କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ଭୂପିନ୍ଦର ଯାଦବଙ୍କ ଗସ୍ତକୁ ନେଇ ବିଜେପିର ପ୍ରସ୍ତୁତି ବୈଠକ
ତାଳଚେର(ସୁବ୍ରତ ପଟ୍ଟନାୟକ) : ତାଳଚେର ନିର୍ବାଚନ ମଣ୍ଡଳୀ ର ବିଜେପିର ୬ ଟି ମଣ୍ଡଳ ର ପ୍ରଭାରୀ, ସଭାପତି, ସାଧାରଣ ସମ୍ପାଦକ ଏବଂ ଜିଲ୍ଲା କମିଟି ରେ ଥିବା କାର୍ଯ୍ୟକର୍ତା ଙ୍କର ଏକ ଜରୁରୀ ବୈଠକ ଭରତପୁର ଠାରେ ଅନୁଷ୍ଠିତ ହୋଇଯାଇଛି|…