ପ୍ରଧାନମନ୍ତ୍ରୀ ଙ୍କୁ ହତ୍ୟା କରିବାକୁ କଂଗ୍ରେସର ଷଡ଼ଯନ୍ତ୍ର, ପଞ୍ଜାବରେ ରାଷ୍ଟ୍ରପତି ଶାସନ ପାଇଁ ଜିଲ୍ଲା ବିଜେପିର ଦାବି
ଅନୁଗୁଳ(ସୁବ୍ରତ ପଟ୍ଟନାୟକ): ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଆଜି ପଞ୍ଜାବ ଗ୍ରସ୍ତ କାର୍ଯ୍ୟକ୍ରମ ଥିଲା।ପଞ୍ଜାବରେ ୪୨୦୦୦ କୋଟି ଟଙ୍କାର ବିଭିନ୍ନ ବିକାଶ ମୂଳକ କାର୍ଯ୍ୟର ଶିଳାନ୍ୟାସ ଓ ଉଦଘାଟନ ପ୍ରଧାନମନ୍ତ୍ରୀ କରିଥାନ୍ତେ।କିନ୍ତୁ ପ୍ରଧାନମନ୍ତ୍ରୀ ଯେତେବେଳେ ସେହି ସ୍ଥାନକୁ ଯାଉଥିଲେ ପ୍ରଧାନମନ୍ତ୍ରୀଙ୍କ ସୁରକ୍ଷାରେ ପଞ୍ଜାବର…