Tag: Bjp

ପ୍ରଧାନମନ୍ତ୍ରୀଙ୍କ 115ତମ ମନ କୀ ବାତ ଶୁଣିଲେ ବିଜେପି ନେତା

Angul News: ଅନୁଗୁଳ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଙ୍କର ମନ କୀ ବାତ କାର୍ଯ୍ୟକ୍ରମ ଅନୁଗୁଳ ଜିଲ୍ଲା ର ଶତାଧିକ ସ୍ଥାନରେ ବିଜେପି କାର୍ଯ୍ୟକର୍ତା ମାନେ ଏକତ୍ରିତ ହୋଇ ଶୁଣିଛନ୍ତି |ଅନୁଗୁଳ ରନ୍ତଲେଇ ସରସ୍ଵତୀ ବିଦ୍ୟାମନ୍ଦିରରେ ବିଜେପି ରାଜ୍ୟ ଉପ ସଭାପତି…

ପ୍ରାକ୍ତନ କେନ୍ଦ୍ରମନ୍ତ୍ରୀ ଡାକ୍ତର ଦେବେନ୍ଦ୍ର ପ୍ରଧାନ ଙ୍କୁ ଭେଟିଲେ ରାଜ୍ୟ ଖାଉଟି କଲ୍ୟାଣ ମନ୍ତ୍ରୀ କୃଷଚନ୍ଦ୍ର ପାତ୍ର

Angul News: ତାଳଚେର: ଓଡିଶା ପ୍ରଦେଶ ଭାରତୀୟ ଜନତା ପାର୍ଟିର ଭୀଷ୍ମ ପିତାମହ ପୂର୍ବତନ କେନ୍ଦ୍ରମନ୍ତ୍ରୀ ଡକ୍ଟର ଦେବେନ୍ଦ୍ର ପ୍ରଧାନଙ୍କୁ ତାଙ୍କର ତାଳଚେର ସ୍ଥିତ ବାସଭବନରେ ଓଡ଼ିଶା ସରକାରଙ୍କ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ଭେଟି…

ଜିନ୍ଦଲ ଷ୍ଟିଲ ଆଣ୍ଡ ପାୱାରର ଅଧ୍ୟକ୍ଷ ନବୀନ ଜିନ୍ଦଲଙ୍କ ମୁଖ୍ୟମନ୍ତ୍ରୀଙ୍କ ସହ ସୌଜନ୍ୟମୂଳକ ସାକ୍ଷାତ

ଭୁବନେଶ୍ୱର: ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀଙ୍କୁ ଲୋକସେବା ଭବନ ଠାରେ ଜିନ୍ଦଲ ଷ୍ଟିଲ ଆଣ୍ଡ ପାୱାରର ଅଧ୍ୟକ୍ଷ ତଥା ସାଂସଦ ଶ୍ରୀ ନବୀନ ଜିନ୍ଦଲ ସୌଜନ୍ୟମୂଳକ ସାକ୍ଷାତ କରିଛନ୍ତି। ଏହି ସାକ୍ଷାତ ଆଲୋଚନା ସମୟରେ ଓଡିଶାରେ କମ୍ପାନୀ ପକ୍ଷରୁ…

Angul News: ଭାରତ ଓ ବିଶ୍ୱ ଅଭିବୃଦ୍ଧିର ଇଞ୍ଜିନ ହେବ ପୂର୍ବ ଭାରତ: ଧର୍ମେନ୍ଦ୍ର ପ୍ରଧାନ

କୋଲକାତା: ପୂର୍ବ ଭାରତରେ ବିପୁଳ ପ୍ରାକୃତିକ ସମ୍ପଦ, ପ୍ରତିଭାସମ୍ପନ୍ନ ଯୁବଗୋଷ୍ଠୀ ଓ ଦକ୍ଷ ଶ୍ରମଶକ୍ତି ରହିଛି । ଏହି ରାଜ୍ୟ ସମୂହର ମାନବ ସମ୍ବଳ ଏବଂ ବୌଦ୍ଧିକ କ୍ଷମତା ଆମ ଦେଶର ଅଭିବୃଦ୍ଧିକୁ ଆଗକୁ ନେଇପାରିବ । ବିଶେଷ ଭାବରେ କୋଲକାତା,…

ବିଭୀଷିକାର ବିସ୍ମରଣ ଦେଶ ପାଇଁ ବିପଦ ଆଣିଦିଏ: ସତ୍ୟବ୍ରତ ପଣ୍ଡା, ମୁଖପାତ୍ର ବିଜେପି

ଅନୁଗୁଳ: ଅନୁଗୁଳ ଜିଲ୍ଲା ବିଜେପି କାର୍ଯ୍ୟାଳୟ ରେ ବିଭାଜନ ବିଭୀଷିକା ସ୍ମୃତି ଦିବସ ପାଳନ ଅବସରରେ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲା ସଭାପତି ଦିଲେଶ୍ଵର ପ୍ରଧାନଙ୍କର ଅଧ୍ୟକ୍ଷତାରେ ଅନୁଷ୍ଠିତ ଉକ୍ତ କାର୍ଯ୍ୟକ୍ରମରେ ବିଜେପି ରାଜ୍ୟ ମୁଖପାତ୍ର ସତ୍ୟବ୍ରତ ପଣ୍ଡା ଯୋଗ…

Angul News: ଜାତୀୟ ରାଜପଥ ସମସ୍ୟା କୁ ନେଇ ବିଜେପି ପକ୍ଷରୁ ଉପଜିଲ୍ଲାପାଳଙ୍କୁ ଭେଟିଲା

ତାଳଚେର: ତାଳଚେର ମଧ୍ୟ ଦେଇ ଯାଇଥିବା ଜାତୀୟ ରାଜପଥ ୧୪୯ ମରଣଯନ୍ତା ପାଲଟିଛି। ତାଳଚେର ତାଳବେଡା ଠାରୁ ବନରପାଳ ପର୍ଯ୍ୟନ୍ତ ଜାତୀୟ ରାଜପଥର ଅବସ୍ଥା ଶୋଚନୀୟ ହୋଇପଡିଛି। ୩୦ ବର୍ଷ ପୂର୍ବରୁ ଯେଉଁଭଳି ରାସ୍ତା ଥିଲା ଆଜି ମଧ୍ୟ ସେହିପରି ରାସ୍ତା…

ଟ୍ରକ ଲୋର୍ଡିଙ୍ଗ ବନ୍ଦକୁ ନେଇ ବିବାଦ, ହସ୍ତକ୍ଷେପ କଲେ ବିଧାୟକ

Angul News: ଅନୁଗୁଳ: ଅନୁଗୁଳ ଜିଲ୍ଲା ଟ୍ରକ ମାଲିକ ସଂଘ ଅଧୀନରେ ୬୫୦ ରୁ ଉର୍ଦ୍ଧ ସଦସ୍ୟ ଅଛନ୍ତି। ୫ ତାରିଖ ଦିନ ଅନୁଗୁଳ ଜିଲ୍ଲା ଟ୍ରକ ମାଲିକ ସଂଘର ପୂର୍ବତନ ସଭାପତି ଓ ସାଧାରଣ ସମ୍ପାଦକ ଟ୍ରକ ଲୋଡିଙ୍ଗ ବନ୍ଦ…

ଲୋକଙ୍କ ସହିତ ମିଶିବା ଓ ସେମାନଙ୍କ ସମସ୍ୟା ସମାଧାନ ଆମ ସରକାରର ପ୍ରାଥମିକତା- ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ‘ଲୋକଙ୍କ ମୁଖ୍ୟମନ୍ତ୍ରୀ’ ଲୋକଙ୍କୁ ଶୁଣିବାର ଧାରା ଜାରି ରଖିଛନ୍ତି। ଲୋକଙ୍କ ମୁଖ୍ୟମନ୍ତ୍ରୀ ଭାବେ ଲୋକପ୍ରିୟତା ହାସଲ କରିଥିବା ଶ୍ରୀ ମୋହନ ଚରଣ ମାଝୀ ଆଜି ରାଜ୍ୟ ଅଭିଯୋଗ ପ୍ରକୋଷ୍ଠରେ ଶହ ଶହ ଲୋକଙ୍କ ଠାରୁ ସେମାନଙ୍କ ସମସ୍ୟା ଶୁଣିଥିଲେ। ଲୋକଙ୍କୁ…

ରାଜ୍ୟ ବିଜେପି ସରକାର ର ବଜେଟ ସର୍ବସ୍ପର୍ଶୀ, ମହିଳା, ଯୁବକ, କୃଷକ ଓ ଗରିବ ଙ୍କ ପାଇଁ ସମର୍ପିତ-ରୁଦ୍ର ନାରାୟଣ ପାଣି

ଅନୁଗୁଳ: ଓଡ଼ିଶାରେ ବିଜେପିର ପ୍ରଥମ ସରକାର ରାଜ୍ୟରେ ଏକ ନୂତନ ରାଜନୈତିକ ସଂସ୍କୃତିର ପ୍ରତିଷ୍ଠା କରିଛି ,ନିର୍ବାଚନ ସଂକଳ୍ପପତ୍ରରେ ବିଜେପି ଯାହା ଯାହା ପ୍ରତିଶ୍ରୁତି ଦେଇଥିଲା ପ୍ରାୟ ସମସ୍ତ ପ୍ରତିଶ୍ରୁତି ପୂରଣ କରିବା ପାଇଁ ପ୍ରଥମ ବଜେଟ୍‌ରେ ହିଁ ବ୍ୟୟବରାଦ କରି…

Dharmendra Pradhan: ସମ୍ବଲପୁରୀ ସଂସ୍କୃତି, ଅନ୍ୟର ସୁଖରେ ଖୁସି ହେବାର ସଂସ୍କୃତି – ଧର୍ମେନ୍ଦ୍ର ପ୍ରଧାନ

Dharmendra Pradhan: ଭୁବନେଶ୍ୱର/ସମ୍ବଲପୁର: ସମ୍ବଲପୁର ଲୋକସଭା ସାଂସଦ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଆଜି ଏକ ଭିଡିଓ ବାର୍ତ୍ତା ଜାରି କରି ସମ୍ବଲପୁରୀ ଭାଷାରେ “ସମ୍ବଲପୁରୀ ଦିନ୍”ର ଶୁଭେଚ୍ଛା ଜଣାଇବା ସହ ଏହି ଅବସରରେ ସମ୍ବଲପୁରୀ ସାହିତ୍ୟର ପ୍ରଖ୍ୟାତ ସାଧକ…