Tag: latest odia news

Weather Updates: ଘନିଭୂତ ହେଲା ଲଘୁଚାପ, ୩ ଦିନ ପ୍ରବଳ ବର୍ଷା

Weather Updates: ସଦୃଶ ଲଘୁଚାପରେ ପରିଣତ ହେଲା ଗତକାଲି କେନ୍ଦ୍ରୀୟ ଓ ସଂଲଗ୍ନ ଉତ୍ତର ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ। ବର୍ତ୍ତମାନ ଏହା ପଶ୍ଚିମ କେନ୍ଦ୍ରୀୟ ଓ ତତ-ସଂଲଗ୍ନ ବଙ୍ଗୋପସାଗରର ଉତ୍ତର-ପଶ୍ଚିମ ଉପକୂଳରେ ସକ୍ରିୟ ରହିଛି। ଏହା ପଶ୍ଚିମ-ଉତ୍ତର-ପଶ୍ଚିମ ମୁହାଁ ହୋଇ ଆନ୍ଧ୍ରପ୍ରଦେଶ…

ଜିଲ୍ଲାରେ ସଂପୂର୍ଣ୍ଣ ମଦମୁକ୍ତ ଦାବିରେ ଗଣଧାରଣା

Angul News: ସାରା ଓଡିଶାରେ ମଦ ବିରୋଧରେ ସଂଗ୍ରାମ କରୁଥିବା ମିଳିତ ଓଡିଶା ନିଶାନିବାରଣ ଅଭିଯାନ ପକ୍ଷରୁ ଜିଲ୍ଲାପାଳ କାର୍ଯ୍ୟାଳୟ ସମ୍ମୁଖରେ ଜିଲ୍ଲା ତଥା ରାଜ୍ୟକୁ ମଦମୁକ୍ତ ଦାବୀରେ ଏକ ଗଣଧାରଣା ଅନୁଷ୍ଠିତ ହୋଇଯାଇଛି । ଉକ୍ତ ସଭାରେ ରାଜ୍ୟ ସରକାର…

Angul News: ବିଶାଳ ତ୍ରିରଙ୍ଗା ଶୋଭାଯାତ୍ରା ଅନୁଷ୍ଠିତ

Angul News: ଅନୁଗୋଳ: ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ ଅନୁଗୋଳ ଜିଲ୍ଲା ତରଫରୁ ଏକ ବିଶାଳ ତ୍ରିରଙ୍ଗା ଶୋଭାଯାତ୍ରା ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମ ସ୍ଥାନୀୟ ବିଜୁ ମଇଦାନଠାରୁ ଆରମ୍ଭ ହୋଇ ରାଜା ଛକ ଦେଇ ବଜାର ଛକ ଦେଇ ଜଗନ୍ନାଥ…

triranga Jatra: ତାଳଚେରରେ ବିଜେପିର ତ୍ରିରଙ୍ଗା ଯାତ୍ରା

ତାଳଚେର: ତାଳଚେରରେ ତ୍ରିରଙ୍ଗା ଯାତ୍ରା ଅନୁଷ୍ଠିତ ବିଜେପି ଯୁବମୋର୍ଚା ଦ୍ୱାରା ଆୟୋଜିତ ବରିଷ୍ଠ ବିଜେପି ନେତା ତଥା ତାଳଚେର ବିଧାନସଭାର ବିଜେପି ନେତା କାଳନ୍ଦୀ ସାମଲଙ୍କ ନେତୃତ୍ୱରେ ଶତାଧିକ ବିଜେପି କାର୍ଯ୍ୟକର୍ତା ପ୍ରବଳ ବର୍ଷାକୁ ଖାତିର ନକରି ଏକ ବିରାଟ ମଟର…

ଆଠମଲ୍ଲିକରେ ତ୍ରିରଙ୍ଗା ଯାତ୍ରା

ଅନୁଗୁଳ: ଅନୁଗୁଳ ଜିଲ୍ଲା ଆଠମଲ୍ଲିକ ଉପଖଣ୍ଡରେ ତ୍ରିରଙ୍ଗା ଯାତ୍ରା ଅନୁଷ୍ଠିତ ହୋଇଯାଇଛି। ଶତାଧିକ ବିଜେପି କାର୍ଯ୍ୟକର୍ତା ଓ ଜନସାଧାରଣ ଏହି ଯାତ୍ରାରେ ସାମିଲ ହୋଇ ଆଠମଲ୍ଲିକ ମାହେଶ୍ୱରୀ ମନ୍ଦିରରୁ ବାହାରି ମେଡିକାଲ ଛକ, ବଡଦାଣ୍ଡ ସାହି, ବସଷ୍ଟାଣ୍ଡ ଦେଇ ଗାନ୍ଧିଛକ ରେ…

Dharmendra Pradhan: କେନ୍ଦ୍ର ଶିକ୍ଷା ମନ୍ତ୍ରୀଙ୍କୁ ଭେଟିଲେ ୟୁଟ୍ୟୁବର ଗ୍ଲୋବାଲ୍ ସିଇଓ ନିଲ୍ ମୋହନ

Dharmendra Pradhan: ନୂଆଦିଲ୍ଲୀ: ଟେକ୍ନୋଲୋଜି ମାଧ୍ୟମରେ ଭାରତୀୟ ଶିକ୍ଷା ବ୍ୟବସ୍ଥାକୁ ସର୍ବବ୍ୟାପୀ କରିବା ସହ ଅତ୍ୟାଧୁନିକ ପଦ୍ଧତିରେ ଗୁଣାତ୍ମକ ଶିକ୍ଷା ପ୍ରଦାନ କରିବା ପରିପ୍ରେକ୍ଷୀରେ ଗୁରୁବାର ନୂଆଦିଲ୍ଲୀ ଠାରେ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଭେଟି ଆଲୋଚନା କରିଛନ୍ତି ‘ୟୁଟ୍ୟୁବ’(YouTube)ର…

ଟ୍ରକ ଲୋର୍ଡିଙ୍ଗ ବନ୍ଦକୁ ନେଇ ବିବାଦ, ହସ୍ତକ୍ଷେପ କଲେ ବିଧାୟକ

Angul News: ଅନୁଗୁଳ: ଅନୁଗୁଳ ଜିଲ୍ଲା ଟ୍ରକ ମାଲିକ ସଂଘ ଅଧୀନରେ ୬୫୦ ରୁ ଉର୍ଦ୍ଧ ସଦସ୍ୟ ଅଛନ୍ତି। ୫ ତାରିଖ ଦିନ ଅନୁଗୁଳ ଜିଲ୍ଲା ଟ୍ରକ ମାଲିକ ସଂଘର ପୂର୍ବତନ ସଭାପତି ଓ ସାଧାରଣ ସମ୍ପାଦକ ଟ୍ରକ ଲୋଡିଙ୍ଗ ବନ୍ଦ…

Angul News: ଇଚ୍ଛାଶକ୍ତି ବଳରେ ସବୁ କାମ ସମ୍ଭବ ହୋଇପାରିବ- ମୁଖ୍ୟମନ୍ତ୍ରୀ

Angul News: ସାମାଜିକ ବିକାଶର ମୂଳ ସୋପାନ ହେଉଛି ଶିକ୍ଷା ଓ ସଚେତନତା। ଏ ଦୁଇଟି ସହ ଆମ ପରମ୍ପରାକୁ ନେଇ ଆମକୁ ଆଗକୁ ବଢିବାକୁ ପଡିବ ବୋଲି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଆଜି ରବିନ୍ଦ୍ର ମଣ୍ଡପଠାରେ ଓଡିଶା…

କେନ୍ଦ୍ର କୋଇଲା ଏବଂ ଖଣି ରାଷ୍ଟ୍ରମନ୍ତ୍ରୀ ସତୀଶ ଚନ୍ଦ୍ର ଦୁବେଙ୍କ ଅନୁଗୋଳ ଗସ୍ତ

Angul News: ଅନୁଗୋଳ: ଦୁଇଦିନିଆ ଓଡିଶା ଗସ୍ତରେ ଆସିଥିବା ଅବସରରେ କେନ୍ଦ୍ର କୋଇଲା ଏବଂ ଖଣି ରାଷ୍ଟ୍ରମନ୍ତ୍ରୀ ସତୀଶ ଚନ୍ଦ୍ର ଦୁବେ ଅନୁଗୋଳସ୍ଥିତ ନାଲକୋ ପରିଦର୍ଶନ କରିଥିଲେ। ଅନୁଗୋଳ ନାଲକୋ ଅତିଥି ଭବନରେ ପହଞ୍ଚିବା ପରେ ସେଠାରେ CISF ତରଫରୁ ତାଙ୍କୁ…

Odisha News: ସ୍ୱାସ୍ଥ୍ୟ ସମ୍ବାଦ କାର୍ଯ୍ୟକ୍ରମ ଉଦଘାଟିତ

Odisha News: ଭୁବନେଶ୍ୱର: ନୀତି ଆୟୋଗ ଆକାଂକ୍ଷୀ ବ୍ଲକ କାର୍ଯ୍ୟକ୍ରମ ଅଧିନରେ ଜାରି ରହିଥିବା ସମ୍ପୂର୍ଣ୍ଣତା ଅଭିଯାନରେ ସୂଚକାଙ୍କ ଶତପ୍ରତିଶତ ପୁରଣ ଦିଗରେ ବ୍ଲକ ପ୍ରଶାସନ ଦ୍ଵାରା ଅଭିନବ ପଦକ୍ଷେପ ଭାବେ “ସ୍ୱାସ୍ଥ୍ୟ ସମ୍ବାଦ” କାର୍ଯ୍ୟକ୍ରମ ଗୁରୁବାର ଦିନ ଆୟୋଜିତ ହୋଇଯାଇଛି।…