Tag: Bjp

ସେଣ୍ଟ୍ରାଲ ସ୍କୁଲ ମଞ୍ଜୁରୀ କରାଇଥିବାରୁ ପ୍ରଧାନମନ୍ତ୍ରୀ, କେନ୍ଦ୍ରମନ୍ତ୍ରୀଙ୍କୁ ଧନ୍ୟବାଦ ଦେଲେ କାଳନ୍ଦୀ ସାମଲ

ତାଳଚେର(ଶୁଭଲକ୍ଷ୍ମୀ ଦାସ) : ତାଳଚେରର ବିକାଶ ପାଇଁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ସଦାସର୍ବଦା ଚେଷ୍ଟିତ, ଗତ ମାସ ତାଳଚେର ଆସି ସେଣ୍ଟ୍ରାଲ ସ୍କୁଲ ପାଇଁ ସ୍ଥାନ ପରିଦର୍ଶନ କରି ଘୋଷଣା କରିଥିଲେ, ଏକ ମାସ ମଧ୍ୟରେ ମଂଜୁର କରାଇଲେ | ଏଥିପାଇଁ…

ଅଣ୍ଡିରା କଲରା ପତରିଆବାଘର ମୃତ୍ୟୁ

ଅନୁଗୋଳ(ସୁବ୍ରତ ପଟ୍ଟନାୟକ): ଅନୁଗୁଳ ଓ ଢେଙ୍କାନାଳ ଜିଲା ସୀମାନ୍ତ ହିନ୍ଦୋଳ ବନାଞ୍ଚଳ କର୍ଣପୁର ଜଙ୍ଗଲ ରୁ ଏକ ଅଣ୍ଡିରା କଲରାପତରିଆ ବାଘର ମୃତଦେହ ଠାବ ହୋଇଛି । ଶିକାରୀଙ୍କ ଦ୍ଵାରା ବିଛା ଯାଇଥିବା ଫାସରେ ପଡି ବାଘର ମୃତ୍ୟୁ ହୋଇଥିବା ପ୍ରାଥମିକ…

ପ୍ରଜାପିତା ବ୍ରମହକୁମାରି ଅନୁଷ୍ଠାନ ପକ୍ଷରୁ , ୨୩ ରୁ ଆତ୍ମନିର୍ଭର କୃଷକ ଅଭିଯାନ

ଅନୁଗୋଳ(ସୁବ୍ରତ ପଟ୍ଟନାୟକ): ଗୁରୁବାର ଅପରାହ୍ନରେ ଶାନ୍ତି ଅନୁ ଭୁତି ଧାମ,ବ୍ରହ୍ମାକୁମାରି ପକ୍ଷରୁ ଆତ୍ମ ନିର୍ଭର କୃଷକ ଅଭିଯାନ ୨୦୨୨ ନିମନ୍ତେ ଏକ ସାମ୍ବାଦିକ ସମ୍ମିଳନୀ ଆହ୍ୱାନ କରାଯାଇଥିଲା। ଏହି ସଭା ରେ ଅନୁଗୁଳ ଶାଖା ମୁଖ୍ୟ ବ୍ରହ୍ମାକୁମାରୀ ମିନତି, ଏନଟିପିସି ଶାଖା…

ଉଦ୍ୟୋଗୀ ହେବା ପାଇଁ ମୋଦୀ ମୋଦୀ ସୁଯୋଗ ସୃଷ୍ଟି କରିଛନ୍ତି : କାଳନ୍ଦୀ ସାମଲ

ତାଳଚେର(ଶୁଭଲକ୍ଷ୍ନୀ ଦାସ):ତାଳଚେର ଦେଉଳବେଡା ମଙ୍ଗଳମ ଠାରେ ବୁଧବାର ଭାରତ ସରକାର ଙ୍କ ଜାତୀୟ କ୍ଷୁଦ୍ର ଶିଳ୍ପ ନିଗମ ପକ୍ଷରୁ ଉଦ୍ୟୋଗୀ ହେବା ପାଇଁ ଏକ ଦିନିକିଆ ଆୱାରନେସ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଯାଇଛି | ଏହି କାର୍ଯ୍ୟକ୍ରମ କୁ ବିଜେପି ରାଜ୍ୟ…

ଏକତା ମଞ୍ଚ ସଭାପତି ଓ କେନ୍ଦ୍ରମନ୍ତ୍ରୀଙ୍କ ପ୍ରତି ଅଶାଳୀନ ମନ୍ତବ୍ୟ ଘଟଣାରେ ବିଜେପିର ତୀବ୍ର ପ୍ରତିକ୍ରିୟା

ଅନୁଗୋଳ(ସୁବ୍ରତ ପଟ୍ଟନାୟକ): ଜିଲାପାଳ ଙ୍କ କାର୍ଯ୍ୟଳୟ ପରିସରରେ ଟିଟିପିଏସ ଶ୍ରମିକ ଏକତା ମଞ୍ଚ ର ସଭାପତି ଓ କାର୍ଯ୍ୟକର୍ତା ଙ୍କ ସମେତ କେନ୍ଦ୍ରମନ୍ତ୍ରୀ ଙ୍କ ପ୍ରତି ଅଶୋଭନୀୟ ମନ୍ତବ୍ୟ ଓ ଧମକ ଦେବା ଘଟଣା ରେ ପ୍ରତିକ୍ରିୟା ରଖିଛି ଜିଲା ବିଜେପି…

ମେଡିକାଲ କଲେଜ ଜାଗା ପ୍ରସଙ୍ଗରେ ମୁଖ୍ୟମନ୍ତ୍ରୀ ଙ୍କ ମିଥ୍ୟା ଟ୍ୱିଟ

ତାଳଚେର(ଶୁଭଲକ୍ଷ୍ମୀ ଦାସ):ତାଳଚେର ମେଡିକାଲ କଲେଜ ପ୍ରସଙ୍ଗରେ ଗତ ବାର ତାରିଖ ଦିନ ମୁଖ୍ୟମନ୍ତ୍ରୀ ରାଜ୍ୟ ସରକାର ମେଡିକାଲ କଲେଜ ପାଇଁ ୨0 ଏକର ଜାଗା ଯୋଗାଇ ଦେଇଛନ୍ତି ବୋଲି ଟ୍ୱିଟ କରି ସୂଚନା ଦେଇଥିଲେ | ଏହି ଟ୍ୱିଟର ଜବାବ ରେ…

ନବୋଦୟ ବିଦ୍ୟାଳୟକୁ ଗୁଣାତ୍ମକ ଶିକ୍ଷାର ପ୍ରୟୋଗଶାଳା କରିବା ପାଇଁ ସାମୂହିକ ସଙ୍କଳ୍ପ ନେବା- ଧର୍ମେନ୍ଦ୍ର ପ୍ରଧାନ

ଢ଼େଙ୍କାନାଳ(ଶୁଭଲକ୍ଷ୍ମୀ ଦାସ): କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଏବଂ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ରବିବାର ଢ଼େଙ୍କାନାଳ ଜିଲ୍ଲା ସରାଙ୍ଗ ସ୍ଥିତ ଜବାହର ନବୋଦୟ ବିଦ୍ୟାଳୟ ପରିଦର୍ଶନ କରିବା ସହ ଶିକ୍ଷାନୁଷ୍ଠାନକୁ ଜ୍ଞାନର ମନ୍ଦିର ତଥା ଗୁଣାତ୍ମକ ଶିକ୍ଷାର ପ୍ରୟୋଗଶାଳା କରିବା…

ଗ୍ରାମାଂଚଳର ସମସ୍ୟା ଓ ଉନ୍ନୟନମୂଳକ କାର୍ଯ୍ୟ ସମ୍ପର୍କରେ ଆଲୋଚନା କଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

ଅନୁଗୋଳ(ସୁବ୍ରତ ପଟ୍ଟନାୟକ): ଅନୁଗୋଳ ଜିଲ୍ଲା ଗସ୍ତରେ ଥିବା କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଏବଂ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଶନିବାର କଣିହାଁ ସମେତ ବିଭିନ୍ନ ଅଂଚଳରେ ସ୍ଥାନୀୟ ବାସୀଙ୍କୁ ଭେଟି ଗ୍ରାମାଂଚଳର ସମସ୍ୟା ଓ ଉନ୍ନୟନମୂଳକ କାର୍ଯ୍ୟ ସମ୍ପର୍କରେ ଆଲୋଚନା…

ମୋଦି ସରକାରରେ ଓଡ଼ିଶାର ସ୍ୱାସ୍ଥ୍ୟ ଭିତ୍ତିଭୂମିକୁ ପ୍ରାଧାନ୍ୟ ଦିଆଯାଉଛି : ଧର୍ମେନ୍ଦ୍ର ପ୍ରଧାନ

ଅନୁଗୋଳ(ଶୁଭଲକ୍ଷ୍ମୀ ଦାସ): ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ଓଡ଼ିଶାରେ ମେଡ଼ିକାଲ କଲେଜ ସଂଖ୍ୟା କ୍ରମାଗତ ବୃଦ୍ଧି ପାଉଥିବା ବେଳେ ରାଜ୍ୟରେ ସ୍ୱାସ୍ଥ୍ୟ ଭିତ୍ତିଭୂମିକୁ ପ୍ରାଧାନ୍ୟ ଦିଆଯାଉଛି ବୋଲି କହିଛନ୍ତି କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଏବଂ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ…

ବିଡ଼ିଓଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କରି ବିଜେପିର ବିରୋଧ

ଅନୁଗୁଳ(ସୁବ୍ରତ ପଟ୍ଟନାୟକ): ଦେବଗଡ଼ ଜିଲା ତିଳେଇବଣି ବିଡ଼ିଓଙ୍କ ବିରୁଦ୍ଧରେ ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନ ଦାବିରେ ବିଜେପିର ବିକ୍ଷୋଭ । ଆଜି ଅନୁଗୁଳ ଜିଲା ଆରକ୍ଷୀ ଅଧୀକ୍ଷକ ଙ୍କ କାର୍ଯ୍ୟାଳୟ ସମ୍ମୁଖରେ କରାଯାଇଛି ଏହି ବିକ୍ଷୋଭ । ଜିଲା ବିଜେପିସଭାପତି ଡିଲେଶ୍ୱର ପ୍ରଧାନ ଙ୍କ…