ମୋଦୀ ଙ୍କ ଜନ୍ମଦିନ କୁ ନେଇ ସେପ୍ଟେମ୍ବର 17ରୁ ଅକ୍ଟୋବର 2 ସେବାପକ୍ଷ ପାଳନ କରିବ ବିଜେପି
ତାଳଚେର: ଯଶସ୍ବୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ୭୨ତମ ଜନ୍ମଦିନ ସେପ୍ଟେମ୍ବର ୧୭ ତାରିଖରେ ପାଳିତ ହେବ। ଏ ପରିପେକ୍ଷୀରେ ବିଜେପି ପକ୍ଷରୁ ସେପ୍ଟେମ୍ବର 17ରୁ ଅକ୍ଟୋବର 2ତାରିଖ ପର୍ଯ୍ୟନ୍ତ 15ଦିନ ବ୍ୟାପି ସେବାପକ୍ଷ ପାଳନ କରାଯିବାକୁ ନିଷ୍ପତ୍ତି ହୋଇଛି। ଏହି ସେବାପକ୍ଷ…
