Tag: Local News

ସ୍ୱାଧୀନତା ଆନ୍ଦୋଳନରେ ସହିଦ ଓ ବିଶିଷ୍ଟ ବ୍ୟକ୍ତି ଙ୍କ ନାମରେ ଡାକ ଟିକଟ ପ୍ରଚଳନ ପାଇଁ ପାର୍ଲିଆମେଣ୍ଟ ରେ ଢେଙ୍କାନାଳ ସାଂସଦଙ୍କ ଦାବୀ

ଅନୁଗୁଳ: ଢେଙ୍କାନାଳ ସାଂସଦ ରୁଦ୍ର ନାରାୟଣ ପାଣି ଆଜି ଗୁରୁବାର ପାର୍ଲିଆମେଣ୍ଟ ରେ ସ୍ୱାଧୀନତା ସଂଗ୍ରାମରେ ସହିଦ ମାନଙ୍କ ନାମରେ ସ୍ମାରକୀ ଡାକ ଟିକଟ ପ୍ରଚଳନ ପାଇଁ ଦାବୀ ଉପସ୍ଥାପନ କରିଛନ୍ତି |ଓଡିଶା ର ବହୁ ସ୍ୱାଧୀନତା ସଂଗ୍ରାମୀ ନିଜର ଜୀବନ…

ଧାଡ଼ି ଦର୍ଶନ ପାଇଁ ପ୍ରସ୍ତୁତି ଆରମ୍ଭ

ପୁରୀ: ଶ୍ରୀମନ୍ଦିରରେ ଶୃଙ୍ଖଳିତ ଦର୍ଶନ ପାଇଁ ଉଦ୍ୟମ ଅବ୍ୟାହତ ରହିଛି। ସେପଟେ ଭକ୍ତଙ୍କ ସଂଖ୍ୟା ବଢ଼ିବଢ଼ି ଚାଲିଛି। ଏଣୁ ଯଥାଶୀଘ୍ର ଧାଡ଼ି ଦର୍ଶନ ଆରମ୍ଭ କରିବାକୁ ଯୋଜନା ହୋଇଛି। କିନ୍ତୁ ଧାଡ଼ି ଦର୍ଶନ ପାଇଁ ଯେଉଁ ରୢାମ୍ପ ପ୍ରସ୍ତୁତ ହୋଇଥିଲା ସେଥିରେ…

ଓ.ପି. ଜିନ୍ଦଲ ସ୍କୁଲରେ ଜାତୀୟ ଏକତା ଦିବସ ପାଳିତ

ଅନୁଗୁଳ: ଅନୁଗୁଳର ଜିନ୍ଦଲ ନଗରରେ ଅବସ୍ଥିତ ଓ.ପି. ଜିନ୍ଦଲ ସ୍କୁଲ ପକ୍ଷରୁ “ଭାରତର ଲୌହ ପୁରୁଷ” ସର୍ଦ୍ଦାର ବଲ୍ଲଭଭାଇ ପଟେଲଙ୍କ ଜନ୍ମବାର୍ଷିକୀ ଅବସରରେ ଜାତୀୟ ଏକତା ଦିବସ ପାଳନ କରାଯାଇଛି। ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ଏକତା, ଅଖଣ୍ଡତା ଏବଂ ଭାଇଚାରାର ଭାବନାକୁ ପ୍ରୋତ୍ସାହିତ…

ଢେଙ୍କାନାଳ ସାଂସଦ ରୁଦ୍ର ନାରାୟଣ ପାଣିଙ୍କ ନିର୍ବାଚନ ପ୍ରଚାର ପାଇଁ ବିହାର ଗସ୍ତ

Angul News : ଅନୁଗୁଳ: ଢେଙ୍କାନାଳ ସାଂସଦ ରୁଦ୍ର ନାରାୟଣ ପାଣି ଆଜି ଶନିବାର ଟ୍ରେନ ଯୋଗେଁ ଅନୁଗୁଳ ରେଳ ଷ୍ଟେସନ ରୁ ବିହାର ଗସ୍ତ କରିଛନ୍ତି |ସେ ଭୁବନେଶ୍ୱର ନୂଆଦିଲ୍ଲୀ ରାଜଧାନୀ ଏକ୍ସପ୍ରେସ ଯୋଗେଁ ଗୟା ଷ୍ଟେସନ ପର୍ଯ୍ୟନ୍ତ ଯାତ୍ରା…

ଅନୁଗୋଳ ଜିଲ୍ଲା କଂଗ୍ରେସ ପକ୍ଷରୁ କଂଗ୍ରେସକୁ ବଦନାମ କରିବା ପାଇଁ ହୀନ ଉଦ୍ୟମ ବିରୁଦ୍ଧରେ ସାଇବର ଥାନାରେ ଏତଲା

Angul News: ଅନୁଗୋଳ: ଆଜି ଅପରାହ୍ନରେ ଅନୁଗୋଳ ଜିଲ୍ଲା କଂଗ୍ରେସ କମିଟି ପକ୍ଷରୁ ଜିଲ୍ଲା ସଭାପତି ସୁନୀଲ କୁମାର ପ୍ରଧାନଙ୍କ ନେତୃତ୍ୱରେ ସ୍ଥାନୀୟ କଂଗ୍ରେସ ଭବନଠାରୁ ଶତାଧିକ କଂଗ୍ରେସ ନେତା ଓ କର୍ମୀ ମୋଟରସାଇକେଲ ରାଲିରେ ଅନୁଗୋଳ ସାଇବର ଥାନାରେ ପହଞ୍ଚି…

ବିଜେପି ରାଜ୍ୟ ସମ୍ପାଦକ କାଳନ୍ଦି ସାମଲଙ୍କୁ ସମ୍ବର୍ଦ୍ଧନା

ତାଳଚେର : ବିଜେପି ରାଜ୍ୟ ପଦାଧିକାରୀ ଘୋଷଣା ହୋଇଛି। ବରିଷ୍ଠ ବିଜେପି ନେତା ତଥା ତାଳଚେର ବିଧାନସଭା ନେତା କାଳନ୍ଦି ସାମଲଙ୍କୁ ତୃତୀୟ ଥର ରାଜ୍ୟ ସମ୍ପାଦକ ଦାୟିତ୍ୱ ଦିଆଯାଇଛି। ରାଜ୍ୟ ସମ୍ପାଦକ କାଳନ୍ଦି ସାମଲଙ୍କୁ ଆଜି ରବିବାର ତାଳଚେରରେ ବିଜେପି…

Breaking News: ଆଠମଲ୍ଲିକରେ ଚାଲିଥିଲା ବଡ଼ ଧରଣର ହାତୀଦାନ୍ତ ଡିଲ, ମାଡ଼ିବସିଲା STF ଟିମ

Angul News: ଢେଙ୍କାନାଳ: ଆଠମଲ୍ଲିକ ଯଦୁପୁର ଗ୍ରାମରେ ହାତୀଦାନ୍ତ ଡିଲକରୁଥିବା ସମୟରେ ଭୁବନେଶ୍ୱରରୁ ଆସିଥିବା STF ଟିମ ବିଶେଷ ସୂତ୍ରରୁ ଖବର ପାଇ ଡିଲ ଚାଲିଥିବା ସମୟରେ ପହଂଚି ପଡ଼ିଥିଲେ I ଫଳରେ ମୁଖ୍ୟ ଅଭିଯୁକ୍ତ ଘଟଣା ସ୍ଥଳରୁ ଚମ୍ପଟମାରି ଫେରାର…

ଅନୁଗୋଳରେ ଶ୍ରୀ ଶ୍ରୀ ଜଗନ୍ନାଥ ଦାସ ଜୟନ୍ତୀ ପାଳିତ

ଅନୁଗୋଳ: ଅଖିଳ ଭାରତୀୟ ସାହିତ୍ୟ ପରିଷଦ, ଶୈଳ ଶ୍ରୀକ୍ଷେତ୍ର ଶାଖା ଅନୁଗୋଳ ଆନୁକୂଲ୍ୟରେ ମହାପୁରୁଷ ଶ୍ରୀ ଶ୍ରୀ ଜଗନ୍ନାଥ ଦାସ ଜୟନ୍ତୀ ଓ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ଭାଗବତ ପାଠ, ଆଲୋଚନା ଆଦି ଅନୁଷ୍ଠିତ ହୋଇ ଥିଲା।…

ରାଜ୍ୟସ୍ତରୀୟ ଯୋଗାସନ ପ୍ରତିଯୋଗିତାରେ ଅନୁଗୋଳକୁ ସ୍ଵର୍ଣ୍ଣ

ଅନୁଗୋଳ: ରାଜ୍ୟର ୬ଷ୍ଠତମ ଯୋଗାସନ ପ୍ରତିଯୋଗିତା କଳିଙ୍ଗ ଷ୍ଟାଡିୟମ ଠାରେ ଆୟୋଜିତ ହୋଇଯାଇଛି । ଉକ୍ତ ପ୍ରତିଯୋଗିତାରେ ଅନୁଗୋଳ ଜିଲ୍ଲାରୁ ୧୫ ଜଣ କ୍ରୀଡାବିତ୍ ଅଂଶ ଗ୍ରହଣ କରିଥିଲେ । ଫାଇନାଲ ରାଉଣ୍ଡରେ ନିକିତ କୁମାର ଯାଦବ, ସୁମିତ୍ରା ପ୍ରଧାନ, ସୁପ୍ରିୟା…

ଜିଲ୍ଲାର ବିଭିନ୍ନ ପୌରାଞ୍ଚଳ ର ସମସ୍ୟା ନେଇ ନଗର ଉର୍ନ୍ନୟନ ମନ୍ତ୍ରୀ ଙ୍କୁ ଭେଟିଲେ ବିଜେପି ଜିଲ୍ଲା ସଭାପତି

ଅନୁଗୁଳ : ଅନୁଗୁଳ ଜିଲ୍ଲାର ପୌରାଞ୍ଚଳ ରେ ବିଭିନ୍ନ ସମସ୍ୟା ଲାଗି ରହିଛି |ତାଳଚେର, ଅନୁଗୁଳ ଓ ଆଠମଲ୍ଲିକ ପୌର ପରିଷଦ ର ବିଭିନ୍ନ ଉର୍ଣ୍ଣୟନ ମୂଳକ କାର୍ଯ୍ୟ ନେଇ ଗୁରୁବାର ରାଜ୍ୟ ନଗର ଉର୍ନ୍ନୟନ ମନ୍ତ୍ରୀ ଡ଼ଃ କୃଷ୍ଣଚନ୍ଦ୍ର ମହାପାତ୍ର…