Tag: Dr Shyama Prasad Mukherjee

Angul News:ଡ଼ଃ ଶ୍ୟାମାପ୍ରସାଦ ମୁଖାର୍ଜୀ ଙ୍କ ଆଦର୍ଶରେ ବିଜେପି କାର୍ଯ୍ୟକର୍ତା ମାନେ ଅନୁପ୍ରାଣିତ ହୁଅନ୍ତୁ : ରୁଦ୍ର ନାରାୟଣ ପାଣି

Angul News: ତାଳଚେର : ଭାରତୀୟ ଜନସଂଘର ସଂସ୍ଥାପକ ଡଃ ଶ୍ୟାମାପ୍ରସାଦ ମୁଖାର୍ଜୀଙ୍କ ବଳିଦାନ ଦିବସ ତାଳଚେର ରେ ପାଳିତ ହୋଇଛି |ତାଳଚେର ଦେଉଳବେଡା ଠାରେ ମଣ୍ଡଳ ସଭାପତି ରାଜେଶ ଦଳେଇ ଙ୍କ ପୌରହିତ୍ୟରେ ଅନୁଷ୍ଠିତ ଉକ୍ତ କାର୍ଯ୍ୟକ୍ରମ ରେ ଢେଙ୍କାନାଳ…