ବାନ କ୍ରମେ ଦେଶ ବ୍ୟାପି ଆଜି ଠାରୁ ହର ଘର ତ୍ରିରଙ୍ଗା…

ଜଳ ସଂରକ୍ଷଣ ଆନିକଟ ପାଇଁ ୨୨୧ କୋଟି ଟଙ୍କା ମଞ୍ଜୁର, ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଦେଲା ଅନୁଗୋଳ ଜିଲ୍ଲା ବିଜୁ ଜନତା ଦଳ

ଅନୁଗୋଳ(ସୁବ୍ରତ ପଟ୍ଟନାୟକ) : ଜଳ ସଂରକ୍ଷଣ ଆନିକଟ ପାଇଁ ୨୨୧ କୋଟି ଟଙ୍କା ମଞ୍ଜୁର କରିଥିବାରୁ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କୁ ଧନ୍ୟବାଦ ଦେଇଛନ୍ତି ଅନୁଗୋଳ ଜିଲ୍ଲାର ସମସ୍ତ ବିଧାୟକ । ବିନା ବିସ୍ଥାପନରେ ସୀମିତ ନଦୀ ଗର୍ଭରେ ବୃହତ…

ହର ଘର ତ୍ରିରଙ୍ଗା ପାଇଁ ବିଜେପିର ମଟରସାଇକେଲ ଶୋଭାଯାତ୍ରା

ତାଳଚେର (ସୁବ୍ରତ ପଟ୍ଟନାୟକ): ଭାରତ ସ୍ୱାଧୀନତାର 75ବର୍ଷରେ ସ୍ୱତନ୍ତ୍ରତାର ଅମୃତ ମହୋତ୍ସବ ପାଳନ ଅବସରରେ ଆସନ୍ତା ଅଗଷ୍ଟ 13ରୁ 15ପର୍ଯ୍ୟନ୍ତ ହର ଘର ତ୍ରିରଙ୍ଗା ପତାକା ଲଗାଇବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆହ୍ୱାନ ଦେଇଛନ୍ତି । ଏ ପରିପେକ୍ଷୀରେ ଆଜି…

ଟିଏଫଏଲ ପକ୍ଷରୁ ହର ଘର ତ୍ରିରଙ୍ଗା କାର୍ଯ୍ୟକ୍ରମ ପାଇଁ ଶୋଭାଯାତ୍ରା

ଅନୁଗୋଳ(ସୁବ୍ରତ ପଟ୍ଟନାୟକ): ଦେଶ ସ୍ବାଧୀନତା ର ୭୫ ବର୍ଷ ପରି ପ୍ରେକ୍ଷୀରେ ସାରା ଦେଶରେ ଅମୃତ ମହୋତ୍ସବ କାର୍ଯ୍ୟକ୍ରମ ଅବସରରେ ବିଭିନ୍ନ କାର୍ଯ୍ୟକ୍ରମ ଅନୁଷ୍ଠିତ ହେଉଥିବା ବେଳେ ତାଳଚେର ସ୍ଥିତ ତାଳଚେର ଫର୍ଟିଲାଇଜର ଲିମିଟେଡ଼ ବା ଟିଏଫଏଲ ପକ୍ଷରୁ ହର ଘର…

କନ୍ଧମାଳ ଘଟଣାରେ ଭିଏଚପିର ଭର୍ତ୍ସନା

ଅନୁଗୋଳ(ସୁବ୍ରତ ପଟନାୟକ): ଗତ ନଅ ତାରିଖରେ କନ୍ଧମାଳରେ ଗୋବର୍ଦ୍ଧନ ମଠ ପୁରୀ ପିଠାଧିଶ ଜଗତଗୁରୁ ସ୍ୱାମୀ ନିଶ୍ଚଲାନନ୍ଦ ସରସ୍ବତୀ ମହାରାଜଙ୍କ କୁଶ ପୁତ୍ତଳିକା ଦାହ ସହ ହିନ୍ଦୁ ଧର୍ମ ସମ୍ବନ୍ଧରେ ଅରୁଚିକର ମନ୍ତବ୍ୟ ଦେବା ଘଟଣାକୁ ବିଶ୍ୱ ହିନ୍ଦୁ ପରିଷଦର ଭର୍ତ୍ସନା।…

ଦକ୍ଷତା ବିକାଶ ସହ ସ୍ୱନିଧି କାର୍ଯ୍ୟକ୍ରମ ରେ ଯୋଡି ହେବେ ତାଳଚେର ର ଉଠା ଦୋକାନୀ

ଅନୁଗୋଳ(ସୁବ୍ରତ ପଟ୍ଟନାୟକ):ଉଠା ଦୋକାନୀ ମାନଙ୍କ ଉଜ୍ଜ୍ବଳ ଭବିଷ୍ୟତ ପାଇଁ , ଦକ୍ଷତା ବିକାଶ ସହିତ ପିଏମ ସ୍ୱନିଧି ଋଣ ଯୋଜନାରେ ବିତୀୟ ସଂଯୋଗୀ କରଣ ପାଇଁ ଏକ ପାଇଲଟ ପ୍ରୋଜେକ୍ଟ ର ହେଲା ଶୁଭାରମ୍ଭ । ତାଳଚେର ସହର ବିଭିନ୍ନ ଉଠା…

ବଅଁରପାଳ ବ୍ଲକ ର ସ୍ମେଲଟର୍ ମୁଣ୍ଡା ହଟିଙ୍ଗ୍ ବିଦ୍ୟାଳୟରେ ଶିକ୍ଷଣ ସମାଗ୍ରୀ କୋଣ ଉଦଘାଟିତ

ବଅଁରପାଳ (ସୁବ୍ରତ ପଟ୍ଟନାୟକ): ବଅଁରପାଳ ବ୍ଲକ ଅନ୍ତର୍ଗତ ସ୍ମେଲଟର୍ ମୁଣ୍ଡା ହଟିଙ୍ଗ୍ ବିଦ୍ୟାଳୟ ରେ ଏଫ୍. ଏଲ. ଏନ୍ କର୍ଣ୍ଣର ଉଦଘାଟିତ ହୋଇ ଯାଇଛି। ଆଜି ପୂର୍ବାହ୍ନରେ ବଅଁରପାଳ ବ୍ଲକ ଶିକ୍ଷା ଅଧିକାରୀ ଶ୍ରୀଯୁକ୍ତ ଦେବାନନ୍ଦ ଖୁଣ୍ଟିଆ, ଅତିରିକ୍ତ ବ୍ଲକ ଶିକ୍ଷା…