Tag: Bjp

ବିଜେଡିର ୨୫ତମ ପ୍ରତିଷ୍ଠା ଦିବସ: ଉଭୟ କଂଗ୍ରେସ ଓ ବିଜେପିର ବହୁ କାର୍ଯ୍ୟକର୍ତ୍ତାଙ୍କ ଯୋଗଦାନ

ଅନୁଗୋଳ (ସୁବ୍ରତ ପଟ୍ଟନାୟକ): ଆଜି ବିଜୁ ଜନତା ଦଳ ଅନୁଗୋଳ ନିର୍ବାଚନ ମଣ୍ଡଳୀ ପକ୍ଷରୁ ୨୫ତମ ବିଜୁ ଜନତା ଦଳ ପ୍ରତିଷ୍ଠା ଦିବସ ୩ଟି ସ୍ଥାନ ରେ ପାଳନ କରାଯାଇଛି। ଅନୁଗୋଳ ବ୍ଲକ ଅଙ୍ଗାରବନ୍ଧ ପଂଚାୟତର ଚଣ୍ଡୀଖମଣ ଠାରେ ଏକ ବିଶାଳ…

ବିଜେପି ମହିଳା ମୋର୍ଚ୍ଚାର ରାଜ୍ୟପାଳଙ୍କ ଉଦ୍ଦେଶ୍ୟରେ ସ୍ମାରକପତ୍ର

ଅନୁଗୁଳ (ସୁବ୍ରତ ପଟ୍ଟନାୟକ): ଅନୁଗୁଳ ଜିଲ୍ଲା ମହିଳା ମୋର୍ଚ୍ଚା ତରଫରୁ ରାଜ୍ୟରେ ଆଇନ ଶୃଙ୍ଖଳା ବିପର୍ଯ୍ୟସ୍ତ କୁ ନେଇ ତଥା ମହିଳା ଏବଂ ଶିଶୁ ଆଜି ବିପଦରେ ଅଛନ୍ତି ଦର୍ଶାଇ ରାଜ୍ୟପାଳଙ୍କ ଉଦ୍ଦେଶ୍ୟରେ ଶୁକ୍ରବାର ଜିଲ୍ଲାପାଳଙ୍କ ଜରିଆରେ ଏକ ସ୍ମାରକପତ୍ର ପ୍ରଦାନ…

ଭାରତ ସରକାରଙ୍କ ଜାତୀୟ କ୍ଷୁଦ୍ର ଶିଳ୍ପ ନିଗମ (NSIC) ର ସ୍ୱାଧୀନ ନିର୍ଦେଶକ ଭାବେ ନିଯୁକ୍ତ ହେଲେ କାଳନ୍ଦୀ ସାମଲ

ଅନୁଗୋଳ (ସୁବ୍ରତ ପଟ୍ଟନାୟକ): ଭାରତ ସରକାରଙ୍କ ଜାତୀୟ କ୍ଷୁଦ୍ର ଶିଳ୍ପ ନିଗମ (NSIC)ର ସ୍ୱାଧୀନ ନିର୍ଦ୍ଦେଶକ ଭାବେ ବିଜେପି ରାଜ୍ୟ ସମ୍ପାଦକ କାଳନ୍ଦୀ ସାମଲ ଙ୍କୁ ନିଯୁକ୍ତି ଦିଆଯାଇଛି । ଶ୍ରୀ ସାମଲ ରାଜ୍ୟ ବିଜେପି ର ବିଭିନ୍ନ ପଦ ପଦବୀରେ…

ଶହୀଦଙ୍କ ପାଇଁ ଦୀପ ଜାଳି ଶ୍ରଦ୍ଧାଞ୍ଜଳି ଦେଲା ବିଜେପି ମହିଳା ମୋର୍ଚ୍ଚା

ଅନୁଗୋଳ : ଅନୁଗୋଳର ଅଧିଷ୍ଠାତ୍ରୀ ଦେବୀ ମା ବୁଢ଼ୀ ଠାକୁରାଣୀ ମନ୍ଦିରରେ ବିଜେପି ମହିଳା ମୋର୍ଚ୍ଚା ତରଫରୁ ଶହୀଦମାନଙ୍କ ଉଦ୍ଦେଶ୍ୟରେ ପ୍ରଦୀପ ପ୍ରଜ୍ବଳନ କରି ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଇଛି। କୁନୁର ଠାରେ ହେଲିକାପ୍ଟର ଦୁର୍ଘଟଣାରେ ତିନିସେନାର ମୁଖ୍ୟ ବିପିନ ରାୱତଙ୍କ ସମେତ…

ସଂଜୀବ ସାହୁଙ୍କ ନେତୃତ୍ୱରେ ଶତାଧିକ ଚାଷୀଙ୍କ ବ୍ଲକ କାର୍ଯ୍ୟଳୟରେ ବିକ୍ଷୋଭ ପ୍ରଦର୍ଶନ

ଅନୁଗୋଳ: ଚଳିତ ବର୍ଷ ଅନୁଗୁଳ ଜିଲା କିଶୋରନଗର ବ୍ଲକ ଅଞ୍ଚଳରେ ପ୍ରାୟ ୭୫ ଭାଗ ସ୍ୱଳ୍ପ ବୃଷ୍ଟିପାତ ହୋଇଛି । ଫଳରେ ସମ୍ପୃକ୍ତ ଅଞ୍ଚଳରେ ମରୁଡି ପରିସ୍ଥିତି ଦେଖାଦେଇଛି । ବାରମ୍ବାର ଏନେଇ ସରକାରୀ କଳ ର ଦୃଷ୍ଟି ଆକର୍ଷଣ ସତ୍ତ୍ୱେ…

ଆସନ୍ତା ୯ରେ ବିଧାନସଭା ଘେରିବ ବିଜେପି ଯୁବମୋର୍ଚ୍ଚା

ଅନୁଗୋଳ: ଶିକ୍ଷୟତ୍ରୀ ମମିତା ମେହେର ଙ୍କ ହତ୍ୟା ଘଟଣାରେ ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ସମ୍ପୃକ୍ତି ଥିବା ଦର୍ଶାଇ ତାଙ୍କ ବହିଷ୍କାର ଦାବିରେ ଆସନ୍ତା ୯ତାରିଖରେ ବିଜେପି ଯୁବମୋର୍ଚା ବିଧାନସଭା ଘେରାଉ କରିବ। ସାରା ରାଜ୍ୟରୁ ହଜାର ହଜାର ସଂଖ୍ୟାରେ ଯୁବ ମୋର୍ଚ୍ଚା…

କିଶାନ ଗୋଷ୍ଠୀ କର୍ମଶାଳା ଅନୁଷ୍ଠିତ

ଅନୁଗୋଳ: କୃଷି ଦ୍ୱାରା କୃଷକ କିଭଳି ହୋଇପାରିବେ ଆର୍ଥିକ ଦୃଷ୍ଟି କୋଣରୁ ଦ୍ୱିଗୁଣିତ ଲାଭବାନ ସେ ନେଇ ଏକ କର୍ମଶାଳା ଅନୁଗୁଳ ଜିଲା ର ତାଳଚେର ତାଳବେଡାସ୍ଥିତ ପିଏମଆଇଟି ପରିସର ରେ ଅନୁଷ୍ଠିତ ହୋଇଯାଇଛି । କେବଳ ପାରମ୍ପରିକ ଚାଷ ନୁହେଁ…

ବାରମ୍ବାର ଖଣି ବନ୍ଦକୁ ତୀବ୍ର ବିରୋଧ ଓ ନିନ୍ଦା

ଅନୁଗୋଳ: ବିଶେଷ ଭାବେ ଗତ ଦୁଇ ଦିନ ହେବ ତାଳଚେର ଅଞ୍ଚଳରେ ବିଭିନ୍ନ ଖଣି କୁ ବନ୍ଦ କରାଯାଇଛି । ଫଳରେ ଜାତୀୟ ସମ୍ପତ୍ତି ନଷ୍ଟ ହେବା ସହ ବ୍ୟାପକ ରାଜସ୍ୱ କ୍ଷତି ହେଉଥିବା ନେଇ ଅଭିଯୋଗ କରିଛନ୍ତି ରାଜ୍ୟ ବିଜେପି…

ANGUL: ଠାକୁର ମନ୍ତବ୍ୟ ପାଇଁ ଉପବାଚସ୍ପିତଙ୍କ କ୍ଷମା ପ୍ରାର୍ଥନା ଦାବି କଲା ବିଜେପି

ଅନୁଗୁଳ: ଅନୁଗୁଳରେ ଆୟୋଜିତ ମୁଖ୍ୟମନ୍ତ୍ରୀ ଙ୍କ ସଭାରେ ଉପ ବାଚସ୍ପତି ରଜନୀକାନ୍ତ ସିଂହ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ସାଢ଼େ ଚାରି କୋଟି ଓଡ଼ିଆ ଙ୍କ ଠାକୁର ବୋଲି ସମ୍ବୋଧନ କରିବା ପ୍ରସଙ୍ଗ ରେ ଅନୁଗୁଳ ବିଜେପି ପକ୍ଷରୁ ତୀବ୍ର ପ୍ରତିକ୍ରିୟା ପ୍ରକାଶ…

ଉପବାଚସ୍ପତିଙ୍କ ମୁଖ୍ୟମନ୍ତ୍ରୀଙ୍କୁ ଠାକୁର ପ୍ରସଙ୍ଗ, ଏପି ସିଂହ ଥିଲେ ନିନ୍ଦା କରିଥାନ୍ତେ: କାଳନ୍ଦୀ ସାମଲ

ଅନୁଗୋଳ: ଅନୁଗୋଳରେ ଆୟୋଜିତ ମୁଖ୍ୟମନ୍ତ୍ରୀ ଙ୍କ ସଭାରେ ଉପ ବାଚସ୍ପତି ରଜନୀ କାନ୍ତ ସିଂହ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ସାଢ଼େ ଚାରି କୋଟି ଓଡ଼ିଆ ଙ୍କ ଠାକୁର ବୋଲି ସମ୍ବୋଧନ କରିଥିଲେ।ବିଜେପି ରାଜ୍ୟ ସମ୍ପାଦକ କାଳନ୍ଦୀ ସାମଲ ଏ ପ୍ରସଙ୍ଗରେ ପ୍ରତିକ୍ରିୟା…