Angul News: ଘଣ୍ଟପଡା ରେଲୱେ ଓଭର ବ୍ରିଜ କାର୍ଯ୍ୟ ତୁରନ୍ତ ସାରିବାକୁ ରେଳମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କଲେ କାଳନ୍ଦି ସାମଲ
ତାଳଚେର: ତାଳଚେର ଅନୁଗୁଳ ମୁଖ୍ୟ ରାସ୍ତାର ଘଣ୍ଟପଡାଠାରେ ନିର୍ମାଣ ହେଉଥିବା ରେଲୱେ ଓଭର ବ୍ରିଜ ଦୀର୍ଘ ଦିନ ହେବ ପଡି ରହିଛି। ଫଳରେ ଘଣ୍ଟା ଘଣ୍ଟା ଧରି ରେଳ ଫାଟକ ବନ୍ଦ ରହିବା ଯୋଗୁଁ ସାଧାରଣ ଲୋକ ଯାତାୟତରେ ନାହିଁ ନଥିବା…