Tag: kalandi samal

Angul News: କାଳନ୍ଦି ସାମଲଙ୍କୁ ବିଜେପିର ରାଜ୍ୟ ସମ୍ପାଦକ ଦାୟିତ୍ୱ, ଅନୁଗୁଳ ଜିଲ୍ଲା ବିଜେପି ପକ୍ଷରୁ ରାଜ୍ୟ ନେତୃତ୍ୱଙ୍କୁ କୃତଜ୍ଞତା

Angul News: ଅନୁଗୁଳ: ବିଜେପି ରାଜ୍ୟ ସମ୍ପାଦକ ଭାବେ ବରିଷ୍ଠ ବିଜେପି ନେତା କାଳନ୍ଦି ସାମଲ ଙ୍କୁ ତୃତୀୟ ଥର ଦାୟିତ୍ୱ ନ୍ୟସ୍ତ କରାଯାଇଛି |ଏହାକୁ ନେଇ ଅନୁଗୁଳ ଜିଲ୍ଲା ବିଜେପି ପକ୍ଷରୁ ଖୁସି ପ୍ରକଟ କରାଯାଇଛି |ଢେଙ୍କାନାଳ ସାଂସଦ ରୁଦ୍ର…

ଓଡିଶା ପ୍ରଦେଶ ବିଜେପି ର ପ୍ରଥମ ବିଧାୟକ ପ୍ରସନ୍ନ ପଟ୍ଟନାୟକଙ୍କ ଦେହାନ୍ତ, ଶ୍ରଦ୍ଧାଞ୍ଜଳି ଜଣାଇଲେ କାଳନ୍ଦି ସାମଲ

ତାଳଚେର :ବିଜେପି ର ଓଡିଶା ପ୍ରଦେଶ ର ପ୍ରଥମ ବିଧାୟକ ପ୍ରସନ୍ନ ପଟ୍ଟନାୟକ ଙ୍କର ଚିକିତ୍ସାଧୀନ ଅବସ୍ଥାରେ ଭୁବନେଶ୍ୱର ର ଏକ ଘରୋଇ ଡାକ୍ତରଖାନା ରେ ପରଲୋକ ହୋଇଯାଇଛି |ଏ ଖବର ମିଳିବା ପରେ ବିଜେପି ର ବରିଷ୍ଠ ନେତା କାଳନ୍ଦି…

Talcher Medical: ତାଳଚେର ମେଡ଼ିକାଲ କଲେଜ ସମ୍ପର୍କରେ ରାଜ୍ୟ ସ୍ୱାସ୍ଥ୍ୟମନ୍ତ୍ରୀ ଙ୍କ ସହ କାଳନ୍ଦି ସାମଲ ଙ୍କ ଆଲୋଚନା

Talcher Medical: ତାଳଚେର: ତାଳଚେର ମେଡ଼ିକାଲ କଲେଜ ସମ୍ପର୍କରେ ବରିଷ୍ଠ ବିଜେପି ନେତା ତଥା ଏନଏସଆଇସି ଡ଼ାଇରେକ୍ଟର କାଳନ୍ଦି ସାମଲ ଶୁକ୍ରବାର ରାଜ୍ୟ ସ୍ୱାସ୍ଥ୍ୟ ମନ୍ତ୍ରୀ ଡା ମୁକେଶ ମହାଲିଙ୍ଗ ଙ୍କୁ ଭୁବନେଶ୍ୱର ରେ ତାଙ୍କ କାର୍ଯ୍ୟାଳୟରେ ଭେଟି ଆଲୋଚନା କରିଛନ୍ତି।ତାଳଚେର…

Kalandi Samal: ଡା ଶ୍ୟାମାପ୍ରସାଦଙ୍କ ଆଦର୍ଶରେ ଅନୁପ୍ରାଣିତ ହେବା ପାଇଁ କାଳନ୍ଦି ସାମଲଙ୍କ ଆହ୍ୱାନ

Kalandi Samal: ତାଳଚେର: ତାଳଚେର ଦେଉଳବେଡାଠାରେ ଡା. ଶ୍ୟାମାପ୍ରସାଦ ମୁଖ୍ୟର୍ଜୀଙ୍କର ବଳିଦାନ ଦିବସ ତଥା ପୁଣ୍ୟଟିଥି ଆଜି ଜୁନ ୨୩ରେ ବିଜେପି ପକ୍ଷରୁ ପାଳନ ହୋଇଯାଇଛି। ବରିଷ୍ଠ ବିଜେପି ନେତା ତଥା ତାଳଚେରର ବିଶ୍ୱସ୍ତ ସେବକ କାଳନ୍ଦି ସାମଲ ଯୋଗ ଦେଇ…

Angul News: ଘଣ୍ଟପଡା ରେଲୱେ ଓଭର ବ୍ରିଜ କାର୍ଯ୍ୟ ତୁରନ୍ତ ସାରିବାକୁ ରେଳମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କଲେ କାଳନ୍ଦି ସାମଲ

ତାଳଚେର: ତାଳଚେର ଅନୁଗୁଳ ମୁଖ୍ୟ ରାସ୍ତାର ଘଣ୍ଟପଡାଠାରେ ନିର୍ମାଣ ହେଉଥିବା ରେଲୱେ ଓଭର ବ୍ରିଜ ଦୀର୍ଘ ଦିନ ହେବ ପଡି ରହିଛି। ଫଳରେ ଘଣ୍ଟା ଘଣ୍ଟା ଧରି ରେଳ ଫାଟକ ବନ୍ଦ ରହିବା ଯୋଗୁଁ ସାଧାରଣ ଲୋକ ଯାତାୟତରେ ନାହିଁ ନଥିବା…

Angul News: ପନ୍ଦର ମାସରେ ହକି ଷ୍ଟାଡିୟମ୍ ହେଉଛି, ସବୁ ଥାଇ ମେଡିକାଲ କଲେଜ ପାଇଁ ବିଳମ୍ବ କାହିଁକି: କାଳନ୍ଦି ସାମଲ

Angul News: ତାଳଚେର: ତାଳଚେର ମେଡିକାଲ କଲେଜ ଚଳାଇବା ରେ ବିଳମ୍ବ କାହିଁକି ବୋଲି ବିଜେପି ରାଜ୍ୟ ସମ୍ପାଦକ କାଳନ୍ଦି ସାମଲ ମୁଖ୍ୟମନ୍ତ୍ରୀ ଙ୍କୁ ପ୍ରଶ୍ନ କରିଛନ୍ତି |କେନ୍ଦ୍ର ନରେନ୍ଦ୍ର ମୋଦି ସରକାର ତାଳଚେର ମେଡିକାଲ କଲେଜ ପାଇଁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର…

ଆସନ୍ତା ୫ରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଦ୍ୱାରା କଲ୍ୟାଣ ମଣ୍ଡପର ଭୂମିପୂଜନ, ସ୍ଥିତି ପରଖିଲେ କାଳନ୍ଦୀ ସାମଲ

ତାଳଚେର (ସୁବ୍ରତ ପଟ୍ଟନାୟକ): କେନ୍ଦ୍ର ଶିକ୍ଷା ଦକ୍ଷତା ବିକାଶ ଓ ଉଦ୍ୟମିତା ବିଭାଗ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଆସନ୍ତା ଅକ୍ଟୋବର ୫ ତାରିଖରେ ନିଜ ଜନ୍ମମାଟି ତାଳଚେର ଗସ୍ତ କରି ବିଭିନ୍ନ କାର୍ଯ୍ୟକ୍ରମ ରେ ଯୋଗ ଦେବାର ସ୍ଥିରୀକୃତ ହୋଇଛି। ତାଳଚେର…

ବିଭାଜନ ବିଭୀଷିକା ସ୍ମୃତିକୁ ମନେ ପକାଇ ବର୍ଷାରେ ଭିଜି ବିଜେପିର ନିରବ ପଦଯାତ୍ରା

ତାଳଚେର(ସୁବ୍ରତ ପଟ୍ଟନାୟକ):ତାଳଚେର ବିଜେପି ପୌର ମଣ୍ଡଳ ତରଫରୁ ବିଭାଜନ ବିଭୀଷିକା ସ୍ମୃତି ଦିବସ ରେ ତ୍ରିରଙ୍ଗା ପତାକା ଧରି ନିରବ ପଦଯାତ୍ରା କରାଯାଇଛି । ଶର୍ମାଛକ ସ୍ଥିତ ନେତାଜୀ ସୁବାସ ଚନ୍ଦ୍ର ବୋଷଙ୍କ ପ୍ରତିମୂର୍ତ୍ତି ଠାରେ ମାଲ୍ୟାର୍ପଣ କରି ବର୍ଷା ରେ…

ଉଠା ଦୋକାନୀଙ୍କ ଆୟ ବୃଦ୍ଧି କରିବା ଲକ୍ଷରେ ମୋଦୀ ସରକାର: କାଳନ୍ଦି ସାମଲ

ତାଳଚେର(ସୁବ୍ରତ ପଟ୍ଟନାୟକ): କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଙ୍କ ଦକ୍ଷତା ବିକାଶ ମନ୍ତ୍ରଣାଳୟ ଆନୁକୁଲ୍ୟରେ ତାଳଚେର ହାଟତୋଟା ଠାରେ ଆୟୋଜିତ ଷ୍ଟ୍ରିଟ ଭେଣ୍ଡର ଦକ୍ଷତା ବିକାଶ କାର୍ଯ୍ୟକ୍ରମ ଚାରି ଦିନ ବ୍ୟାପି ଅନୁଷ୍ଠିତ ହୋଇଥିଲା ବେଳେ ଆଜି ଉଦଯାପିତ ହୋଇଛି । ଉଦଯାପନୀ…

ଓଡ଼ିଶାରେ ଦଳିତ ଆଦିବାସୀ ବିରୋଧୀ ସରକାର ଚାଲିଛି- ଡ଼ ବିଭୁ ତରାଇ

ଅନୁଗୁଳ(ସୁବ୍ରତ ପଟ୍ଟନାୟକ): ଅନୁଗୁଳ ଜିଲ୍ଲାରେ ବିଜେପି ଏସସି ମୋର୍ଚ୍ଚା ର ଜିଲ୍ଲା କାର୍ଯ୍ୟକାରିଣୀ ଏବଂ ସମ୍ବିଧାନ ଗୌରବ ଅଭିଯାନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଯାଇଛି। ବିଜେପି ରାଜ୍ୟ ଏସସି ମୋର୍ଚ୍ଚା ସଭାପତି ତଥା ପ୍ରାକ୍ତନ ସାଂସଦ ଡ଼ ବିଭୁ ପ୍ରସାଦ ତରାଇ…