Tag: Bjp

ରାଉରକେଲାରେ ହର୍ ଘର୍ ତ୍ରିରଙ୍ଗା ଓ ଅମୃତ ମହୋତ୍ସବ ପ୍ରଦର୍ଶନୀର ଲୋକାର୍ପଣ କଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

ରାଉରକେଲା(ସୁବ୍ରତ ପଟ୍ଟନାୟକ): କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଏବଂ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଶନିବାର ରାଉରକେଲା ରେଳ ଷ୍ଟେସନ ଠାରେ ହର୍ ଘର୍ ତ୍ରିରଙ୍ଗା, ଆଜାଦୀ କା ଅମୃତ ମହୋତ୍ସବ ଏବଂ ବିଭାଜନ ବିଭୀଷିକା ସ୍ମୃତି ଦିବସ ପରିପ୍ରେକ୍ଷୀରେ ଭାରତ…

ଆଠମଲ୍ଲିକରେ ବିଜେପିର ତ୍ରିରଙ୍ଗା ରାଲି

ଅନୁଗୋଳ(ସୁବ୍ରତ ପଟ୍ଟନାୟକ): ସ୍ବାଧିନତାର ୭୫ ବର୍ଷ ଅବସରରେ ଦେଶ ଆଜାଦ୍ କି ଅମୃତ ମହୋତ୍ସବ ପାଳନ କରୁଥିବା ସମୟରେ ମାନନୀୟ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଜି ଙ୍କ ଆହ୍ବାନ କ୍ରମେ ଦେଶ ବ୍ୟାପି ଆଜି ଠାରୁ ହର ଘର ତ୍ରିରଙ୍ଗା…

ଅନୁଗୋଳ ଜିଲ୍ଲା କଂଗ୍ରେସ ପକ୍ଷରୁ ସ୍ୱାଧୀନତାର ଗୌରବମୟ ଯାତ୍ରା ପାଳନ ପାଇଁ ପ୍ରସ୍ତୁତି ବୈଠକ

ଅନୁଗୋଳ (ସୁବ୍ରତ ପଟ୍ଟନାୟକ): ଉଦୟପୁର ନବସଙ୍କଳ୍ପ ଶିବିର ନିଷ୍ପତି ଅନୁଯାୟୀ ଆସନ୍ତା ଅଗଷ୍ଟ ୯ ତାରିଖରୁ ଭାରତ ବର୍ଷର ସମସ୍ତ ଜିଲ୍ଲାରେ କଂଗ୍ରେସ ତରଫରୁ ସ୍ୱାଧୀନତାର ୭୫ ତମ ପୂର୍ତ୍ତି ଅବସରରେ ସ୍ବାଧୀନତାର ଗୌରବମୟ ଯାତ୍ରା ଅବସରରେ ୭୫ କିମି ପଦଯାତ୍ରା…

ଅନୁଗୋଳ ମୁଖ୍ୟ ଡାକ ଘରେ ପକ୍ଷରୁ ପ୍ରାକ ଘର ତ୍ରିରଙ୍ଗା ଶୋଭାଯାତ୍ରା ଅନୁଷ୍ଠିତ

ଅନୁଗୋଳ (ସୁବ୍ରତ ପଟ୍ଟନାୟକ): ଆଜି ସକାଳ ପ୍ରାୟ ୮ ଘଟିକା ୩୦ ମିନିଟ ସମୟରେ ଅନୁଗୋଳ ଜିଲ୍ଲାର ମୁଖ୍ୟ ଡାକ ଘରେ ହର ଘର ତ୍ରିରଙ୍ଗା କାର୍ଯ୍ୟକ୍ରମ ର ଅବ୍ୟବହିତ ପୂର୍ବରୁ ଏକ ଶୋଭାଯାତ୍ରା ଅନୁଷ୍ଠିତ ହୋଇଯାଇଛି। ଅନୁଗୋଳ ସଦର ମହକୁମା…

ଅନୁଗୁଳ ଜିଲ୍ଲାକୁ ତ୍ରିରଙ୍ଗାମୟ କରିବାକୁ ବିଜେପିର ସଂକଳ୍ପ

ଅନୁଗୁଳ (ସୁବ୍ରତ ପଟ୍ଟନାୟକ): ଆମ ଦେଶ ୭୫ ବର୍ଷ ସ୍ୱାଧୀନତାର ଅମୃତ ମହୋତ୍ସବ ପାଳନ କରିବା ଅବସରରେ ଆସନ୍ତା ୧୩ ରୁ ୧୫ ଅଗଷ୍ଟ ପର୍ଯ୍ୟନ୍ତ ହର ଘର ତ୍ରିରଙ୍ଗା କାର୍ଯ୍ୟକ୍ରମ ପାଇଁ ଅନୁଗୋଳ ଭାରତୀୟ ଜନତା ପାର୍ଟି ଜିଲ୍ଲା କାର୍ଯ୍ୟାଳୟ…

ତାଳଚେର ଆଦିବାସୀମାନଙ୍କ ସମସ୍ୟା ନେଇ ଜାତୀୟ ଏସଟି କମିଶନ ସଦସ୍ୟଙ୍କ ଦୃଷ୍ଟି ଆକର୍ଷଣ କଲେ କାଳନ୍ଦୀ ସାମଲ

ତାଳଚେର (ସୁବ୍ରତ ପଟ୍ଟନାୟକ): ତାଳଚେର ରେ ଥିବା ଆଦିବାସୀ ମାନଙ୍କ ର ନାନାବିଦ୍ଧ ସମସ୍ୟା ରହିଛି, କିଛି ଦିନ ପୂର୍ବେ ଆଦିବାସୀ ମାନଙ୍କର ଏକ ସମ୍ମିଳନୀ ଆୟୋଜିତ ହୋଇଥିଲା ଏବଂ ସେଠାରେ ଆଦିବାସୀ ମାନେ ତାଙ୍କର ଜାତି ସାର୍ଟିଫିକେଟ ପାଇଁ ବହୁ…

ମୋଦୀଙ୍କ ବ୍ରତ ଗରିବ କଲ୍ୟାଣ: ନିତ୍ୟାନନ୍ଦ ରାୟ

ତାଳଚେର(ସୁବ୍ରତ ପଟ୍ଟନାୟକ): ମୋଦି ସରକାର ସମାଜର ଅନ୍ତିମ ଶ୍ରେଣୀରେ ଥିବା ଲୋକମାନଙ୍କ ସେବା, କଲ୍ୟାଣ କରିବାର ଦାୟିତ୍ୱ ନେଇଛନ୍ତି । ଜନକଲ୍ୟାଣକାରୀ ଯୋଜନାର କ୍ରିୟାନ୍ୱୟନ କାରଣରୁ ଗରିବ ଲୋକମାନେ ମୋଦି ସରକାରଙ୍କ ଦୃଢ଼ ନେତୃତ୍ୱକୁ ସ୍ୱୀକାର କରିଛନ୍ତି,ଗରିବ କଲ୍ୟାଣ ମୋଦୀ ଙ୍କ…

କେନ୍ଦ୍ର ଗୃହ ରାଷ୍ଟ୍ର ମନ୍ତୀ ନିତ୍ୟାନନ୍ଦ ରାୟ ଙ୍କ ଅନୁଗୁଳ ଗସ୍ତ, ମାଳତି ଚୌଧୁରୀ ଆଶ୍ରମ ପରିଦର୍ଶନ କଲେ

ଅନୁଗୁଳ(ସୁବ୍ରତ ପଟ୍ଟନାୟକ):ସ୍ୱାଧୀନତା ର ୭୫ବର୍ଷ ଉପଲକ୍ଷେ ଆଜାଦି କି ଅମୃତ ମହୋତ୍ସବ ପାଳନ ଅବସରରେ କେନ୍ଦ୍ର ଗୃହ ରାଷ୍ଟ୍ର ମନ୍ତ୍ରୀ ନିତ୍ୟାନନ୍ଦ ରାୟ ଗୁରୁବାର ଅପରାହ୍ନ ରେ ଅନୁଗୁଳ ପହଂଚି ବିଭିନ୍ନ କାର୍ଯ୍ୟକ୍ରମ ରେ ଯୋଗ ଦେଇଛନ୍ତି | ମହୀଧରପୁର ଠାରୁ…

ବଡଖବର ସମ୍ପାଦକ ଅର୍ଦ୍ଧେନ୍ଦୁ ଦାସଙ୍କ ଗିରଫ ପ୍ରତିବାଦରେ ଅନୁଗୋଳ ସାମ୍ବାଦିକ ସଂଘ ପକ୍ଷରୁ ଦାବିପତ୍ର

ଅନୁଗୋଳ: ବଡଖବର ସମ୍ପାଦକ ଅର୍ଦ୍ଧେନ୍ଦୁ ଦାସଙ୍କୁ କ୍ରାଇମ ବ୍ରାଞ୍ଚ ଯେମିତି ଭାବରେ ଗିରଫ କରି ଗଣମାଧ୍ୟମର କଣ୍ଠରୋଧ କରିଛି ତାହା ଦ୍ଵାରା ସାମ୍ବାଦିକ ଏବଂ ଗଣମାଧ୍ୟମର ସମ୍ମାନ କ୍ଷୁର୍ଣ୍ଣ ହୋଇଛି l ଏହାର ପ୍ରତିବାଦରେ ଆଜି ଅନୁଗୋଳ ସାମ୍ବାଦିକ ସଂଘ ପକ୍ଷରୁ…

ଦୁଇଦିନିଆ ଅନୁଗୁଳ ଜିଲ୍ଲା ଗସ୍ତରେ ଆସିବେ କେନ୍ଦ୍ରଗୃହ ରାଷ୍ଟ୍ରମନ୍ତ୍ରୀ ନିତ୍ୟାନନ୍ଦ ରାୟ

ଅନୁଗୁଳ(ସୁବ୍ରତ ପଟ୍ଟନାୟକ): ଭାରତ ସରକାର ଙ୍କର ଗୃହ ବିଭାଗ ର ରାଷ୍ଟ୍ର ମନ୍ତ୍ରୀ ନିତ୍ୟାନନ୍ଦ ରାୟ ଆସନ୍ତା ଜୁଲାଇ ୭ଓ ୮ ଦୁଇଦିନ ଧରି ଅନୁଗୁଳ ଜିଲ୍ଲା ଗସ୍ତ କାର୍ଯ୍ୟକ୍ରମ ରହିଛି | ଜୁଲାଇ ୭ତାରିଖ ଅପରାହ୍ନ ଅନୁଗୁଳ ରେ ପହଂଚି…