Tag: Bjp

କେନ୍ଦ୍ରମନ୍ତ୍ରୀ ବିଶେଶ୍ୱର ଟୁଡୁଙ୍କୁ ଜିଲ୍ଲା ବିଜେପି ସ୍ୱାଗତ ସମ୍ବର୍ଦ୍ଧନା

ଅନୁଗୁଳ (ସୁବ୍ରତ ପଟ୍ଟନାୟକ): କେନ୍ଦ୍ର ଆଦିବାସୀ ଓ ଜଳ ଶକ୍ତି ମନ୍ତ୍ରୀ ବିଶେଶ୍ୱର ଟୁଡୁ, ଓ ବିକାଶ ଫାଉଣ୍ଡେସନ ଟ୍ରଷ୍ଟ ର ଅଧ୍ୟକ୍ଷା ତଥା କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଙ୍କ ଧର୍ମପତ୍ନୀ ମୃଦୁଳା ଠାକୁର ପ୍ରଧାନ ନାଲକୋ ସରସ୍ବତୀ ବିଦ୍ୟା…

ମା’ମଣିନାଗଙ୍କ ସେବା କରିବା ପାଇଁ ସୁଯୋଗ ଦେଇଥିବାରୁ ରଣପୁରବାସୀଙ୍କ ନିକଟରେ ମୁଁ କୃତଜ୍ଞ: ଧର୍ମେନ୍ଦ୍ର ପ୍ରଧାନ

ରଣପୁର/ନୟାଗଡ଼: ନୟାଗଡ଼ ଜିଲ୍ଲା ରଣପୁରର ପ୍ରସିଦ୍ଧ ମା’ ମଣିନାଗ ପୀଠର ସୌନ୍ଦର୍ଯ୍ୟକରଣ ବୃଦ୍ଧି ପାଇଁ ପର୍ଯ୍ୟଟକ ସୁବିଧା ନିମନ୍ତେ ହୋଇଥିବା ବିଭିନ୍ନ ବିକାଶମୂଳକ କାର୍ଯ୍ୟ ଗୁରୁବାର କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଏବଂ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ କରକମଳରେ ଲୋକାର୍ପିତ…

ଆସନ୍ତାକାଲି ପୁରୀ ଧାମରେ ଦେଶର ଦ୍ୱିତୀୟ ‘ରାଷ୍ଟ୍ରୀୟ ଆଦର୍ଶ ବେଦ ବିଦ୍ୟାଳୟ’ର ଲୋକାର୍ପଣ କରିବେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

ଭୁବନେଶ୍ୱର: କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଏବଂ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଆସନ୍ତାକାଲି (ମଙ୍ଗଳବାର) ପୁରୀ ସ୍ଥିତ କେନ୍ଦ୍ରୀୟ ସଂସ୍କୃତ ବିଶ୍ୱବିଦ୍ୟାଳୟର ଶ୍ରୀସଦାଶିବ କ୍ୟାମ୍ପସ ପରିସରରେ ଦେଶର ଦ୍ୱିତୀୟ ‘ରାଷ୍ଟ୍ରୀୟ ଆଦର୍ଶ ବେଦ ବିଦ୍ୟାଳୟ’ର ଲୋକାର୍ପଣ କରିବେ ।  ଉଜ୍ଜୟିନୀ…

ଆସନ୍ତା ୫ରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଦ୍ୱାରା କଲ୍ୟାଣ ମଣ୍ଡପର ଭୂମିପୂଜନ, ସ୍ଥିତି ପରଖିଲେ କାଳନ୍ଦୀ ସାମଲ

ତାଳଚେର (ସୁବ୍ରତ ପଟ୍ଟନାୟକ): କେନ୍ଦ୍ର ଶିକ୍ଷା ଦକ୍ଷତା ବିକାଶ ଓ ଉଦ୍ୟମିତା ବିଭାଗ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଆସନ୍ତା ଅକ୍ଟୋବର ୫ ତାରିଖରେ ନିଜ ଜନ୍ମମାଟି ତାଳଚେର ଗସ୍ତ କରି ବିଭିନ୍ନ କାର୍ଯ୍ୟକ୍ରମ ରେ ଯୋଗ ଦେବାର ସ୍ଥିରୀକୃତ ହୋଇଛି। ତାଳଚେର…

ବିଜେଡିକୁ ଛାଡି ବିଜେପି ରେ ମିଶିଲେ ତେଜେଶ୍ୱର ପରିଡା

ଅନୁଗୋଳ(ସୁବ୍ରତ ପଟ୍ଟନାୟକ): ବିଜେଡି ଛାଡ଼ି ବିଜେପିରେ ମିଶିଲେ ତେଜେଶ୍ୱର ପରିଡ଼ା । ଓଡ଼ିଶା ଖଦି ଓ ଗ୍ରାମୋଦ୍ୟୋଗ ବୋର୍ଡର ପୂର୍ବତନ ସଭାପତି ପଦରୁ ମଧ୍ୟ ତେଜେଶ୍ବର ପରିଡ଼ା ଇସ୍ତଫା ଦେଇଛନ୍ତି। ବିଜେପି ରାଜ୍ୟ ସଭାପତି ସମୀର ମହାନ୍ତି , ରାଜ୍ୟ ପ୍ରଭାରୀ…

ଓଡ଼ିଶା ସରକାର ହେଉଛନ୍ତି ଧୃତରାଷ୍ଟ୍ର : ଧର୍ମେନ୍ଦ୍ର ପ୍ରଧାନ

ଅନୁଗୋଳ(ସୁବ୍ରତ ପଟ୍ଟନାୟକ): ଆଜିର ବିଶାଳ ରାଲିକୁ ସମ୍ବୋଦ୍ଧିତ କରି ରାଜ୍ୟ ସରକାରଙ୍କ ଉପରେ ବର୍ଷିଛନ୍ତି କେନ୍ଦ୍ରଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ଧର୍ମେନ୍ଦ୍ର କହିଛନ୍ତି କି ଏଠାକାର ସରକାର ସବୁ ଜାଣି ମଧ୍ୟ ନିଜ ସ୍ୱାର୍ଥ ପାଇଁ ଲୋକକଲ୍ୟାଣକୁ ବଳି ପକାଉଛନ୍ତି। ଶାସନ…

ଧର୍ମେନ୍ଦ୍ରଙ୍କ ଦିନିକିଆ ଅବିଭକ୍ତ ଢେଙ୍କାନାଳ ଜିଲ୍ଲା ଗସ୍ତ

ଅନୁଗୋଳ(ସୁବ୍ରତ ପଟ୍ଟନାୟକ): ସମ୍ବଲପୁର, ଅନୁଗୁଳ, ତାଳଚେର ଓ ଢେଙ୍କାନାଳ ଜିଲ୍ଲାବାସୀଙ୍କୁ ରେଳ ବିଭାଗ ପକ୍ଷରୁ ଭେଟି।ଆସନ୍ତା ନଭେମ୍ବରରୁ ଏହି ସବୁ ସ୍ଥାନ ଦେଇ କଲିକତା ଅଭିମୁଖେ ଯାତ୍ରା କରିବ ନୂଆ ଟ୍ରେନ । ଏନେଇ ସୂଚନା ଦେଇଛନ୍ତି କେନ୍ଦ୍ର ଶିକ୍ଷା ,…

ପଂଚାୟତ ସ୍ତରରେ ସମସ୍ୟାକୁ ନେଇ ଆନ୍ଦୋଳନକୁ ଓହ୍ଲାଇବ ବିଜେପି: କାଳନ୍ଦି ସାମଲ

ତାଳଚେର (ସୁବ୍ରତ ପଟ୍ଟନାୟକ): ତାଳଚେର ନିର୍ବାଚନ ମଣ୍ଡଳୀର ବିଜେପିର ପ୍ରମୁଖ କାର୍ଯ୍ୟକର୍ତାଙ୍କୁ ନେଇ ଏକ ଗୁରୁତ୍ୱପୂର୍ଣ ବୈଠକ ଜଗନ୍ନାଥ କଲ୍ୟାଣ ମଣ୍ଡପଠାରେ ମଙ୍ଗଳବାର ଦିନ ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲା ସାଧାରଣ ସମ୍ପାଦକ ପ୍ରକାଶ ମହାରଣାଙ୍କ ସଂଚାଳନାରେ ଅନୁଷ୍ଠିତ ଏହି ବୈଠକରେ ରାଜ୍ୟ…

ମୋଦିଙ୍କ ୭୨ତମ ଜନ୍ମଦିନ ଉପଲକ୍ଷେ ୭୨ୟୁନିଟ ରକ୍ତଦାନ

ତାଳଚେର (ସୁବ୍ରତ ପଟ୍ଟନାୟକ): ଯଶସ୍ବୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କର ୭୨ତମ ଜନ୍ମଦିନ ଅବସରରେ ବିଜେପି ପକ୍ଷରୁ ସମଗ୍ର ଦେଶରେ ସେପ୍ଟେମ୍ବର ୧୭ରୁ ଅକ୍ଟୋବର ୦୨ ପର୍ଯ୍ୟନ୍ତ ସେବାପକ୍ଷ ପାଳନ କରାଯାଉଛି। ଏ ପରିପେକ୍ଷୀରେ ରବିବାର ତାଳଚେର ଦେଉଳବେଡା ଡିସିଆଇ ଠାରେ ବିଜେପି…

ବିଜେପି ଅନୂସୁଚିତ ଜାତି ମୋର୍ଚ୍ଚାର ରାଜ୍ୟସ୍ତରୀୟ ପ୍ରଶିକ୍ଷଣ

ଅନୁଗୁଳ ଜିଲ୍ଲା ବିଜେପି କାର୍ଯ୍ୟାଳୟ ଠାରେ ଆଜି ଠାରୁ ଅନୁସୂଚିତ ଜାତି ମୋର୍ଚ୍ଚା ର ଦୁଇ ଦିନିଆ ପ୍ରଶିକ୍ଷଣ ଶିବିର ଉଦଘାଟିତ ହୋଇଯାଇଛି ।ରାଜ୍ୟ ବିଜେପି ର ସଭାପତି ସମୀର ମହାନ୍ତି ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ପ୍ରଶିକ୍ଷଣ ଶିବିର…