Forest Department: ରାଇରଙ୍ଗପୁରର ବିଭିନ୍ନ ଉନ୍ନୟନ ପ୍ରକଳ୍ପ ପରିଦର୍ଶନ କଲେ ହିମାଚଳପ୍ରଦେଶର ୬ ଜଣିଆ ବନବିଭାଗ ଟିମ
Forest Department: ରାଇରଙ୍ଗପୁର (ଶ୍ୟାମଳେନ୍ଦୁ ପରିଡା): ହିମାଚଳ ପ୍ରଦେଶର ଜଙ୍ଗଲ ବିଭାଗ ପରିବେଶ, ଜାଇକା ସିଷ୍ଟମ ପରିଚାଳନା ଏବଂ ଜୀବନ ଜୀବିକାର ଉନ୍ନତି ପ୍ରକଳ୍ପ ପକ୍ଷରୁ ହିମାଚଳ ପ୍ରଦେଶର ସ୍ବତନ୍ତ୍ର ବନବିଭାଗର ୬ ଜଣିଆ ଟିମ ଦୁଇ ଦିନିଆଁ ମୟୂରଭଞ୍ଜ ଜିଲ୍ଲା…