ମୁଖ୍ୟମନ୍ତ୍ରୀ ଙ୍କୁ ବିଜେପିର ପ୍ରଶ୍ନ: ଅଞ୍ଜନାଙ୍କ ପାଇଁ ଜାନକିବାବୁ ଦାୟୀ ତେବେ ମମିତା ପାଇଁ କିଏ ଦାୟୀ-କାଳନ୍ଦୀ ସାମଲ
ତାଳଚେର (ସୁବ୍ରତ ପଟ୍ଟନାୟକ): ରାଜ୍ୟରେ ମହିଳା ଓ ଶିଶୁ ଅସୁରକ୍ଷିତ, ଆଇନ ଶୃଙ୍ଖଳା ବିପର୍ଯ୍ୟସ୍ତକୁ ନେଇ ବିଜେପି ପକ୍ଷରୁ ଆଜି ରାଜ୍ୟର ସବୁ ପୋଷ୍ଟ ଅଫିସ ରୁ ମୁଖ୍ୟମନ୍ତ୍ରୀ ଙ୍କ ନିକଟକୁ ଚିଠି ପଠା ଯାଇଛି।ତାଳଚେର ହାଟତୋଟା ମୁଖ୍ୟ ପୋଷ୍ଟ ଅଫିସ…